Daily Archives

November 12, 2019

ଲିମକା ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇବ ‘ଜଗା-ବଳିଆ’ଙ୍କ ଜଟିଳ ଅପରେସନ । ସାରା ବିଶ୍ୱ ଜାଣିବ କେମିତି ଅଲଗା ହୋଇଥିଲେ…

କନକ ବ୍ୟୁରୋ: ଲିମକା ବୁକ ଅଫ ରେକର୍ଡରେ ସ୍ଥାନ ପାଇବେ ଜଗା- ବଳିଆ । ଯୋଡା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସଫଳ ଅପରେସନ ଲିମକା ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇବାକୁ ଯାଉଛି । ତେବେ ଏନେଇ ଆନୁଷ୍ଠାନିକ ଭାବେ ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି ଡାକ୍ତର ଅଶୋକ ମହାପାତ୍ର । ଆସନ୍ତା ବର୍ଷ…

ପୁଳାଏ ଟଙ୍କିକିଆ କଏନ୍ ନେଇ ନାମାଙ୍କନ ପତ୍ର କିଣିବାକୁ ପହଞ୍ଚିଲେ ପ୍ରାର୍ଥୀ । ଟଙ୍କା ଗଣି ଗଣି ଝାଳନାଳ ହେଲେ…

କନକ ବ୍ୟୁରୋ : ଝାଡ଼ଖଣ୍ଡର ଗଢ଼ବା ବିଧାନସଭା କ୍ଷେତ୍ରରେ ନାମାଙ୍କନ ପତ୍ର କିଣିବାକୁ ଯାଇଥିବା ଜଣେ ପ୍ରାର୍ଥୀଙ୍କ ପାଇଁ ଝାଳନାଳ ହୋଇଯାଇଛନ୍ତି ନିର୍ବାଚନ ଅଧିକାରୀ । କାରଣ ନାମାଙ୍କନ ପତ୍ର କିଣିବାକୁ ବିଧାୟକ ପ୍ରାର୍ଥୀ ଜଣକ କଏନ ନେଇ ପହଁଚିଯାଇଥିଲେ, ଯାହାକୁ ଗଣିବାକୁ ନିର୍ବାଚନ ଅଧିକାରୀ…

ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ମଧ୍ୟ ଶେଷ ହୋଇନାହିଁ ସରକାର ଗଢିବାର ବିକଳ୍ପ । ଜାଣନ୍ତୁ ସରକାର ଗଢିବା ପାଇଁ କଣ…

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପରେ ମହାରାଷ୍ଟ୍ରରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ । ଏହାପୂର୍ବରୁ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସୁପାରିଶ କରିଥିଲେ ରାଜ୍ୟପାଳ ।…

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଲେ ଗ୍ରୀନ୍ ସିଗନାଲ୍, ମହାରାଷ୍ଟ୍ରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ ।

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପରେ ମହାରାଷ୍ଟ୍ରରେ ଲାଗୁ ହୋଇଛିି ରାଷ୍ଟ୍ରପତି ଶାସନ । ଏହାପୂର୍ବରୁ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସୁପାରିଶ କରିଥିଲେ ରାଜ୍ୟପାଳ…

ଉପାନ୍ତ ଅଞ୍ଚଳରେ ୫-ଟିର ପ୍ରଭାବ । ପାଥୋ ଲାବ୍ ମାଲିକଙ୍କ ଘାରିଛି ଚଢାଉ ଭୟ, ମେଡିକାଲ ପରିସର ଔଷଧ ଦୋକାନ ସିଲ୍ ପରେ…

କନକ ବ୍ୟୁରୋ : ପାଥୋ ଲାବକୁ ଫାଇଭ-ଟି ଭୟ । ଚଢାଉ ଭୟରେ ପାଥୋଲୋଜିରେ ପଡିଲା ତାଲା । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ସରକାରଙ୍କ ଫାଇଭ୍-ଟି କାର୍ଯ୍ୟକ୍ରମ । ଆଉ ଅନେକ ସ୍ୱାସ୍ଥ୍ୟକେନ୍ଦ୍ରରେ ଫାଉଭ-ଟି ସଚିବଙ୍କ ଘନଘନ ଗସ୍ତ ପରେ କାର୍ଯ୍ୟାନୁଷ୍ଠାନ ପରେ ଛାନିଆ…