Daily Archives

November 1, 2019

ଏକକ ପରୀକ୍ଷାରେ ଆରମ୍ଭରୁ ବିଭ୍ରାଟ । ଅଣ୍ଟିିଲାନି ପ୍ରଶ୍ନପତ୍ର, ଜେରକ୍ସ ଓ ବ୍ଲାକବୋର୍ଡରୁ କୋଶ୍ଚିନ ଦେଖି ପରୀକ୍ଷା…

କନକ ବ୍ୟୁରୋ: ଆଜିଠାରୁ ରାଜ୍ୟରେ ଏକକ ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଷାଣ୍ମାସିକ ବା ଅର୍ଦ୍ଧବାର୍ଷିକ ପରୀକ୍ଷା ହେଉଛି । ତେବେ ଏହି ପରୀକ୍ଷାରେ ପ୍ରଶ୍ନପତ୍ରର ଅଭାବ ଦେଖାଦେଇଛି । କେଉଁଠି ଜେରକ୍ସ ତ କେଉଁଠି କଳପଟାରେ ପ୍ରଶ୍ନ ଲେଖାଯାଇଛି । ପୁରୀ ଓ ପିପିଲିରୁ…

ନରମିଲେ ଆଇନଜୀବୀ: ଆସନ୍ତା ୪ରୁ କାର୍ଯ୍ୟରେ ଯୋଗଦେବେ ଓକିଲ; କଲେଜିୟମ ନିଷ୍ପତି ବିରୋଧରେ ଚାଲିଥିଲା କାର୍ଯ୍ୟବନ୍ଦ…

କନକ ବ୍ୟୁରୋ: ନରମିଲେ ହାଇକୋର୍ଟ ଆଇନଜୀବୀ । ନଭେମ୍ବର ୪ ତାରିଖରୁ କାର୍ଯ୍ୟରେ ଯୋଗଦେବେ ଓକିଲ । ହାଇକୋର୍ଟ ବାର ଆସୋସିଏସନ ବୈଠକ ପରେ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତି ହୋଇଛି । କଲେଜିୟମ ବ୍ୟବସ୍ଥାକୁ ବିରୋଧ କରି ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିଲେ । ଏହାକୁ ନେଇ…

ଶିକ୍ଷକଙ୍କ ଦବଙ୍ଗଗିରି : ନାବାଳକକୁ ମାଡ ମାରି ଲହୁଲୁହାଣ କଲେ ପ୍ରଧାନଶିକ୍ଷକ

କନକ ବ୍ୟୁରୋ : ଝାରସୁଗୁଡାରେ ସାମ୍ନାକୁ ଆସିଛି ଶିକ୍ଷକଙ୍କ ଦବଙ୍ଗଗିରି । ଝାରସୁଗୁଡା ପୌରାଂଚଳର ବାଲିଜୋରି ନୋଡାଲ ୟୁପି ସ୍କୁଲରେ ନାବାଳକକୁ ମାଡ ମାରି ଲହୁଲୁହାଣ କରିଛନ୍ତି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ । ଶିବଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଝାରସୁଗୁଡା ମୁଖ୍ୟ…

ରାଜ୍ୟ କଂଗ୍ରେସ ରାଜନୀତିରେ ନୂଆ ଟ୍ୱିଷ୍ଟ: ନିରଂଜନଙ୍କୁ ଭେଟିଲେ ପିସିସି ହଟାଅ ଅଭିଯାନରେ ସାମିଲ ହୋଇଥିବା ନେତା

କନକ ବ୍ୟୁରୋ: ରାଜ୍ୟ କଂଗ୍ରେସ ରାଜନୀତିରେ ନୂଆ ଟ୍ୱିଷ୍ଟ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭେଟିଛନ୍ତି ନିରଞ୍ଜନ ହଟାଅ ଅଭିଯାନରେ ସାମିଲ ହୋଇଥିବା ନେତା । ପରେ ନେତାମାନେ କହିଛନ୍ତି, ସେମାନେ ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିନାହାନ୍ତି । ଜଣେ ଯୁବ ନେତୃତ୍ୱକୁ…

ଦିଲ୍ଲୀ ପାଇଁ ବାୟୁ ପ୍ରଦୂଷଣ ବିପଦ : ୯ବର୍ଷ କମୁଛି ରାଜଧାନୀବାସୀଙ୍କ ଆୟୁଷ

କନକ ବ୍ୟୁରୋ : ଦୀପାବଳି ପରେ ଗ୍ୟାସ ଚାମ୍ବର ପାଲଟିଛି ଦିଲ୍ଲୀ । ଅଣନିଶ୍ୱାସୀ ହୋଇପଡ଼ିଛନ୍ତି ରାଜଧାନୀବାସୀ । ପ୍ରଦୂଷିତ ଧୂଆଁର ଚାଦରରେ ଢ଼ାଙ୍କି ହୋଇଯାଇଛି ଦିଲ୍ଲୀ । ଦୀପାବଳି ପରେ ଦିଲ୍ଲୀର ପ୍ରଦୂଷ ସ୍ଥିତି ଅତି ଶୋଚନୀୟ । ଆତସବାଜି ଯୋଗୁଁ ଦିଲ୍ଲୀ ଧୂଆଁ ଜହରରେ ପରିଣତ ହୋଇଯାଇଛି ।…

କଟକର ଐତିହାସିକ ବାଲିଯାତ୍ରାକୁ ମିଳିଲା ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା। ଆର୍ଥିକ ସହାୟତା ଯୋଗାଇଦେବ ନଗର ଉନ୍ନୟନ୍ନ ଓ…

କନକ ବ୍ୟୁରୋ: ଐତିହାସିକ ବାଲିଯାତ୍ରାକୁ ମିଳିଲା ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା । କଟକ ଜିଲ୍ଲାର ପ୍ରଶାସନର ସମସ୍ତ ଦାବିକୁ ସରକାର ମାନିନେଇଛନ୍ତି । ଏଣିକି ବାଲିଯାତ୍ରାକୁ ନଗର ଉନ୍ନୟନ ବିଭାଗ ଓ ସଂସ୍କୃତି ବିଭାଗ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ରାଜ୍ୟଲୋକସେବା ଭବନରେ ବୈଠକ ପରେ…