Daily Archives

October 6, 2019

ଉତ୍ସବ ଓ ଉତ୍ସାହର ସହ ଚାଲିଛି ଜଗତଜନନୀଙ୍କ ପୂଜା । ପୂଜା ମଣ୍ଡପରେ ମା’ ମହିଷାମର୍ଦ୍ଦିନୀ ବେଶରେ ଭକ୍ତଙ୍କୁ ଦେଉଛନ୍ତି…

କନକ ବ୍ୟୁରୋ: ଉତ୍ସବ ଓ ଉତ୍ସାହର ସହ ଚାଲିଛି ଜଗତଜନନୀଙ୍କ ପୂଜା । ଆଜି ମାଆ ଦୁର୍ଗାଙ୍କ ମହାଷ୍ଟମୀ ପୂଜା । ଆଖି ପାଉନଥିବା ତୋରଣ ଓ ମଣ୍ଡପରେ ମାଆଙ୍କ ଆବାହନ ସହ ମହାଷ୍ଟମୀ ପୂଜାରେ ମାଆଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଛୁଟିଛି ପୂଜା ମଣ୍ଡପକୁ । ଲକ୍ଷାଧିକ ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ ସହ…

ସୁନୀଲଙ୍କ ସ୍ପର୍ଶରେ ଜୀବନ୍ତ ହୋଇଯାଉଛି ନିର୍ଜୀବ ବସ୍ତୁ । ଚକଖଡ଼ି, ସାବୁନ ଓ ପଥରରେ ତିଆରି କରୁଛନ୍ତି ଅତି ଆକର୍ଷଣୀୟ…

କନକ ବ୍ୟୁରୋ: ଚକ୍ ଖଡ଼ିରେ କଳାକୃତି । ସୂକ୍ଷ୍ମ କାରୁକାର୍ଯ୍ୟରେ ତିଆରି ହେଉଛି ଅନେକ ଆକର୍ଷୀୟ ସାମଗ୍ରୀ । କେତେ ବେଳେ ଚଢ଼େଇ ବସା ତ’ ଆଉ କେତେବେଳେ ଦେବାଦେବୀଙ୍କ ମୁର୍ତ୍ତି । ଆଉ ଏସବୁ ସାମଗ୍ରୀ ପ୍ରସ୍ତୁତ ହେଉଛି ଚକଖଡ଼ି, ସାବୁନ ଏବଂ ପଥରରେ । ନିର୍ଜୀବ ବସ୍ତୁକୁ ଯେମିତି ଜୀବନ୍ତ…

ଗାଁକୁ ଆସିଲାନି ଆମ୍ବୁଲାନ୍ସ: ସାଇକେଲରେ ବୁହା ହୋଇ ଡାକ୍ତରଖାନାକୁ ଗଲେ ରୋଗୀ

କନକ ବ୍ୟୁରୋ: ଗାଁକୁ ଆସିବାକୁ ମନା କଲା ଆମ୍ବୁଲାନ୍ସ । ସାଇକେଲରେ ବୁହା ହୋଇ ଡାକ୍ତରଖାନାକୁ ଗଲେ ରୋଗୀ । ଏ କୌଣସି ଉପାନ୍ତ ଅଂଚଳ ନୁହଁ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକର କନ୍ତାମିଲା ଗାଁର ଘଟଣା । ଗତକାଲି କନ୍ତାମିଲା ଗାଁର ମୀନତି ବାଘ ହଠାତ୍ ଅସୁସ୍ଥ ହୋଇଥିଲେ । ପରିବାର ଲୋକେ…

ଆଖି ଲାଖିଲା ଭଳି ମା’ ଜଗଦମ୍ବାଙ୍କ ରୂପ ! କଲିକତାରେ ମା’ ଜଗତଜନନୀଙ୍କ ରୂପ ହିଁ ନିଆରା , ଫଟୋରେ ଫଟୋରେ ଦେଖନ୍ତୁ…

ଧରାବତରଣ କରିଛନ୍ତି ମା’ । ଭୁପୃଷ୍ଠରେ ମା’ ମହାମାୟାଙ୍କ ଉପାସନା ଜୋରସୋରରେ ଚାଲିଛି । ଚାରିଆଡେ ଭକ୍ତିିମୟ ପରିବେଶ ସାଙ୍ଗକୁ ଘଣ୍ଟନାଦ ଏବଂ ହୁଳହୁଳିରେ ପଡୁଛି ଉଠୁଛି ସହର-ବଜାର । ମା’ଙ୍କ ଆରାଧନା ନିମଗ୍ନ ଭକ୍ତ । କେଉଁଠି ଡାଣ୍ଡିଆ ଏବଂ ଗରବାର ଧୁନ୍ ରେ ଖୁବ୍ ନାଚୁଛନ୍ତି ଭକ୍ତ । ତେବେ…

ଦିନ ସାଢ଼େ ଗୋଟାଏ ସୁଦ୍ଧା ୧୦ଟି ଜିଲ୍ଲାକୁ ସତର୍କ ଘଣ୍ଟି ! ବର୍ଷା ଓ ବଜ୍ରପାତ ନେଇ ସତର୍କ ସୂଚନା ଜାରିକଲା ପାଣିପାଗ…

କନକ ବ୍ୟୁରୋ: ରାଜ୍ୟର ୧୦ଟି ଜିଲ୍ଲାକୁ ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ମଧ୍ୟାହ୍ନ ୧ଟା ୧୫ ମିନିଟ୍ ମଧ୍ୟରେ ରାଜ୍ୟର ୧୦ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ…

ଇସ୍ରୋ ପ୍ରମୁଖ କେ.ଶିବନ୍ ଙ୍କୁ ବିମାନରେ ହେଲା ଏଭଳି ସ୍ୱାଗତ ! କରତାଳି ଦେବା ସହ ସେଲ୍ଫୀ ନେବାକୁ ଲାଗିଲା ଗହଳି । 

ଚନ୍ଦ୍ରଯାନ୍ - ୨ ପଛର ଅସଲ ନାୟକ ସ୍ପେଶ୍ ଏଜେନ୍ସୀ ଇସ୍ରୋର ଚେୟାରମ୍ୟାନ୍ କେ . ଶିବନ୍ ଙ୍କ ଚର୍ଚ୍ଚା ଏବେ ଚାରିଆଡ଼େ ଚାଲିଛି । ନିକଟରେ ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିବା ଇସ୍ରୋର ଚେୟାରମ୍ୟାନ୍ ଙ୍କୁ ବିମାନର କର୍ମଚାରୀ ଏବଂ ଯାତ୍ରୀମାନେ କରତାଳି ଦେଇ ସ୍ୱାଗତ କରିଥିଲେ । ଯାହାର ଏକ…