Daily Archives

October 28, 2019

ବାଇକରେ ଯାଉଥିବା ବେଳେ ଚଢ଼ିଗଲା ଟ୍ରକ୍ : ଘଟଣାସ୍ଥଳରେ ବାପ-ଝିଅ ମୃତ

କନକ ବ୍ୟୁରୋ : ଭଦ୍ରକ ଟିସଲପୁର ଛକ ୧୬ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା । ଆଜି ଅପରାହ୍ନରେ ଟ୍ରକ୍ ଚାପାରେ ପ୍ରାଣ ହରାଇଲେ ବାପ-ଝିଅ । ଏହି ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରି ଦେଇଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ, ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ସ୍ଥାନୀୟ ଲୋକଙ୍କ…

ନିଆରା କାଳୀପୂଜା । ଯେଉଁଠି ଏକାଠି ହୋଇ ମା’ କାଳୀଙ୍କୁ ପୂଜା କରିଥାନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକେ ।

କନକ ବ୍ୟୁରୋ : ନିଆରା କାଳୀପୂଜା । ଯେଉଁଠି ମା କାଳୀଙ୍କୁ ଏକାଠି ପୂଜା କରନ୍ତି ହିନ୍ଦୁ ଓ ମୁସଲିମ୍ ସମ୍ପ୍ରଦାୟର ଲୋକ । ଯେତେବେଳେ ଧର୍ମର ଦ୍ୱାହି ଦେଇ ଲୋକଙ୍କ ମଧ୍ୟରେ ଲଢେଇ କରାଯାଉଛି । ଆଲ୍ଲା ଓ ଇଶ୍ୱରଙ୍କ ନାଁରେ ଲୋକଙ୍କ ମଧ୍ୟ ଦଙ୍ଗା ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି । ସେତେବେଳେ…

ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଉଛନ୍ତି ଦିବ୍ୟାଙ୍ଗ : ଭଜନ ସଂଧ୍ୟା କରି ନିଜ ସାଥୀଙ୍କ ପାଇଁ ଅର୍ଥ ଯୋଗାଡ କରୁଛି…

କନକ ବ୍ୟୁରୋ : ଭଗବାନଙ୍କ ସୃଷ୍ଟିରେ କେହି ଅକ୍ଷମ ନୁହଁନ୍ତି । ତା ସହିତ ପୁଣି ନିଜେ ଦିବ୍ୟାଙ୍ଗ ହୋଇ ମଧ୍ୟ ଅନ୍ୟ ଦିବ୍ୟାଙ୍ଗ ଙ୍କ ପାଇଁ ଗାଁ ଗାଁ ବୁଲି ଭଜନ ଗାଇ ଖାଇବା ପାଇଁ ପେଟକୁ ଦାନା ଯୋଗାଡ କରୁଛନ୍ତି । ଭିନ୍ନକ୍ଷମ ହୋଇ ମଧ୍ୟ କାହା ପାଖରେ ହାତ ପତାଇ ମାଗିବା ଅପେକ୍ଷା ନିଜ…

ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । କିନ୍ତୁ ସରକାରୀ ସୁବିଧା ପାଇବା ପାଇଁ ୮୦…

କନକ ବ୍ୟୁରୋ : ଗୁରୁପ୍ରୀୟା ସେତୁ ନିର୍ମାଣ ପରେ ଫୋକସରେ ଅଛି ସ୍ୱାଭିମାନ ଅଂଚଳ । ବାଲିମେଳା ଜଳଭଣ୍ଡାରର ବୁଡି ଅଂଚଳର ସମସ୍ତ ଗାଁ ଓ ଗ୍ରାମ ପଂଚାୟତ ଏବେ ମୁଖ୍ୟମନ୍ତ୍ରୀଙ୍କ ସେତୁ ଯୋଜନାରେ ଅନ୍ତର୍ଭୁକ୍ତ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଗ୍ରାମ ପଂଚାୟତର କାହାଣୀ କହିବୁ, ଯାହା…

୪ ଦିନ ହେଲା ବୋରୱେଲ ଭିତରୁ ବାହାରି ପାରିନି ଶିଶୁ : ତାମିଲନାଡ଼ୁ ତିରୁଚିରାପଲ୍ଲୀରେ ଶୁକ୍ରବାର ଠାରୁ ୩୦ ଫୁଟ ଗଭୀର…

କନକ ବ୍ୟୁରୋ : ୪ ଦିନ ହେଲା ବୋରୱେଲ ଭିତରୁ ବାହାରି ପାରିନି ଶିଶୁ । ଶିଶୁକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଲାଗିପଡ଼ିଛନ୍ତି ଉଦ୍ଧାରକାରୀ ଦଳ । ତାମିଲନାଡ଼ୁ ତିରୁଚିରାପଲ୍ଲୀ ଜିଲ୍ଲାର ନାଦୁକଟୁପଟି ଠାରେ ଶୁକ୍ରବାର ସଂଧ୍ୟାରେ ଶିଶୁଟି ଖେଳୁଥିବା ସମୟରେ ପ୍ରାୟ ୩୦ ଫୁଟ ଗଭୀର ବୋରୱେଲ ଭିତରକୁ…

ପାକିସ୍ତାନକୁ ଭାରି ପଡ଼ିବ ଆକାଶପଥ ନଖୋଲିବା ପ୍ରସଙ୍ଗ : ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନର ଦ୍ୱାରସ୍ଥ ହେଲା…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଉଦି ଆରବ ଗସ୍ତ ପାଇଁ ଆକାଶପଥ ବ୍ୟବହାର କରିବାକୁ ଅନୁମତି ଦେଲାନି ପାକିସ୍ତାନ । ଫଳରେ ଏହି ପ୍ରସଙ୍ଗକୁ ବିଶ୍ୱ ଦରବାରକୁ ଯାଇଛି ଭାରତ । ମିଳିଥିବା ସୂଚନା ଅନୁସାରେ ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନରେ ପାକ୍ ବିରୋଧରେ…