Daily Archives

October 5, 2019

ଜୁଆ ଆଡ୍ଡା ଉପରେ ଚଢାଉ ବେଳେ ପୁଲିସକୁ ଆକ୍ରମଣ। ଏସଆଇ ଆହତ, ଭାଙ୍ଗିଲେ ପୁଲିସ ଗାଡି। ସେପଟେ ଅନୁଗୁଳରେ ଅବକାରୀ ବିଭାଗର…

କନକ ବ୍ୟୁରୋ: ଜୁଆ ଆଡ୍ଡା ଉପରେ ଚଢାଉ ବେଳେ ପୁଲିସକୁ ଆକ୍ରମଣ । ବ୍ରହ୍ମପୁର ସଦର ଥାନା ଖଂଜପଡିଆ ସାହିରେ ଜୁଆ ଆଡା ଉପରେ ଚଢାଉ କରି ୧୧ ଜଣଙ୍କୁ ଗିରଫ କରିଥିଲା ପୁଲିସ । ଏହା ସହ ୮ ହଜାର ଟଙ୍କାର ଜବତ କରାଯାଇଥିଲା । ସେହି ସମୟରେ କିଛି ଜୁଆଡି ହଠାତ ପୁଲିସ ଉପରେ ଆକ୍ରମଣ କରିଥିଲେ ।…

ବିଜେପିର ଷ୍ଟାର ପ୍ରଚାରକ ନିଭାସ ସରକାରଙ୍କ ଆତ୍ମହତ୍ୟା ! ୨୦୧୯ ନିର୍ବାଚନ ସମୟରେ “ଭଗବାନ ହନୁମାନ” ଙ୍କ ରୂପରେ…

ବିଜେପିର ଷ୍ଟାର ପ୍ରଚାରକ ନିଭାସ ସରକାର ଗୁରୁବାର ଦ୍ୱିପ୍ରହର ସମୟରେ ନାଦିୟା ଜିଲ୍ଳାସ୍ଥିତ ରାନାଘାଟଠାରେ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପାଇଁ ଭଗବାନ ହନୁମାନଙ୍କ ରୁପରେ ପ୍ରଚାର କରୁଥିବା ନିଭାସ ସରକାରଙ୍କ ଫଟୋ ସେତେବେଳେ ସୋସିଆଲ୍…

ଏମବିଏ ପାଠ ସାଙ୍ଗକୁ ବଡ଼ ଅଫିସରେ ଚାକିରୀ ଥାଇ ବି ଷ୍ଟେସନରେ ଜଳଖିଆ ବିକ୍ରି କରୁଛନ୍ତି ଏହି ଦମ୍ପତି ! ପଢନ୍ତୁ ଏହି…

ସୋସିଆଲ୍ ମିଡିଆରେ ଏକ ପୋଷ୍ଟ୍ ଭାଇରାଲ୍ ହେଉଛି ଯାହାକୁ ପଢି ଲୋକଙ୍କ ମଧ୍ୟରେ ମାନବିକତାର ନୂତନ ପରିଭାଷା ଜାଗ୍ରତ ହେଉଛି । ଆଜ୍ଞା ହଁ , ବ୍ୟସ୍ତତାବହୁଳ ଜୀବନ ଭିତରେ ନିଜ ପାଇଁ ସମୟ ବାହାର କରିପାରୁନଥିବା ଗହଳିରେ ଏଭଳି ଜଣେ ଦମ୍ପତି ସାମ୍ନାକୁ ଆସିଛନ୍ତି ଯାହାଙ୍କ କାମ ଏବେ ସମାଜ ପାଇଁ ଏକ…

ଅନନ୍ତନାଗରେ ଆତଙ୍କୀ ହମଲା: ଡିସି ଅଫିସ ସାମ୍ନାରେ ଥିବା ସୁରକ୍ଷାକର୍ମୀଙ୍କ ଉପରକୁ ଗ୍ରେନେଡ ଫିଙ୍ଗି ଆତଙ୍କବାଦୀ ଫେରାର

କନକ ବ୍ୟୁରୋ: ଜାମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଆଜି ପ୍ରଥମ ଆତଙ୍କବାଦୀ ହମଲା । ଜମ୍ମୁକାଶ୍ମୀରର ଅନନ୍ତନାଗରେ ଆଜି ଆତଙ୍କବାଦୀ ଆକ୍ରମଣ ହୋଇଛି । ଡ୍ୟୁଟି କରୁଥିବା ଯବାନଙ୍କ ଉପରେ ଆତଙ୍କବାଦୀମାନେ ହମଲା କରିଛନ୍ତି । ସୁରକ୍ଷା ଅଧିକାରୀଙ୍କ ଉପରକୁ ଅଜଣା ଆତଙ୍କବାଦୀମାନେ ଗ୍ରେନେଡ…

ନବରଙ୍ଗପୁରରେ ଅଦିନିଆ ଝଡବର୍ଷାରେ ଶହ ଶହ ଏକର ମକା ଫସଲ ନଷ୍ଟ : ଉଜୁଡା କ୍ଷେତକୁ ଦେଖି ଚିନ୍ତାରେ ଚାଷୀ

କନକ ବ୍ୟୁରୋ : ଝଡବର୍ଷା ଉଜଡିଲା ମକା ଫସଲ । ଅଦିନିଆ ଝଡବର୍ଷା ଯୋଗୁଁ କ୍ଷେତରେ ଉଜୁଡି ପଡିଛି ଏକର ଏକର ମକା ଫସଲ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ଅଦିନିଆ ଝଡବର୍ଷା ଶହ ଶହ ଏକର ମକା ଫସଲ ନଷ୍ଟ କରିଦେଇଛି । ଉଜୁଡା କ୍ଷେତକୁ ଦେଖି ଚାଷୀ ମୁଣ୍ଡରେ ଚଡକ ।  ଋଣ କରି ଚାଷ କରିଥିବା ଚାଷୀ…

ଧୋକା ଦେଲା ସ୍ୱାମୀ ! ଇସ୍ରୋରେ ବୈଜ୍ଞାନିକ ଥିବା କଥା କହି ଯୁବତୀଙ୍କୁ କରିଥିଲା ବିବାହ , ସତ ସାମ୍ନାକୁ ଆସିବା ପରେ…

ବିବାହ କରିବା ପାଇଁ ହେଉ କିମ୍ବା ଠକେଇ ପାଇଁ ହେଉ ନିଜକୁ ବଡ ବଡ କମ୍ପାନୀରେ ଚାକିରୀ କରୁଥିବା କହି ଯୁବତୀମାନଙ୍କୁ ଫସେଇ ବିବାହ କରିବାର ଏଭଳି ଅନେକ ଅଭିଯୋଗ ଦେଖିବାକୁ ଏବଂ ଶୁଣିବାକୁ ମିଳିଛି । ଏଭଳି ଏକ ଖବର ଦିଲ୍ଲୀର ଦ୍ୱାରିକା ଅଞ୍ଚଳରୁ ଆସିଛି । ଏଠାରେ ଜଣେ ଯୁବକ ଯୁବତୀଙ୍କୁ ଭାରତୀୟ…