Daily Archives

October 28, 2019

ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାର ତଦନ୍ତରେ ସନ୍ତୁଷ୍ଟ ନୁହଁନ୍ତି ମହିଳା କମିଶନ । ନିରପେକ୍ଷ ତଦନ୍ତ ପାଇଁ…

କନକ ବ୍ୟୁରୋ : ହରିଦାସପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାରେ ଯାଜପୁର ଏସପିଙ୍କ ବୟାନକୁ ନେଇ ମହିଳା କମିଶନଙ୍କ ପ୍ରଶ୍ନ । ଏହା ସହ ସ୍ମିତାରାଣୀ ମୃତ୍ୟୁ ତଦନ୍ତରେ ସେ ସନ୍ତୁଷ୍ଟ ନାହାନ୍ତି ବୋଲି କହିବା ସହ ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ସୁପାରିସ କରିଛନ୍ତି ମହିଳା କମିଶନ ।…

କିଏ ବନିବ ମୁଖ୍ୟମନ୍ତ୍ରୀ, ମହାରାଷ୍ଟ୍ର ରାଜନୀତି ସରଗରମ । ରାଜ୍ୟପାଳଙ୍କୁ ଅଲଗା ଅଲଗା ଭେଟିଲେ ବିଜେପି ଓ ଶିବସେନା ।…

କନକ ବ୍ୟୁରୋ : ରୋଚକ ମୋଡରେ ମହାରାଷ୍ଟ୍ର ରାଜନୀତି । କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଛିଡୁନି ଗଣିତ । ୫୦-୫୦ ଫର୍ମୁଲାରେ ସରକାର ଗଠନ କରିବାକୁ ଅଡି ବସିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ଆଉ ଏହାରି ଭିତରେ ଆଜି ରାଜଭବନ ଯାଇ ରାଜ୍ୟପାଳଙ୍କୁ ଅଲଗା ଅଲଗା ଭେଟିଛନ୍ତି ବିଜେପି ଓ…

ସେବାଶ୍ରମରେ ଗର୍ଭବତୀ ହେଲେ ଛାତ୍ରୀ । ରିପୋର୍ଟରୁ ଆସିଲା ସାଂଘାତିକ ସତ, ଘଟଣାକୁ ଚାପି ଦେବାକୁ ଜୋରଦାର ଉଦ୍ୟମ ।

କନକ ବ୍ୟୁରୋ : ଆଶ୍ରମ ସ୍କୁଲରେ ପୁଣି ଗର୍ଭବତୀ ହେଲେ ଛାତ୍ରୀ । ଯାହାର ପ୍ରମାଣ ଲାଗିଛି କନକ ନ୍ୟୁଜ୍ ହାତରେ । ଭୁବନେଶ୍ୱର ନୟାପଲ୍ଲୀ ଆଶ୍ରମ ସ୍କୁଲରୁ ଆସିଛି ଏଭଳି ଏକ ସାଂଘାତିକ ଚିତ୍ର । ଛାତ୍ରୀଙ୍କର ହୋଇଥିବା ଡାକ୍ତରୀ ପରୀକ୍ଷା ରିପୋର୍ଟରେ ଦୁଇ ଜଣ ଛାତ୍ରୀ ଗର୍ଭବତୀ ହୋଇଥିବା ସ୍ପଷ୍ଟ…

ଭଲକାମ କଲେ ଡାକ୍ତରଙ୍କୁ ପୁରସ୍କୃତ କରିବେ ସରକାର । ଶ୍ରେଷ୍ଠ ସ୍ୱାସ୍ଥସେବା ଯୋଗାଇଥିବା ଡାକ୍ତରଙ୍କୁ ୧୦ ଲକ୍ଷ, ଅନ୍ୟ…

କନକ ବ୍ୟୁରୋ : ୫-ଟି କାର୍ଯ୍ୟକ୍ରମରେ, ଡାକ୍ତର ଓ ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫-ଟି କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଜନସାଧରଣଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉପରେ ବିଶେଷ ଗୁରୁତ୍ୱାରୋପ…

ନିମାପଡାର ନିଆରା ପରମ୍ପରା । ମା’କାଳୀଙ୍କ ପୂଜାରେ ପଶୁ ନୁହେଁ ଦିଆଯାଉଛି କ୍ଷୀରରେ ପ୍ରସ୍ତୁତ ଖୁଆରେ ନିର୍ମିତ ପଶୁ ବଳି…

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପବିତ୍ର କାର୍ତ୍ତୀକମାସରେ ମା’କାଳୀଙ୍କ ପୂଜା ଦେବୀପୀଠମାନଙ୍କରେ ଅନୁଷ୍ଠିତ ହୋଇଥାଏ । ଶ୍ରଦ୍ଧାଳୁମାନଙ୍କ ମାନସିକ ପୂରଣ ପାଇଁ ବିଭିନ୍ନ ସ୍ଥାନରେ ମା’କାଳୀଙ୍କ ପୀଠରେ ପଶୁବଳି ଦିଆଯାଇଥାଏ । ହେଳେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅଧିନ ଭୋଦର…

ଆମେରିକା ନୁହେଁ ଆତଙ୍କବାଦୀ ସଙ୍ଗଠନ ISIS ଉପରେ ପାକିସ୍ତାନ ନେତାଙ୍କ ଅଧିକ ବିଶ୍ୱାସ । ବାଗଦାଦିର ମୃତ୍ୟୁ ନେଇ ପ୍ରଶ୍ନ…

କନକ ବ୍ୟୁରୋ : ଆମେରିକା ଠାରୁ ଆତଙ୍କବାଦୀଙ୍କ ଉପରେ ପାକିସ୍ତାନର ଅଧିକ ବିଶ୍ୱାସ । ବିଶ୍ୱର ୧ ନମ୍ବର ଆତଙ୍କବାଦୀ ତଥା ଆଇଏସଆଇଏସର ମୁଖିଆ ଅବୁ ବକର ଅଲ ବାଗଦାଦୀ ନିପାତ ହେବା ପରେ ଏହାକୁ ନେଇ ପ୍ରଶ୍ନ ଉଠାଇଛି ପାକିସ୍ତାନ । ବାଗଦାଦୀ ନିହତ ହେବା ନେଇ ଆମେରିକା ଯେଉଁ ଦମ୍ଭୋକ୍ତି ଦେଖାଉଛି…