Daily Archives

November 15, 2019

ଅପରାଜିତାଙ୍କ ପ୍ରରୋଚନାରେ ମୋ ଉପରେ ଆକ୍ରମଣ ହେଲା… ସାଂଘାତିକ ଅଭିଯୋଗ ଆଣିଲେ ଭୁବନେଶ୍ୱର ଜିଲ୍ଲା ସଭାପତି ।

ଭୁବନେଶ୍ୱର ବିଜେପି ସାଂସଦ ବନାମ ଭୁବନେଶ୍ୱର ଜିଲ୍ଲା ସଭାପତି । ରାଜନୈତିକ ବିଦ୍ରୋହ ଓ ବିରୋଧାଭାସ ଆଜି ସାଂଘାତିକ ରୂପ ଗ୍ରହଣ କରିଛି, ଯେତେବେଳେ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ହରେକୃଷ୍ଣ ଖୁଂଟିଆ ଦଳୀୟ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୁଦ୍ଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ ।…

ଲୋକପ୍ରିୟତା ପାଇଁ ସୀମା ଲଂଘିଲେ ଅଭିନେତ୍ରୀ । ଶ୍ରୀ ରାମ ଲେଖା ହୋଇଥିବା ଅନ୍ତବସ୍ତ୍ର ପିନ୍ଧି ସୋସିଆଲ୍ ମିଡିଆରେ…

ନିଜର ଲୋକ ପ୍ରିୟତା ପାଇଁ ବଲିଉଡ ଅଭିନେତ୍ରୀ ବାଣୀ କାପୁର ଶ୍ରୀରାମ ଲେଖା ହୋଇଥିବା ଅନ୍ତବସ୍ତ୍ର  ପିନ୍ଧିଥିବା ନଜର ଆସିଛନ୍ତି । ଏହିପରି ପୋଷାକ ପିନ୍ଧି ସୀମା ଲଂଘିଛନ୍ତି ଅଭିନେତ୍ରୀ ବାଣୀ କାପୁର । ସେ ଏହିପରି ଟପ୍ ପିନ୍ଧି ନିଜର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହା ରାମ…

ଗାନ୍ଧୀଙ୍କ ହତ୍ୟା ଜନିତ ଭୁଲ ଲେଖାକୁ ନେଇ ରୁଲିଂ ଦେଲେ ବାଚସ୍ପତି: ଆସନ୍ତାକାଲି ଗୃହରେ ଉତ୍ତର ରଖିବେ ବିଭାଗୀୟ…

କନକ ବ୍ୟୁରୋ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ଭୁଲ ତଥ୍ୟ ପ୍ରସଙ୍ଗରେ ବିଧାନସଭା ସରଗରମ । ପାଠ୍ୟ ପୁସ୍ତକରେ ଭୁଲ ତଥ୍ୟ ପ୍ରସଙ୍ଗକୁ ନେଇ ବାଚସ୍ପତି ରୁଲିଂ ଦେଇଛନ୍ତି । ବିଭାଗୀୟ ମନ୍ତ୍ରୀଙ୍କୁ ଆସନ୍ତାକାଲି ଗୃହରେ ଉତର ରଖିବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି । ପ୍ରଶ୍ନ ଉତର…

ପାଠ ପଢିବାର ଝୁଙ୍କ…ଗମନାଗମନର ସୁବିଧା ନାହିଁ, ତଥାପି ମଉଳି ନାହିଁ ପାଠପଢିବାର ନିଶା…ଦୈନିକ ୪୦ କିମି…

କନକ ବ୍ୟୁରୋ: ପାଠ ପଢିବାର ନିଶା ଦୁର୍ବାର..ଗମନାଗମନର ସୁବିଧା ନାହିଁ । ତଥାପି ପାଠପଢିବାକୁ ପ୍ରତିଦିନ ଅତିକ୍ରମ କରୁଛନ୍ତି ୪୦ କିଲୋମିଟର । ଅର୍ଥାତ୍ ଦିନକୁ ମୋଟ ୮୦ କିଲୋମିଟର କରୁଛନ୍ତି ଯାତ୍ରା । ସତେ ଯେମିତି ପ୍ରଧାନମନ୍ତ୍ରୀଙ୍କ ବେଟି ବଚାଓ, ବେଟି ପଢାଓ ନାରାକୁ ସେ କରୁଛନ୍ତି ସଫଳ ।…

କୋହଳ ହେବନି ଟ୍ରାଫିକ୍ ନିୟମ: ଡିସେମ୍ବର ୧ରୁ କଡାକଡା ହେବ କଟକଣା; ନୁଆ ମୋଟର ଯାନ ଆଇନ ଅନୁସାରେ ଆଦାୟ ହେବ ଜରିମାନା

କନକ ବ୍ୟୁରୋ: କୋହଲ ହେବନି ଟ୍ରାଫିକ୍ ନିୟମ । ଡିସେମ୍ବର ୧ ତାରିଖରୁ ପୁଣି ପୂର୍ବଭଳି କଡାକଡି ହେବ ଟ୍ରାଫିକ ନିୟମ । ଏଣିକି ଆଉ କୋହଳ ହେବନି ଟ୍ରାଫିକ ନିୟମ । ରାଜ୍ୟରେ ପୁଣି କଡାକଡି ହେବ ଟ୍ରାଫିକ କଟକଣା । ଡିସେମ୍ବର ୧ତାରିଖରୁ ଟ୍ରାଫିକ ନିୟମ କଡାକଡି ଭାବେ ପାଳନ କରାଯିବ । ଏନେଇ ସୂଚନା…

ବିଜେଡ଼ି ସାଂଗଠନିକ ସ୍ତରରେ ଅଦଳବଦଳ : ପ୍ରତାପ କେଶରୀ ଦେବ, ପ୍ରଣବ ପ୍ରକାଶ ଦାସ ଓ ସଂଜୟ ଦାସବର୍ମାଙ୍କୁ ନୂଆ ଦାୟିତ୍ୱ

କନକ ବ୍ୟୁରୋ : ବିଜେଡି ନେତାଙ୍କୁ ନୂଆ ଦାୟିତ୍ୱ । ପ୍ରତାପ କେଶରୀ ଦେବ, ପ୍ରଣବ ପ୍ରକାଶ ଦାସ ଓ ସଂଜୟ ଦାସବର୍ମାଙ୍କୁ ନୂଆ ଦାୟିତ୍ୱ ମିଳିଛି  ।  ବିଜୁ ଜନତା ଦଳର ସାଂଗଠନିକ ସ୍ତରରେ କେତେକ ପରିବର୍ତ୍ତନ କରାଯାଇଛି ।  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ପଦାଧିକାରୀ ସ୍ତରରେ ଏକ ବଡ଼…