Daily Archives

November 15, 2019

ଚାଷ ପ୍ରେମରେ ଯୁବ ଇଂଜିନିୟର…ଚାକିରି ପଛରେ ନଦୌଡି ଚାଷକୁ ଆପଣାଇଛନ୍ତି ବଲାଙ୍ଗୀରର ମନ୍ମୟ କୁମାର…ଜୈବିକ…

କନକ ବ୍ୟୁରୋ: ଆଧୁନିକତାର ଚାକଚକ୍ୟ ଓ ଆରାମଦାୟକ ଜୀବନ ବଂଚିବା ପାଇଁ ସହର ମୁହାଁ ଯୁବପିଢି । ପାଠପଢି ଚାକିରୀ ପାଇଁ ମନ ବଳାଉଛନ୍ତି ଉଚ୍ଚଶିକ୍ଷତ ଛାତ୍ରଛାତ୍ରୀ । ହେଲେ ବଲାଙ୍ଗୀରର ଜଣେ ଉଚ୍ଚଶିକ୍ଷିତ ଯୁବକ ଇଂଜିନିୟରିଂ ପଢି ସାରିବା ପରେ ଚାଷକୁ ଆଦରିଛନ୍ତି । ଖାଲି ଆଦରି ନାହାନ୍ତି ଚାଷ…

୪ ବର୍ଷର ଛୁଆ, ଗୀତା ଗାଉଛି ଅନର୍ଗଳ…ମୁହଁରେ ମୁହଁରେ କହୁଛି ଦେବାଦେବୀଙ୍କ ଶ୍ଲୋକ…ଜଗତସିଂହପୁର…

କନକ ବ୍ୟୁରୋ: ୪ ବର୍ଷର ଛୁଆ ଅନର୍ଗଳ ଗାଉଛି ଗୀତା । ମାଇକ୍ରୋ ଫୋନ ହାତରେ ଧରି ଗୀତା ଓ ବିଭିନ୍ନ ଦେବାଦେବୀଙ୍କ ଶ୍ଲୋକ ଅତି ସୁନ୍ଦର ଓ ସ୍ପଷ୍ଟ ଭାବେ ଗାଇ ସମସ୍ତଙ୍କୁ ଚକିତ କରିଛନ୍ତି ଜଗତସିଂହପୁର ରଘୁନାଥପୁରର ଅଭିଷେକ ମିଶ୍ରଙ୍କ ପୁଅ ଅର୍ଣ୍ଣଭ ମିଶ୍ର । ଅର୍ଣ୍ଣଭ ଏହି ବୟସରେ ଗୀତାର…

ଦିଲ୍ଲୀକୁ ଘୋଡେଇଛି ପ୍ରଦୂଷଣର ଚାଦର ! ବିଷାକ୍ତ କୁହୁଡିର ବଳୟରେ ରାଜଧାନୀ

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ପ୍ରଦୂଷଣ କମିବାର ନାଁ ନେଉନାହିଁ । ଏହି କାରଣରୁ ଏଠାରେ ସ୍ୱାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଥିବାବେଳେ ଏବେ ଏହା ବଳବଳତର ରହିଛି । ଆଜି ଦିଲ୍ଲୀରେ ପରିସ୍ଥିତି ଆହୁରି ଖରାପ ହୋଇପଡିଛି । ପ୍ରବଳ କୁହୁଡି ଓ ବିଷାକ୍ତ ଧୂଆଁ ଯୋଗୁଁ…

ରାସ୍ତା ପାଇଁ ନୂଆ ରାସ୍ତା: ଜାତୀୟ ରାଜପଥର ଦୁରବସ୍ଥା ଜଣାଇବା ପାଇଁ ସେଲଫି ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କଲେ…

କନକ ବ୍ୟୁରୋ: ମରଣଯନ୍ତା ପାଲଟିଛି ଜୟପୁର ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥ । କୋଟପାଡ଼ ଠାରୁ ସୁଙ୍କି ପର୍ଯ୍ୟନ୍ତ ପ୍ରାୟ ଦେଢ଼ଶହ କିିମି ରାସ୍ତାର ହାଲ ଏବେ ପୁରା ବେହାଲ । ରାସ୍ତାର ଅବସ୍ଥା ବାବଦରେ ସବୁ ଜାଣି ଅଜଣା ପ୍ରଶାସନ । ତେଣୁ ରାସ୍ତା ମରାମତି ପାଇଁ ସେଲ୍ଫି ଉଠାଇ ପ୍ରତିବାଦ କଲେ…

ମହାରାଷ୍ଟ୍ରରେ ଶିବସେନା-ଏନସିପି-କଂଗ୍ରେସ ମେଂଟ ସରକାର ଗଠନ ନେଇ ଫିଟୁଛି ବାଟ । ତିନି ଦଳ ଭିତିରେ ସର୍ବନିମ୍ନ…

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଶିବସେନା-ଏନସିପି- କଂଗ୍ରେସର ମେଂଟ ସରକାର ଗଠନ ନେଇ ଫିଟୁଛି ବାଟ । ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଶିବସେନା, କଂଗ୍ରେସ ଓ ଏନସିପି ମଧ୍ୟରେ ଘନଘନ ବୈଠକ ଚାଲିବା ପରେ ଏବେ ପଥ ପରିସ୍କାର ହେଉଛି । ଏହି ବୈଠକରେ ତିନ ଦଳ ମଧ୍ୟରେ ସର୍ବନିମ୍ନ କାର୍ଯ୍ୟସୂଚନୀକୁ…

ପାରିବାରିକ କଳହର କରୁଣ ପରିଣତି : ଆତ୍ମହତ୍ୟାର ଧମକ ଦେବାରୁ ସ୍ତ୍ରୀ ଉପରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଲା ସ୍ବାମୀ

କନକ ବ୍ୟୁରୋ : ପାରିବାରିକ ଅଶାନ୍ତିକୁ ନେଇ ହତ୍ୟାକାଣ୍ଡ । ସ୍ତ୍ରୀ ଆତ୍ମହତ୍ୟାର ଧମକ ଦେବାରୁ ଅଭିଯୁକ୍ତ ସ୍ବାମୀ ରାଗରେ ସ୍ତ୍ରୀ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।  ଚେନ୍ନାଇରେ ଘଟିଛି ଏପରି ଅଭାବନୀୟ ଘଟଣା । ପୀଡ଼ିତାଙ୍କ ଶରୀର ୬୫ପ୍ରତିଶତ…