Daily Archives

November 1, 2019

ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ୫ଟି ପର୍ଯ୍ୟାୟରେ ୮୧ଟି ଆସନ ପାଇଁ ହେବ ମତଦାନ, ଡିସେମ୍ବର ୨୩ରେ…

କନକ ବ୍ୟୁରୋ : ଝାଡଖଣ୍ଡ ନିର୍ବାଚନ ପାଇଁ ବାଜିଲା ବିଗୁଲ । ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ପାଇଁ ଆସନ୍ତା ନଭେମ୍ବର ୩୦ ତାରିଖ ଠାରୁ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ କମିଶନ ଆଜି ଅପରାହ୍ଣରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ନଭେମ୍ବର ୩୦…

ଦିଲ୍ଲୀ ପବନରେ ବିଷ! ସାଂଘାତିକ ବାୟୁ ପ୍ରଦୂଷଣ କାରଣରୁ ନଭେମ୍ବର ୫ ଯାଏଁ ସ୍କୁଲ ଛୁଟି ଘୋଷଣା କଲେ ଦିଲ୍ଲୀ ସରକାର ।

ବିଷ ବଳୟରେ ରାଜଧାନୀ ଦିଲ୍ଲୀ । ଦୀପାବଳି ପରେ ପରେ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢି ବଢି ଚାଲିଥିବା ବେଳେ କେଜ୍ରିୱାଲ ସରକାର ବଡ ନିଷ୍ପତି ନେଇଛନ୍ତି । ଆସନ୍ତା ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି କେଜ୍ରିୱାଲ ସରକାର । ଦିଲ୍ଲୀର ବାୟୁମଣ୍ଡଳ…

ଇଣ୍ଡିଆନ ଆଇଡଲରେ ଚମକିଲେ ଓଡିଆ ଝିଅ ଚେଲସି । ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର

କନକ ବ୍ୟୁରୋ: ଇଣ୍ଡିଆନ ଆଇଡଲରେ ଚମକୁଛନ୍ତି ଓଡିଆ ଝିଅ ଚେଲସି । ତାଙ୍କ ସଙ୍ଗୀତର ସ୍ୱରରେ ଝୁମୁଛନ୍ତି ସବୁ ଦର୍ଶକ । ସୋନି ଟିଭିରେ ପ୍ରସାରିତ ରିଆଲିଟି ସୋ ଇଣ୍ଡିଆନ ଆଇଡଲରେ ଟପ-୧୫ରେ ରହିଛନ୍ତି କଟକ ଶିଖରପୁର ନଦୀକୂଳ ସାହିର ଚେଲସି ବେହେରା । ‘ଗୋଲଡେନ ଟିକେଟ ଓ ମାଇକ’ ସହ ଚେଲସି ଟପ ୧୫…

ଦୁଃଖ ଉପରେ ରୋଗର ବୋଝ…ରୋଗୀଣା ପିଉସୀ କାନ୍ଧରେ ରୋଗୀଣା ପୁତୁରାର ଭାର…ଛେଳି ଗୁହାଳେ ଭବିଷ୍ୟତର ଚିନ୍ତା

କନକ ବ୍ୟୁରୋ: ଥାଲାସେମିଆରେ ଆକ୍ରାନ୍ତ ୬ ବର୍ଷର ବାପାମାଆ ଛେଉଣ୍ଡ ବାଳକକୁ ପାଳୁଛନ୍ତି କିଡନୀ ରୋଗରେ ଆକ୍ରାନ୍ତ ଥିବା ପିଉସୀ । ଘର କହିଲେ ଭଙ୍ଗାଦଦରା ଛେଳି ଗୁହାଳ । ସରକାରୀ ସହାୟତାରୁ ସଂପୂର୍ଣ୍ଣ ବଞ୍ôଚତ ଥିବା ଏହି ପରିବାରଙ୍କ ପାଇଁ ଅର୍ଥ ବାଧକ ସାଜିଥିବାବେଳେ ଜୀବନ ବିତାଉଛନ୍ତି…

ବନିଶୀ କଣ୍ଟାରେ ଲାଗିଲା ୫୦ କେଜିର ବିରଳ କଇଁଛ । ଅପରେସନ ପାଇଁ ଓୟୁଏଟିକୁ ଆଣିଲା ବନବିଭାଗ ।

କନକ ବ୍ୟୁରୋ : ଉଦ୍ଧାର ହେଲା ବିରଳ ପ୍ରଜାତିର କଇଁଛ । ଚୌଦ୍ୱାର ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ହାଟୁଆ ପୋଖରୀରୁ ଏକ ବିରଳ ପ୍ରଜାତିର ଇଁଛକୁ ଉଦ୍ଧାର କଲା ବନବିଭାଗ। ଏହାର ଓଜନ ୫୦ରୁ ୬୦ କିଲୋ ଥିବା ବେଳେ ବୟସ ୪୦ ବର୍ଷ ବୋଲି ଅନୁମାନ କରାଯାଉଛି। ଏହି ବିରଳ ପ୍ରଜାତିର କଇଁଛର ଲାଞ୍ଜ ରହିଛି…

ତେଲେଙ୍ଗାନାରେ ତିନି ତଲାକ ! ବେହେଡା ଦାନ୍ତ ପାଇଁ ତିନି ତଲାକ ଦିଆଯାଇଥିବା ଅଭିଯୋଗ ଆଣିଲେ ପୀଡିତା

କନକ ବ୍ୟୁରୋ: ତିନି ତଲାକକୁ ନେଇ ତେଲେଙ୍ଗାନାରେ ଆସିଛି ଏକ ଅଭିଯୋଗ । ସ୍ତ୍ରୀକୁ ତିନ୍ ତଲାକ୍ ଜରିଆରେ ସ୍ୱାମୀ ଛାଡି ଦେଇଥିବା ଥାନାରେ ଅଭିଯୋଗ ହୋଇଛି । ହାଇଦ୍ରାବାଦ୍ ଥାନାରେ ମହିଳା ଜଣକ ନିଜ ସ୍ୱାମୀ ମୁସ୍ତାଫାଙ୍କ ବିରୋଧରେ ଥାନାରେ ଏତଲା କରିଛନ୍ତି । ମହିଳାଙ୍କ ଦାନ୍ତ ଅସଜଡା ଥିବା କହି…