Daily Archives

October 24, 2019

ବିଜେପୁର ପରୀକ୍ଷା ! ପୁଣି ଶୁଭିଲା ‘ଶଙ୍ଖ’ । କାହିଁକି ଫୁଟିଲାନି ‘ପଦ୍ମ’ ? ଫଳ ବାହାରିଲା, ଚର୍ଚ୍ଚା ବଢ଼ିଲା ।

କନକ ବ୍ୟୁରୋ: ପୁଣି ବିଜେପୁରରେ ଶୁଭିଲା ‘ଶଙ୍ଖ’ । ବହୁତ ଚେଷ୍ଟା କରି ମଧ୍ୟ ଫୁଟିଲାନି ‘ପଦ୍ମ’ । ବିରୋଧୀଙ୍କୁ ଏମିତି ପଛରେ ପକାଇଲା ବିଜେଡି ଯାହା କୌଣସି ବିଧାନସଭା ନିର୍ବାଚନରେ ଦେଖିବାକୁ ପାଇନଥିଲେ ରାଜ୍ୟବାସୀ । ଇତିହାସ ରଚିଲେ ରୀତା, ରେକର୍ଡ ସଂଖ୍ୟକ ଭୋଟ୍ ବ୍ୟବଧାନରେ ବିରୋଧଙ୍କୁ କଲେ…

ନିଆଳିର ବୃକ୍ଷ ମଣିଷ : ଗଛଟିଏ ମରିଗଲେ ଛୋଟ ପିଲାପରି ଦୁଃଖରେ କାନ୍ଦିପକାନ୍ତି, ସରକାରୀ ଚାକିରୀକୁ ତୁଚ୍ଛ କରି…

କନକ ବ୍ୟୁରୋ : ଗଛ ପାଇଁ ଦରଦୀ ବନ୍ଧୁ । ଗଛଟିଏ ମରିଗଲେ ଆଖିରୁ ଲୁହ ଝରିପଡ଼େ । ଛୋଟ ପିଲାପରି କଇଁ କଇଁ କାନ୍ଦିପକାନ୍ତି । ଗଛକୁ ଖୁବ୍ ଭଲପାଆନ୍ତି, ଚାରା ଲଗାନ୍ତି । ଗଛ ଲଗାଇବ ତାଙ୍କର ନିଶା ଯୋଗୁ ସରକାରି ଚାକିରୀ ଛାଡ଼ିଲେ  । ପ୍ରକୃତିପ୍ରେମରେ ଏତେ ପାଗଳ ଯେ ଟଙ୍କାପଇସାକୁ ତୁଚ୍ଛ…

ରାଜଧାନୀର ଭିଡ଼ ଭିତରର ହିରୋ, କମଳଲୋଚନ । ନିଜେ ଯାଯାବର କିନ୍ତୁ ବୁଲା କୁକୁରଙ୍କ ପାଇଁ ଦେବଦୂତ । କମଳଲୋଚନଙ୍କ…

କନକ ବ୍ୟୁରୋ: ଏମାନେ ହେଉଛନ୍ତି ବାସ୍ତବ ଜୀବନରେ ଭିଡ଼ ଭିତରର ହିରୋ । କମଳ ଲୋଚନ ବଳିୟାର ସିଂ । ଭାରତର ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣଙ୍କ ଟୁଇଟ୍ ଆସିବା ପରେ ଚର୍ଚ୍ଚାକୁ ଆସିଛନ୍ତି କମଳ ଲୋଚନ । ତାଙ୍କର କାମ ଏବେ ତାଙ୍କୁ ଆଣିଛି ଚର୍ଚ୍ଚାକୁ । କାରଣ ତାଙ୍କର କାମ କିଛି ଭିନ୍ନ ଧରଣର ।…

ବିଜେପୁରରେ କଚଡ଼ା ଖାଇଲା କଂଗ୍ରେସ : ଫେଲ ମାରିଲା କମବ୍ୟାକ୍ ପ୍ଲାନ୍, କୌଣସି ରାଉଣ୍ଡରେ ୫୦୦ ଭୋଟ୍ ଛୁଇଁପାରିଲାନି ଦେଶର…

କନକ ବ୍ୟୁରୋ : ବିଜେପୁରରେ ବିଜେଡ଼ିର ହ୍ୟାଟିକ୍ ବିଜୟ । ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ବିଜେଡ଼ି ପ୍ରାର୍ଥୀ ରୀତା ସାହୁ । ଏକପ୍ରକାର ବିରୋଧୀଙ୍କୁ କଚାଡ଼ି ରେକର୍ଡ଼ ଭୋଟ୍ ହାତେଇଛନ୍ତି । ଲଗାତାର ତିନୋଟି ନିର୍ବାଚନରେ  ବିଜେଡ଼ି ହ୍ୟାଟ୍ରିକ୍ ବିଜୟ କରିଛି । ଅନ୍ୟପଟେ ବିଜେପୁରରେ କଂଗ୍ରେସର…

ବିଜେପୁରରେ ଉଡିଲା ବିଜେଡିର ବିଜୟ ବାନା । ଐତିହାସିକ ବିଜୟ ପାଇଁ ଫୋନ୍ ଯୋଗେ ରୀତାଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ,…

କନକ ବ୍ୟୁରୋ : ବିଜେପୁରରେ ରୀତା ରାଜ । ପୁଣିଥରେ ବିଜେପୁର ନିଜ ଦଖଲରେ ରଖିଲା ବିଜେଡି । ଆଉ ଏହାସହ ଗତ ଦେଢ ବର୍ଷ ମଧ୍ୟରେ ଏହି ଆସନରେ ହ୍ୟାଟ୍ରିକ ବିଜୟ ହାସଲ କରିଛି ବିଜେଡି । ବିଜେପୁରରେ ଐତିହାସିକ ବିଜୟ ସହ ଅନେକ ରେକର୍ଡ ନିଜ ନାଁରେ କରିଛନ୍ତି ରୀତା । ରାଜ୍ୟର ନିର୍ବାଚିତ ବିଧାୟକଙ୍କ…

ବିଜେପୁରରେ ବାଜି ମାରିନେଲା ବିଜେଡି । ଇତିହାସ ରଚିଲେ ରୀତା, ୯୭ ହଜାର ୯୯୪ ଖଣ୍ଡ ଭୋଟ ବ୍ୟବଧାନରେ ବିରୋଧୀଙ୍କୁ କଚାଡ଼ି…

କନକ ବ୍ୟୁରୋ: ବିଜେପୁର ବାଜି ମାରିଲେ ରୀତା ସାହୁ । ଓଡ଼ିଶା ରାଜନୀତିରେ ପୂର୍ବରୁ ହୋଇଥିବା ସବୁ ବିଧାନସଭା ନିର୍ବାଚନର ଭୋଟ୍ ବ୍ୟବଧାନ ରେକର୍ଡ ଭାଙ୍ଗି ବିଜୟୀ ହାସଲ କରିଛନ୍ତି ବିଜେଡି ପ୍ରାର୍ଥୀ ରୀତା ସାହୁ । ଉଭୟ ବିଜେପି ଓ କଂଗ୍ରେସକୁ ପଛରେ ପକାଇ ୯୭ ହଜାର ୯୯୪ ରେକର୍ଡ ଭୋଟ୍ ବ୍ୟବଧାନରେ…