Monthly Archives

February 2020

ସଂଖ୍ୟା କମୁଛି, ସମସ୍ୟା ବଢୁଛି । ୨ବର୍ଷରେ ବିଜେପି ହାତରୁ ଗଲାଣି ୬ଟି ରାଜ୍ୟ, ଶାହାଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ ।

କନକ ବ୍ୟୁରୋ : ଘଟଣାକ୍ରମେ ବଦଳି ଯାଇଛି ବିଜେପିର ସ୍ୱରୁପ । ୨୦୧୭ରୁ ୨୦୨୦ ପ୍ରାୟ ଦୁଇ ବର୍ଷ ଭିତରେ ବିଜେପି ହାତରୁ ଖସି ଯାଇଛି ୬ଟି ରାଜ୍ୟ । ଭୋଟ୍ ପ୍ରତିଶତ ବି କମୁଛି । ଏଭଳି ସ୍ଥିତିର ମୁକାବିଲା କରିବା ଏବେ ବିଜେପିର ନମ୍ବର ଟୁ ନେତା ଅମିତ ଶାହାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ । ନମ୍ବର-ଟୁ…

୧ ମାର୍ଚ୍ଚରୁ ଆମାଜନର ନୂଆ ସେଲ ଆରମ୍ଭ । ଏସି ଓ ଫ୍ରିଜ ଉପରେ ଗ୍ରାହକଙ୍କୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ମିଳିପାରେ ରିହାତି…

ଅନଲାଇନ ସପିଂ ସାଇଟ ଆମାଜନ ‘wow salary days’ ଅଫର ଘୋଷଣା କରିଛି । ଏହି ଅଫର ମାର୍ଚ୍ଚ ୧ ଠାରୁ ଆରମ୍ଭ ହେଉଛି । ଗ୍ରାହକଙ୍କ ପାଇଁ ମାତ୍ର ୩ ଦିନ ଏହି ଅଫର ଜାରି ରହିବ । ଏହି ମେଗା ସେଲରେ ଗ୍ରାହକଙ୍କୁ ବିଭିନ୍ନ ସାମଗ୍ରୀ ଉପରେ ଡିସକାଉଣ୍ଟ ଦିଆଯିବ । ଆଗକୁ ପ୍ରବଳ ଖରାକୁ ଦୃଷ୍ଟିରେ ରଖି…

ଡିଜିଟାଲ ରୂପରେ ଆସିଲା ଗୋକୁଳାନନ୍ଦ ମହାପାତ୍ରଙ୍କ ଲିଖିତ ପୁସ୍ତକ ବିଜ୍ଞାନାଲୋକ । ଓଡ଼ିଆ ବିଭବ ୱେବସ୍ଥଳୀରେ ହେଲା…

ଜାତୀୟ ବିଜ୍ଞାନ ଦିବସ କଥା ଉଠିଲେ, ଜନପ୍ରିୟ ବିଜ୍ଞାନ ଓ ବୈଜ୍ଞାନିକ ମନୋବୃତ୍ତି କଥା ମନକୁ ଆସେ। ଏ ଦିଗରେ ଓଡ଼ିଆ ବିଜ୍ଞାନ ଲେଖକଙ୍କ ଭିତରେ ସବୁଠାରୁ ମୁଖ୍ୟ ହେଉଛନ୍ତି ବିଶିଷ୍ଟ ବିଜ୍ଞାନୀ ପ୍ରଫେସର ଗୋକୁଳାନନ୍ଦ ମହାପାତ୍ର। ୧୯୪୫ ମସିହାରେ ବିଜ୍ଞାନକୁ ଲୋକପ୍ରିୟ କରିବା ପାଇଁ କଲମ…

ଅମିତ ଶାହାଙ୍କ ଉପସ୍ଥିତିରେ ଆୟୁଷ୍ମାନ ପାଇଁ ନବୀନଙ୍କୁ ନିବେଦନ କଲେ ଧର୍ମେନ୍ଦ୍ର । କହିଲେ, କେନ୍ଦ୍ରରେ ଆୟୁଷ୍ମାନ…

କନକ ବ୍ୟୁରୋ : ଆୟୁଷ୍ମାନ ଯୋଜନାକୁ ଓଡିଶାରେ ଲାଗୁ କରାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଛନ୍ତି , ମୁଖ୍ୟମନ୍ତ୍ରୀଙ୍କ ପୋତ୍ସାହନରେ ରାଜ୍ୟରେ ଘରୋଇ ସ୍ୱାସ୍ଥ୍ୟସେବା ବଢ଼ିଚାଲିଛି, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ…

ମଧ୍ୟାହ୍ନ ଭୋଜନରେ କ’ଣ ହେଲା ଚର୍ଚ୍ଚା? କଂଗ୍ରେସ କହିଲା, ରାଜ୍ୟସଭା ଆସନ ପାଇଁ ଡିଲ କରିବାକୁ ଆସିଥିଲେ ଶାହା, ବିଜେଡିର…

କନକ ବ୍ୟୁରୋ : ନବୀନ ନିବାସରେ ଅମିତ ଶାହା, ମମତା ବାନାର୍ଜି, ନୀତିଶ କୁମାର ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ନବୀନ ପଟ୍ଟନାୟକଙ୍କ ମଧ୍ୟାହ୍ନ ଭୋଜନକୁ ନେଇ ଚର୍ଚ୍ଚା କମିବାର ନାଁ ନେଉନି । ପରସ୍ପରର ବିରୋଧୀ ଯେତେବେଳେ କୌଣସି ବେସରକାରୀ କାର୍ଯ୍ୟକ୍ରମରେ ଏକାଠି ବସନ୍ତି ସେତେବେଳେ ଚର୍ଚା ହେବା…

ଶୁଖୁନି ଫୋନିର କ୍ଷତ ! ‘ଫୋନି’ର ୧୦ ମାସ ପରେ ବି ବାସ ଖୋଜୁଛନ୍ତି ବାସହରା । ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ମୁଣ୍ଡ…

କନକ ବ୍ୟୁରୋ : ୨୦୧୯, ମେ ୩ ତାରିଖରେ ଓଡିଶା ଉପକୂଳରେ ମାଡ କରିବା ପରେ ତାଣ୍ଡବ ରଚିଥିଲା ବାତ୍ୟା ଫୋନି । ଏବେ ସେହି ପ୍ରଳୟଙ୍କରୀ ବାତ୍ୟାର ଛାପ ଅସ୍ତରଙ୍ଗରେ ଦେଖିବାକୁ ମିଳିଛି । ଝଡ ମାଡରେ ଭାଙ୍ଗି ଯାଇଥିବା ଝାଟି ମାଟିର ଘର ସେମିତି ପଡିଛି । ଭଙ୍ଗା ଘରେ ଅନାବନା ଗଛ ରାଜୁତି କରୁଥିବା…