Daily Archives

November 12, 2019

ଝୁଲୁଛି ସାରକୁବନ୍ଧ ଝୁଲାପୋଲର ଭାଗ୍ୟ । ନିର୍ମାଣ ବର୍ଷେ ଭିତରେ ଛିଣ୍ଡିଲା ଲୁହାତାର, ଯାତାୟତ କରିବା ପାଇଁ ଭୟ…

କନକ ବ୍ୟୁରୋ : ଝୁଲିଲାଣି ସାରକୁବନ୍ଧ ଝୁଲାପୋଲ । ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ଵାଭିମାନ ଅଞ୍ଚଳରେ ଏକ ବର୍ଷ ତଳେ ସାରକୁବନ୍ଧ ନାଳ ଉପରେ ଏକ ଝୁଲାପୋଲ ନିର୍ମାଣ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ବ୍ରିଜର ଉଦଘାଟନ ହୋଇନଥିଲେ ମଧ୍ୟ ବ୍ରିଜର ନିମ୍ନମାନର କାମକୁ ନେଇ ଉଠିଲାଣି…

ରାଜସ୍ଥାନ ଜୟପୁରରେ ପକ୍ଷୀ ମଡ଼କ : ସାମ୍ଭର ହ୍ରଦ ନିକଟରେ ମରିପଡ଼ିଛନ୍ତି ଶହ ଶହ ବିଦେଶୀ ପକ୍ଷୀ 

କନକ ବ୍ୟୁରୋ : ରାଜସ୍ଥାନର ରାଜଧାନୀ ଜୟପୁରରୁ ଆସିଛି ପକ୍ଷୀ ମଡକ ଖବର । ଜୟପୁର ନିକଟ ସାମ୍ଭର ଦ୍ରଦରେ ପାଖାପାଖି ୧ହଜାରରୁ ଅଧିକ ବିଦେଶୀ ପକ୍ଷୀ ମୃତ୍ୟୁବରଣ କରିଥିବା ଖବର ସାମ୍ନାକୁ ଆସିଛି । ଏଥିମଧ୍ୟରେ ରହିଛନ୍ତି ୧୨ରୁ ଅଧିକ ପ୍ରଜାତିର ପକ୍ଷୀ  । ବହୁ ସଂଖ୍ୟାରେ ପକ୍ଷୀଙ୍କର ମୃତ୍ୟୁ…

ସମର୍ଥନ ମିଳିଲାନି, ସରକାର ପାଇଁ ବାଟ ଫିଟିଲାନି । ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ କେନ୍ଦ୍ର…

କନକ ବ୍ୟୁରୋ : ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ କେନ୍ଦ୍ର କ୍ୟାବିନେଟରୁ ମିଳିଲା ଗ୍ରୀନ୍ ସିଗନାଲ । ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି । କେବଳ ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ମହାରାଷ୍ଟ୍ରରେ ଲାଗୁ ହେବ ରାଷ୍ଟ୍ରପତି ଶାସନ । ତେବେ…

ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲା ଶିବସେନା: ରାଜ୍ୟପାଳଙ୍କ ସୁପାରିଶକୁ ବିରୋଧ କରି କୋର୍ଟ ଗଲା

କନକ ବ୍ୟୁରୋ: ରୋଚକ ମୋଡ଼ରେ ମହାରାଷ୍ଟ୍ର ରାଜନୀତି । ମହରାଷ୍ଟ୍ରରେ କିଏ ଗଢ଼ିବ ସରକାର, କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ଗତ ଅକ୍ଟୋବର ୨୪ରୁ ଅଙ୍କ ଛିଣ୍ଡୁନଥିବା ବେଳେ ଆଜି ନାଟକ ନୂଆ ମୋଡ ନେଇଛି । ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ରାଜ୍ୟପାଳ କରିଥିବା ସୁପାରିଶକୁ ବିରୋଧ…

ଆଦିବାସୀ ଗାଁର ଅଙ୍ଗନୱାଡି କେନ୍ଦ୍ର । ନାଚଗୀତରେ ଚାଲିଛି ପିଲାଙ୍କୁ ପାଠପଢା, ଆକୃଷ୍ଟ କରୁଛି କାନ୍ଥରେ ଅଙ୍କାଯାଇଥିବା…

କନକ ବ୍ୟୁରୋ : ଅଙ୍ଗନୱାଡି କେନ୍ଦ୍ରକୁ ନେଇ ଅନେକ ନକରାତ୍ମକ ଚିତ୍ର ଦେଖିବାକୁ ମିଳିଛି । କେଉଁଠି ଗଛ ତଳେ ଅଙ୍ଗନୱାଡି କେନ୍ଦ୍ର ଚାଲୁଥିବାର ଦୃଶ୍ୟ ଆସେ, ତ କେଉଁଠି ଭଙ୍ଗା-ଦଦରା ଘରେ । ମାତ୍ର ମାଲକାନଗିରିର ଆଦିବାସୀ ଗାଁରେ ଏଭଳି ଏକ ଅଙ୍ଗନୱାଡି କେନ୍ଦ୍ରର ଚିତ୍ର ଏବେ ଆସିଛି ଯାହା ସହରର…

ତୁଷାରପାତ ସାଙ୍ଗକୁ ମନୋରମ ପରିବେଶ : ଜାମ୍ମୁ-କାଶ୍ମୀରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

କନକ ବ୍ୟୁରୋ : ଜାମ୍ମୁକାଶ୍ମୀରରେ ତୁଷାରପାତ । ବରଫପାତର ମଜା ନେଉଛନ୍ତି ପର୍ଯ୍ୟଟକ । ଜାମ୍ମୁକାଶ୍ମୀର ପହଲଗାମ ଜିଲ୍ଲାରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ଶୀତ ଆରମ୍ଭରୁ ତୁଷାରପାତ ମଜା ନେବାକୁ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିିଳିଛି । ପ୍ରକୃତିର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଛନ୍ତି…