Daily Archives

October 29, 2019

ସରକାର ଗଢିବାକୁ ଶିବସେନାର ୫୦-୫୦ ଫର୍ମୁଲାକୁ ନା’ । ଫଡନବୀସ କହିଲେ, ୫ ବର୍ଷ ଯାଏଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ମୁଁ…

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଏଯାଏଁ ଛିଣ୍ଡୁନି ଅଙ୍କ । ମହାରାଷ୍ଟ୍ରରେ କୌଣସି ଦଳକୁ ବହୁମତ ମିଳିନଥିବା ବେଳେ ବିଜେପି-ଶିବସେନା ମିଶି ମେଣ୍ଟ ସରକାର ଗଢିବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଥିଲା । ତେବେ ମୁଖ୍ୟମନ୍ତ୍ରୀ ଆସନ ଓ…

କ୍ରୀଡ଼ାରେ ଉତ୍କର୍ଷ ପାଇଁ ପୁରସ୍କାର : କ୍ରୀଡା ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ଓ ଜାତୀୟ ସ୍ତରର ପଦକ ବିଜେତାଙ୍କ…

କନକ ବ୍ୟୁରୋ : ବଢ଼ିଲା ଖେଳାଳିଙ୍କ ଭତ୍ତା । ୫ଟି କାର୍ଯ୍ୟକ୍ରମ ଅନୁସାରେ କ୍ରୀଡା ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ଏବଂ ଜାତୀୟସ୍ତରରେ ପଦକ ବିଜେତାଙ୍କ ପାଇଁ ଭତ୍ତା ବୃଦ୍ଧି ବିଷୟରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କ୍ରୀଡା ହଷ୍ଟେଲରେ ଝିଅଙ୍କ ପାଇଁ ମାସିକ ଭତ୍ତାକୁ ୨୦୦ ଟଙ୍କାରୁ ୫୦୦…

କୋହଲିଙ୍କ ଉପରେ ଆତଙ୍କୀ ଆଖି ! ସୁରକ୍ଷା ବଢାଇବାକୁ କହିଲା ଗୁଇନ୍ଦା ସଂସ୍ଥା, ବିସିସିଆଇକୁ ଚିଠି ଲେଖି ଜଣାଇଲା ଦିଲ୍ଲୀ…

କନକ ବ୍ୟୁରୋ: ଆତଙ୍କବାଦୀଙ୍କ ଟାର୍ଗେଟରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲି । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା ସୂୂଚନା ମିଳିଛି । ନଭେମ୍ବର ୩ତାରିଖରେ ବାଲାଂଦେଶ ବିରୋଧରେ ଖେଳାଯିବାକୁ ଥିବା ମ୍ୟାଚ ପୂର୍ବରୁ…

ଫେରିଲା ରତ୍ନଭଣ୍ଡାର ପ୍ରସଙ୍ଗ : ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ…

କନକ ବ୍ୟୁରୋ : ରତ୍ନଭଣ୍ଡାରର ଅଡ଼ିଟ୍ ହେଉ । ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲି ଏହାର ଅଳଙ୍କାରର ସଠିକ୍ ଯାଞ୍ଚ କରିବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଦାବି କରିଛନ୍ତି । ପୁରୀ ମନ୍ଦିରର ରତ୍ନଭଣ୍ଡାର ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ…

ପେଟ ପାଇଁ ସବୁ ନାଟ : ଟଙ୍କା ଆଗରେ ବନ୍ଧା ପଡ଼ିଛି ଶୈଶବ, ରୋଗୀଣା ମା’କୁ ଭଲ କରିବା ସହ ପାଠପଢ଼ା ଖର୍ଚ୍ଚ ବହନ କରିବାକୁ…

କନକ ବ୍ୟୁରୋ : ପେଟ ପାଇଁ ସବୁ ନାଟ । କଅଁଳ କାନ୍ଧରେ ପରିବାରର ବୋଝ । ଖେଳକୁଦ ବୟସରେ ପରିବାରର ବୋଝ ବୋହୁଛନ୍ତି ଭାଇଭଉଣୀ । ରୋଗୀଣା ମା’ ମୁହଁରେ ଦାନା ଗଣ୍ଡେ ଦେବା ସହ ପାଠପଢ଼ା ଖର୍ଚ୍ଚ ବହନ ପାଇଁ ଅନବରତ କରୁଛନ୍ତି ସଂଘର୍ଷ  । ହାଟରୁ ପରିବା ଆଣି ଗଳିକନ୍ଦି ବୁଲି ବୁଲି ତଟକା ପରିବା…

ପୂର୍ବ ଓ ପଶ୍ଚିମ ଦେଶର ଲୋକଙ୍କ ତୁଳନାରେ ଭାରତୀୟଙ୍କ ମସ୍ତିଷ୍କ ଛୋଟ । ହାଇଦ୍ରାବାଦ ଆଇଆଇଆଇଟି ପକ୍ଷରୁ ହୋଇଥିବା…

କନକ ବ୍ୟୁରୋ : ପୂର୍ବ ଓ ପଶ୍ଚିମ ଦେଶର ଲୋକଙ୍କ ତୁଳନାରେ ଭାରତୀୟ ଲୋକଙ୍କ ମସ୍ତିଷ୍କ ଛୋଟ । ହାଇଦ୍ରବାଦର ଏକ ସଂସ୍ଥା ପକ୍ଷରୁ ହୋଇଥିବା ଗବେଷଣାରୁ ଏହି ଚିତ୍ର ସାମ୍ନାକୁ ଆସିଛି । ଲମ୍ବା, ଚଉଡା ଏବଂ ଘନତ୍ୱ ଦୃଷ୍ଟିରୁ ଭାରତୀୟଙ୍କ ମସ୍ତିଷ୍କ ପୂର୍ବ ଓ ପଶ୍ଚିମ ଲୋକଙ୍କଠାରୁ ସାମାନ୍ୟ ଛୋଟ…