Daily Archives

December 9, 2019

ପିଆଜ ଦରବୃଦ୍ଧିରୁ ମିଳିବ ମୁକ୍ତି : ଚଳିତ ମାସ ଶେଷ କିମ୍ବା ଆସନ୍ତା ମାସ ପ୍ରଥମ ସପ୍ତାହରେ କମିବ ଦର

କମିବ ପିଆଜ ଦର : ପିଆଜ ଦରବୃଦ୍ଧିରୁ ମୁକ୍ତି ମିଳିବ । ମାସ ଶେଷ ସୁଦ୍ଧା ଦର କମିବ । ନୂଆ ବର୍ଷରେ କମିବ ପିଆଜ ଦର । ଏହି ମାସ ଶେଷ କିମ୍ବା ଆସନ୍ତା ମାସ ପ୍ରଥମରୁ ପିଆଜ ଦର କମିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମନ୍ତ୍ରୀ କହିଛନ୍ତି,…

ସଂସଦରେ ନାଗରିକତା ସଂଶୋଧନ ବିଲ୍ ଉପସ୍ଥାପନ ନେଇ ଭୋଟିଂ । ସପକ୍ଷରେ ୨୯୩ ଓ ବିପକ୍ଷରେ ପଡିଲା ୮୨ ଭୋଟ୍

କନକ ବ୍ୟୁରୋ: ଲୋକସଭାରେ ନାଗରିକତା ସଂଶୋଧନ ବିଲ ଆଗତ ହେବା ପରେ ବିଲ ଉପସ୍ଥାପନ ନେଇ ଭୋଟିଂ ହୋଇଛି । ସଂସଦରେ ୩୭୫ ସଦସ୍ୟ ଉପସ୍ଥିତ ଥିବା ବେଳେ ସପକ୍ଷରେ ୨୯୩ ଓ ବିପକ୍ଷରେ ୮୨ ଭୋଟ ପଡିଛି । ଏବେ ବିଲକୁ ନେଇ ବିତର୍କ ହେବ । ଆଜି ଗୃହମନ୍ତ୍ରୀ ଅମିତ୍ ଶାହା ଏହି ବିଲକୁ ଆଗତ ବେଳେ ଗୃହରେ…

କର୍ଣ୍ଣାଟକ ବିଧାନସଭା ଉପନିର୍ବାଚନରେ ୟେଦୁରପ୍ପାଙ୍କ ବାଜିମାତ୍: ୧୫ରୁ ୧୨ଟି ଆସନରେ ବିଜୟୀ ହେଲା ବିଜେପି

କନକ ବ୍ୟୁରୋ: କର୍ଣ୍ଣାଟକ ବିଧାନସଭା ଉପନିର୍ବାଚନର ଫଳଫଳ ପ୍ରକାଶ ପାଇଛି। ତାହା ଅନୁଯାୟୀ କ୍ଷମତାସୀନ ବିଜେପି ୧୨ଟି ଆସନରେ ବିଜୟୀ ହୋଇଛି। ଅପରପକ୍ଷରେ କଂଗ୍ରେସ ୨ଟି ଏବଂ ଗୋଟିଏ ଆସନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ତେବେ ଏହି ବିଧାନସଭା ଉପନିର୍ବାଚନରେ ଜେଡିଏସ୍ ଖାତା…

ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ଆଗତ : ନାଗରିକତାର ନିୟମ କ’ଣ ? କ’ଣ ପରିବର୍ତ୍ତନ କରିବାକୁ ଯାଉଛନ୍ତି ସରକାର ? . .…

କନକ ବ୍ୟୁରୋ : ଲୋକସଭାରେ ଆଗତ ହେଲା ନାଗରିକତା ସଂଶୋଧନ ବିଲ୍ । ଗୃହମନ୍ତ୍ରୀ ଅମିତ ଶାହା ଆଜି ନାଗରିକତା ସଂଶୋଧନ ବିଲ୍ -୨୦୧୯ ଲୋକସଭାରେ ଆଗତ କରିଛନ୍ତି । ଏହି ସଂଶୋଧନ ବିଲକୁ ବିରୋଧ କରି ଲୋକସଭାରେ ବିରୋଧୀଙ୍କ ହଙ୍ଗାମା ଆରମ୍ଭ ହୋଇଛି । ଏହି ବିଲ୍ ଅନୁସାରେ ଦେଶରେ ଥିବା ଶରଣାର୍ଥୀଙ୍କୁ…

ସମ୍ବଲପୁର ଗଣଦୁଷ୍କର୍ମ ମାମଲାରେ ୪ ଗିରଫ । ୨୦ ଦିନରେ ହେବ ଚାର୍ଜସିଟ୍, ମାମଲାକୁ କରାଯିବ ରେଡ ଫ୍ଲାଗ ଶ୍ରେଣୀ ଭୁକ୍ତ

କନକ ବ୍ୟୁରୋ: ସମ୍ବଲପୁର ଗଣଦୁଷ୍ମର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଗିରଫ ସମସ୍ତ ଅଭିଯୁକ୍ତ ସ୍ଥାନୀୟ ଅଂଚଳର ବୋଲି ଜଣାପଡିଛି । ତେବେ ଆଜି ସେମାନଙ୍କର ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀ କରି  ସୂଚନା ଦେଇଛନ୍ତି ଏସପି କନୱର ବିଶାଲ…

ସଂସଦରେ ଆଗତ ହେଲା ନାଗରିକତା ସଂଶୋଧନ ବିଲ୍-୨୦୧୯ : ବିଲକୁ ବିରୋଧ କରି ବିରୋଧୀଙ୍କ ହଙ୍ଗାମା, ବିଜେଡିର ଆଭିମୁଖ୍ୟ ଉପରେ…

କନକ ବ୍ୟୁରୋ : ଲୋକସଭାରେ ଆଗତ ହେଲା ନାଗରିକତା ସଂଶୋଧନ ବିଲ୍ -୨୦୧୯ । ଗୃହମନ୍ତ୍ରୀ ଅମିତ୍ ଶାହା ଏହି ବିଲକୁ ଆଗତ କରିଛନ୍ତି । ବିଲ ଆଗତ ବେଳେ ଗୃହରେ ବିରୋଧୀ ସଦସ୍ୟ ହଙ୍ଗାମା କରିଛନ୍ତି । ତେବେ ଏହି ବିଲ ସଂଖ୍ୟାଲଘୁ ସଂପ୍ରଦାୟ ବିରୋଧୀ ନୁହେଁ ବୋଲି ଶାହା କହିଛନ୍ତି । ସେହିପରି ବିଲକୁ…