Daily Archives

October 24, 2019

ବିଜେପୁର ଉପନିର୍ବାଚନରେ ନବୀନଙ୍କୁ ଟପିଲେ ରୀତା । ସର୍ବାଧିକ ଭୋଟରେ ବିଜୟୀ ହେବା ଏକପ୍ରକାର ସ୍ପଷ୍ଟ, ୨୦୧୮…

କନକ ବ୍ୟୁରୋ : ନବୀନଙ୍କୁ ଟପିଲେ ରୀତା । ବିଜେପୁର ଉପନିର୍ବାଚନରେ ଦଳର ସୁପ୍ରିମୋଙ୍କ ରେକର୍ଡ ଭାଙ୍ଗିଲେ ରୀତା ସାହୁ । ୧୮ ତମ ରାଉଣ୍ଡ ଶେଷ ସୁଦ୍ଧା ରୀତା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସନତ ଗଡତିଆଙ୍କ ଠାରୁ ୮୭ ହଜାରରୁ ଅଧିକ ଭୋଟରେ ଆଗୁଆ ରହିଛନ୍ତି । ଭୋଟ ଗଣତିକୁ ଆଉ ମାତ୍ର ୪ ରାଉଣ୍ଡ ବାକି…

ହରିୟାଣାରେ ହାଇଭୋଲଟେଜ୍ ଡ୍ରାମା । କଂଗ୍ରେସକୁ ଜେ.ଜେ.ପିର ଅଫର-ମୁଖ୍ୟମନ୍ତ୍ରୀ ପଦ ଦିଅ, ସମର୍ଥନ ମିଳିବ

କନକ ବ୍ୟୁରୋ: ହରିୟାଣାରେ ହାଇଭୋଲଟେଜ୍ ଡ୍ରାମା । ୯୦ଟି ଆସନ ପାଇଁ ବିଜେପି-କଂଗ୍ରେସ ମଧ୍ୟରେ ଜୋରଦାର ଟକ୍କର । ସଂଖ୍ୟା ଗରିଷ୍ଠତା ନ ମିଳିବାରୁ ଏବେ ସାଥି ଖୋଜୁଛି ବିଜେପି । ସେପଟେ ଜେ.ଜେ.ପିର ଦୁଷ୍ୟନ୍ତ ଚୌଟ୍ଟାଲା କଂଗ୍ରେସକୁ ଅଫର୍ ଦେଇ କହିଛନ୍ତି କି, ଆମକୁ ମୁଖ୍ୟମନ୍ତ୍ରୀ ପଦବୀ ଯଦି…

ଲଗାଣ ବର୍ଷା ଯୋଗୁଁ ୮ଟି ଜିଲ୍ଲାରେ ସ୍କୁଲ ବନ୍ଦ । ୨୦ଟି ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ । ଏସଆରସିଙ୍କ ସୂଚନା,…

କନକ ବ୍ୟୁରୋ: ରାଜ୍ୟରେ ବନ୍ୟା ଭୟ ନାହିଁ ।  ଦୁଇ ଦିନର ଲଗାଣ ବର୍ଷାରେ ୫ଟି ଜିଲ୍ଲାରେ  ଶହେ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ବେଳେ  ୪୮ଟି ବ୍ଲକ ପ୍ରଭାବିତ ହୋଇଛି । ପୁରୀର କୃଷ୍ଣପ୍ରସାଦ ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ଏବେବି ଅନେକ ସ୍ଥାନରେ ବର୍ଷା ଲାଗି ରହିଛି…

ବର୍ଷାରେ ବେହାଲ ଅର୍କକ୍ଷେତ୍ର : ହାତରେ ଛତା ଧରି ବିଶ୍ୱ ଐତିହ୍ୟକୁ ଦେଖୁଛନ୍ତି ପର୍ଯ୍ୟଟକ

କନକ ବ୍ୟୁରୋ : ବର୍ଷାରେ ବେହାଲ ବିଶ୍ୱ ଐତିହ୍ୟ କୋଣାର୍କ ମନ୍ଦିର । ଲଗାଣ ବର୍ଷାରେ ସୂର୍ଯ୍ୟ ମନ୍ଦିର ପରିସରରେ ପାଣି ଜମି ରହିଛି । ବର୍ଷା ଲାଗି ରହିଥିବାରୁ କୋଣାର୍କ ମନ୍ଦିର ଚାରି ପାଖରେ ଜମି ରହିଛି ପାଣି । ଆଉ ଏହି ବର୍ଷା ପାଣି ଭିତରେ ପଶି କୋଣାର୍କ ମନ୍ଦିର ବୁଲି ଦେଖୁଛନ୍ତି ପର୍ଯ୍ୟଟକ…

ବିଜେପୁରରେ ପୁଣି ଶୁଭିବ କି ଶଙ୍ଖନାଦ? ବଡ଼ ବିଜୟ ଅଭିମୁଖେ ବିଜେଡି; ସବୁ ରାଉଣ୍ଡରେ ବହୁ ଆଗରେ ରୀତା ସାହୁ

କନକ ବ୍ୟୁରୋ: ବିଜେପୁରରେ ପୁଣି ଥରେ ଶୁଭିବ କି ଶଙ୍ଖନାଦ ? ପୁଣି ଥରେ ବିଜେପୁରରେ ବିଜୟର ବାନା ଉଡାଇବ କି ବିଜୁ ଜନତା ଦଳ । ନିର୍ବାଚନ କୁରୁକ୍ଷେତ୍ରରେ ବିରୋଧୀଙ୍କୁ ମାତ୍ ଦେଇ ପୁଣି ଥରେ ଦଳର ସୁପ୍ରିମୋଙ୍କ ମାନ ରଖିବେ କି ରୀତା ସାହୁ ? ଏଭଳି ଅନେକ ପ୍ରଶ୍ନ ବର୍ତ୍ତମାନ ସାଧାରଣଙ୍କ ମନରେ…

ବିଜେପୁର ନିଷ୍ପତ୍ତି : ବାଜି ମାରୁଛି ବିଜେଡ଼ି , ଅଷ୍ଟମ ରାଉଣ୍ଡରେ ବିଜେଡ଼ି ପ୍ରାର୍ଥୀ ରୀତା ସାହୁ ୪୨, ୧୪୮ ଖଣ୍ଡ ଭୋଟରେ…

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି । ଲଗାତାର ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡ଼ି ଆଗୁଆ ରହିଛି । ବିଜେଡ଼ିର ପ୍ରଦର୍ଶନରେ ଶଙ୍ଖ ଶିବିରରେ ଉତ୍ସାହ ଖେଳିଯାଇଛି । ଷଷ୍ଠ ରାଉଣ୍ଡରେ ବିଜେଡ଼ି ପ୍ରାର୍ଥୀଙ୍କୁ ୫୯୬୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ଖାତାକୁ ଯାଇଛି ୨୫୦୬…