Daily Archives

October 5, 2019

ମିଡନାଇଟ୍ ଯାଏଁ ମେଲୋଡ଼ି । ଟ୍ୱିନ୍-ସିଟିର ପୂଜା କମିଟି ଗୁଡ଼ିକୁ ଅନୁମତି ଦେଲା କମିଶନରେଟ୍ ପୋଲିସ୍ ।

କନକ ବ୍ୟୁରୋ: ମିଡନାଇଟ୍ ଯାଏଁ ଟ୍ୱିନସିଟିରେ ଜମିବ ମେଲୋଡ଼ି । ଏନେଇ ବିଭିନ୍ନ ପୂଜା କମିଟି ଗୁଡ଼ିକୁ କମିଶନରେଟ୍ ପୋଲିସ ତରଫରୁ ଅନୁମତି ପ୍ରଦାନ କରାଯାଇଛି । ଖୁସି ଓ ଉତ୍ସାହ ନେଇ ପୁଣି ଫେରିଛି ମହାପାର୍ବଣ ଦୁର୍ଗାପୂଜା । ଦୁର୍ଗାପୂଜା ଅବସରରେ ରାଜଧାନୀ ଓ କଟକରେ ଖୁବ୍ ଆକର୍ଷଣୀୟ ତୋରଣମାନ…

ଯୁଦ୍ଧରେ ଆହତ ହୋଇଥିବା ଯବାନଙ୍କ ପରିବାରକୁ ମିଳିବ ୪ ଗୁଣା ଅଧିକ ଆର୍ଥୀକ ସହାୟତା ! ବର୍ତ୍ତମାନ ୨ ଲକ୍ଷ ମିଳୁଥିବା…

ଭାରତୀୟ ସେନାରେ ଲମ୍ବା ସମୟରୁ ଉଠିଥିବା କଥାକୁ ମଞ୍ଜୁରୀ ଦେଇଛନ୍ତି ରକ୍ଷାମନ୍ତ୍ରୀ ରାଜନାଥ ସିଂହ । ଯୁଦ୍ଧ ସମୟରେ ଆହତ ହୋଇଥିବା ଯବାନଙ୍କ ପରିବାରକୁ ଦିଆଯାଉଥିବା ଆର୍ଥୀକ ସହାୟତାରେ ବୃଦ୍ଧି କରିବା ପାଇଁ ଅନେକ ସମୟରୁ କଥା ଉଠିଥିଲା । ବର୍ତ୍ତମାନ ଯୁଦ୍ଧ ସମୟରେ ଆହତ ହୋଇଥିବା ଯବାନଙ୍କୁ ୨…

ଖଣ୍ଡିଆ ସାବୁନରେ ସୁନ୍ଦର କଳାକୃତି : ସତ୍ୟବ୍ରତଙ୍କ ସ୍ପର୍ଶରେ ଜୀବନ୍ତ ହୋଇଉଠନ୍ତି ଦେବାଦେବୀ,  କଳା ବଞ୍ଚାଇବା ବାଟରେ…

କନକ ବ୍ୟୁରୋ : ସାବୁନରେ ସୁନ୍ଦର କଳାକୃତି । ଦେଖିଲେ ଆଖି ଲାଖିଯିବ । ବିଭୋର ହୋଇ ଚାହିଁ ରହିବେ । ନିଜ ନିଆରା କଳା ସାହାଯ୍ୟରେ ସାବୁନକୁ ଜୀବନ୍ତ ରୂପ ଦିଅନ୍ତି ଖୋର୍ଦ୍ଧା ଜିଲ୍ଲା଼ ବାଘମାରୀ ଗାଁର ସତ୍ୟବ୍ରତ  । ଯେଉଁଠି ଖଣ୍ଡିଆ ଦରଦା ସାବୁନ ଖଣ୍ଡେ ପାଇଲେ ବସିଯାଆନ୍ତି ଚାଳ ଛପର ଘରର ମାଟି…

ପୋଲିସ୍ ର ଆଖି ସାମ୍ନାରେ ୩ ଘଣ୍ଟା ଜଳିଲେ ମହିଳା ! ଅଫିସରଙ୍କୁ ଅପେକ୍ଷା କରି ଲୋମଟାଙ୍କୁରା ଦୃଶ୍ୟକୁ ଦର୍ଶକ ଭଳି…

ରକ୍ଷକ ଯେତେବେଳେ ରକ୍ଷା ନ କରି ତାମସା ଦେଖେ ସେତେବେଳେ ଆଇନ୍ ଉପରୁ ଲୋକଙ୍କ ଭରସା ତୁଟିଯାଏ । ଆଉ ଏଭଳି ଏକ ଭରସା ହରାଇବା ଭଳି କାମ କରିଛି ମଧ୍ୟପ୍ରଦେଶର ମନ୍ଦସୋର୍ ପୋଲିସ୍ । ୨୨ ବର୍ଷର ଜଣେ ଯୁବତୀ ନିଜ ଉପରେ କିରାସିନି ଢାଳି ଛଟପଟ ହେଉଥିଲେ । କିଛି ସମୟ ପରେ ପୋଲିସ୍ ମଧ୍ୟ ଉକ୍ତ ସ୍ଥାନରେ…

୧୮ ହଜାର ଫୁଟ୍ ସିଆଚିନ୍ ଡ଼ାକ୍ତରଖାନାକୁ ଉପହାରରେ ମିଳିଲା ଅକ୍ସିଜେନ୍ ପ୍ଲାଣ୍ଟ୍ ! ଯବାନଙ୍କୁ ଅମ୍ଲଜାନ ଯୋଗାଇବା ପାଇଁ…

ଦୁନିଆର ସବୁଠାରୁ ଉଚ୍ଚ ଯୁଦ୍ଧର ମଇଦାନ ସିଆଚିନ୍ ର ଡାକ୍ତରଖାନାକୁ ନିଜର ପ୍ରଥମ ଅକ୍ସିଜେନ୍ ପ୍ଲାଣ୍ଟ୍ ମିଳିସାରିଛି । ଯବାନଙ୍କ ପାଇଁ ତିଆରି ହୋଇଥିବା ଏହି ଡାକ୍ତରଖାନା “ସିୟାଚିନ୍ ହିଲର୍” କୁ ଏହି ପ୍ଲାଣ୍ଟ୍ ଉପହାର ସ୍ୱରୂପ ମିଳିଛି । ପାଖାପାଖି ୨୨ ହଜାର ଫୁଟ୍ ଉଚ୍ଚତାରେ ହାଡଭଙ୍ଗା…

ତେଲ ସରିଯିବାରୁ ଅଧାବାଟରେ ଅଟକିଗଲା ଆମ୍ବୁଲାନ୍ସ । ପ୍ରସବ ବେଦନା ସହିନପାରି ବାରିପଦା ବାଙ୍ଗିରିପୋଷିରେ ଚାଲିଗଲା…

କନକ ବ୍ୟୁରୋ: ହସ୍ପିଟାଲରେ ପହଚିଂପାରିଲାନି ଆମ୍ବୁଲାନ୍ସ । ଅଧା ବାଟରେ ଚାଲିଗଲା ମାଆ ଓ ଶିଶୁଙ୍କ ଜୀବନ । ଦୁନିଆ ଦେଖିବା ଆଗରୁ ମାଆ ପେଟରେ ଆଖି ବୁଜିଦେଲା ଶିଶୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାରିପଦାରେ । ବାରିପଦା ବାଙ୍ଗିରିପୋଷି ହାଣୁଦାର ତୁଳସୀ ମୁଣ୍ଡାଙ୍କ ଗତକାଲି ରାତି ୧୧ଟା…