Daily Archives

October 29, 2019

କୃଷି ସଚିବ କହିଲେ, ଆସନ୍ତା ନଭେମ୍ବରରେ ମିଳିବ ଦ୍ୱିତୀୟ କିସ୍ତି, ଅଗଷ୍ଟରୁ ସରିଛି ଯୋଗ୍ୟ ‘କାଳିଆ’ ହିତାଧିକାରୀଙ୍କ…

କନକ ବ୍ୟୁରୋ: ପୁଣି ଫେରିଲା ‘କାଳିଆ’ । ନଭେମ୍ବରରେ ପୁଣି ଚାଷୀଙ୍କୁ ମିଳିବ କାଳିଆ ଟଙ୍କା । ଦ୍ୱିତୀୟ କିସ୍ତିରେ ମିଳିବ ‘କାଳିଆ’ ଟଙ୍କା । ଏନେଇ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ । ସଚିବଙ୍କ କହିବା ମୁତାବକ କେବଳ ‘କାଳିଆ’ ଯୋଜନାରେ ତାଲିକାଭୁକ୍ତ ଥିବା ଯୋଗ୍ୟ ହିତାଧିକାରୀଙ୍କୁ…

ପୁରୁଣା ଇତିହାସର ହେବ କି ପୁନରାବୃତ୍ତି? ୧୯୯୯ରେ ଶିବସେନା ମାନିନଥିଲା, ୨୦୧୯ରେ ବିଜେପି ଦୋହରାଇଲା । ୨୦ ବର୍ଷ ପରେ…

କନକ ବ୍ୟୁରୋ : ୧୯୯୯ରେ ଶିବସେନା ମାନିନଥିଲା, ୨୦୧୯ରେ ବିଜେପି ଦୋହରାଇଲା । ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି-ଶିବସେନା ମଧ୍ୟରେ ୫୦-୫୦ ଫର୍ମୁଲା କିଛି ନୂଆ କଥା ନୁହେଁ । ୨୦ ବର୍ଷ ପୂର୍ବେ ମଧ୍ୟ ଏଭଳି ଏକ ସ୍ଥିତି ଦେଖିବାକୁ ମିଳିଥିଲା ଯେତେବେଳେ ସରକାର ଗଢିବା ପାଇଁ ୫୦-୫୦…

୧୯୯୯ ମହାବାତ୍ୟାକୁ ପୂରିଲା ୨୦ ବର୍ଷ । ଘା’ ଶୁଖିଛି ହେଲେ ଚିହ୍ନ ଯାଇନି, ପ୍ରଳୟକୁ ପାଖରୁ ଦେଖିଥିବା ଲୋକେ ବଖାଣିଲେ…

କନକ ବ୍ୟୁରୋ: ମହାବାତ୍ୟାର କାଳରାତ୍ରିରେ ପ୍ରକୃତି ରଚିଥିବା ତାଣ୍ଡବ ଏବେ ବି ଲୋକଙ୍କ ମନରେ ଉଙ୍କି ମାରୁଛି । ଝଡ ଆଁରେ ତ ଅନେକ, ସେଦିନ ସମୁଦ୍ର ଗର୍ଭକୁ ଭାସି ଯାଇ ଆଖି ବୁଝି ଦେଇଥିଲେ, ଏହାରି ଭିତରେ ଝଡକୁ ସାମ୍ନା କରି ବର୍ତି ଯାଇଥିବା ଜୀବନ ବି ମାଟିରେ ମିଶି ସାରିଛି । ଆଉ ଯେଉଁମାନେ…

ଜଣେ ସଫଳ ଚାଷୀଙ୍କ ପ୍ରେରଣାଦାୟୀ କାହାଣୀ : ସରକାରୀ ଚାକିରି ଛାଡ଼ି ପାହାଡ଼ି ଜମିରେ ସୁନା ଫଳାଇଲେ ଗଣେଶ୍ୱର, କଲେଜ୍ ପଢ଼ୁଆ…

କନକ ବ୍ୟୁରୋ : ସରକାରୀ ଚାକିରି ଛାଡି ଚାଷକୁ କଲେ ବୃତ୍ତି । କେବଳ ନିଜେ ଚାଷ କରୁଛନ୍ତି ତା ନୁହେଁ, ନିଜର କଲେଜ ପଢୁଆ ପୁଅକୁ ବି ଚାଷ କାମରେ ସାମିଲ କରିଛନ୍ତି । ନିଜର ନିଷ୍ଠା ଓ ହାଡଭଙ୍ଗା ପରିଶ୍ରମରେ ଦୁଇ ଗୁଣ୍ଠ ଜମିରୁ ଚାଷ ଆରମ୍ଭ କରିଥିବା ଚାଷୀ ଆଜି ୧୦ ଏକର ଟାଙ୍ଗରା ଭୂଇଁରେ…

ଖୋର୍ଦ୍ଧା ଗାମୁଛାକୁ ଖୋଜୁଛି କିଏ ? ଦିନେ ମୋଦିଙ୍କ କାନ୍ଧରେ ପଡିଥିଲା, ଏବେ ଅଲୋଡା ପାଲଟିଲା । ଖତ ଖାଇବ କି ଖୋର୍ଦ୍ଧା…

କନକ ବ୍ୟୁରୋ: ଗାମୁଛା କଥା ଉଠିଲେ ସମସ୍ତଙ୍କ ମୁହଁରୁ ଖୋର୍ଦ୍ଧାର ନାଁ ଆପେ ଆପେ ବାହାରି ଆସେ । କିଛି ବର୍ଷ ତଳେ ଅର୍ଥାତ ଆମ ବାପଅଜା ଅମଳରେ ଖୋର୍ଦ୍ଧା ଗାମୁଛାର ପ୍ରସିଦ୍ଧି ରହିଥିଲା । ବିବାହ ବ୍ରତ, କର୍ମକାର୍ଯ୍ୟ ସହ ନିତି ଦିନିଆ ଜୀବନରେ ଏ ନାଲି ଗାମୁଛା ଜଡିତ ଥିଲା । ଖାଲି ଚାଷୀ…

ମହାରାଷ୍ଟ୍ରର ମଙ୍ଗ ଧରିବ କିଏ ? କ୍ଷମତା ସମ୍ଭାଳିବାକୁ ଦେବେନ୍ଦ୍ରଙ୍କ ଦାବି, ‘ପଦ୍ମ’ର ଚିନ୍ତା ବଢ଼ାଉଛି ସାଥୀ ଶିବସେନା

କନକ ବ୍ୟୁରୋ: ଛିଡୁନି ମହାରାଷ୍ଟ୍ର ଅଙ୍କ । ବିଜେପି ଶିବେସନା ମେଂଟ ବିଜୟ ହେବା ପରେ ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ନିଜ ନିଜ ଜିଦରେ ଅଡି ବସିଛନ୍ତି ଦୁଇ ଦଳ । ଆଉ ଏହାରି ଭିତରେ ଦେବେନ୍ଦ୍ର ଫଡନବୀସ କହିଛନ୍ତି ସେ ହିଁ ପରବର୍ତୀ ମୁଖ୍ୟମନ୍ତ୍ରୀ ବନିବେ । ଏବଂ ବିଜେପି ନେତୃତ୍ୱରେ ଦଳ…