Daily Archives

October 4, 2019

ବୁଲା ବିକାଳିଙ୍କୁ ଷ୍ଟେସନ ମନା। ଆଉ ଟ୍ରେନରେ ପଶି ବିକି ପାରିବେନି କୌଣସି ବି ଫେରିବାଲା। ପୂଜା ପାଇଁ ନିୟମକୁ କଡାକଡି…

କନକ ବ୍ୟୁରୋ: ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ଷ୍ଟେସନ ଓ ଚଳାଚଳ କରୁଥିବା ଟ୍ରେନଗୁଡିକରେ ଅଣ ସ୍ୱୀକୃତିପ୍ରାପ୍ତ ଫେରିବାଲା ତଥା ବୁଲା ବିକାଳିଙ୍କ ଦ୍ୱାରା ବିକ୍ରୟ କରାଯାଉଥିବା ସାମଗ୍ରୀକୁ ବାରଣ କରାଯାଇଛି । ଅନ୍ୟ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବା ପାଇଁ ଦ୍ୱିତୀୟ ପର୍ଯ୍ୟାୟ…

ଧରାପୃଷ୍ଠକୁ ବିରାଜିବେ ମା’ ଦଶଭୂଜା  : ରାତି ପାହିଲେ ଆରମ୍ଭ ହେବ ମା’ଙ୍କ ଷଷ୍ଠୀ ପୂଜା

କନକ ବ୍ୟୁରୋ : ରାତି ପାହିଲେ ଆରମ୍ଭ ହେବ ମା’ଙ୍କ ଷଷ୍ଠୀ ପୂଜା ।  ମଣ୍ଡପରେ ମା ଜଗଦାତ୍ରୀଙ୍କୁ ପୂଜାର୍ଚ୍ଚନା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି ।  ମା’ଙ୍କର ଆଗମନ ପାଇଁ ସଜେଇ ହୋଇଛି ପୁରପଲ୍ଲୀ । ଦୁର୍ଗାଙ୍କ ଆବାହନ ଲାଗି ପ୍ରସ୍ତୁତ ହୋଇଛନ୍ତି ପୂଜା କମିଟି । ଷଷ୍ଠୀଠାରୁ ହିଁ…

ଜୀବନ ନେଲା ଯୌତୁକ ରାକ୍ଷସ : ପ୍ରେମ ବିବାହର ୨ ମାସ ପରେ ଆତ୍ମହତ୍ୟା କଲେ ଦମ୍ପତି

କନକ ବ୍ୟୁରୋ : ଯୌତୁକକୁ ନେଇ ଝଗଡ଼ା ହେବାପରେ ନବବିବାହିତ ଦମ୍ପତିଙ୍କ ଆତ୍ମହତ୍ୟା । ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକର ଅଂଚଳରେ ସାନ ନଇରି ଗ୍ରାମରେ ଜଣେ ନବ ଦମ୍ପତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ମିଳିଥିବା ସୂଚନା ଅନୁଯାୟୀ ବାଣପୁର ଥାନା ଚିଲିକା ବ୍ଲକ…

ଦିବ୍ୟାଙ୍ଗ କାହ୍ନାର ଦୁଃଖ ବୁଝିବ କିଏ ? ଟ୍ୟୁସନ୍ କରି ରୋଗୀଣା ବାପାମା’ଙ୍କୁ ମୁଠାଏ ଦାନା ଯୋଗାଉଛନ୍ତି, ଦୃଷ୍ଟି…

କନକ ବ୍ୟୁରୋ : ପିଲାଟି ଦିନରୁ ଭିନ୍ନକ୍ଷମ । ମୁଣ୍ତ ଗୁଞ୍ଜିବାକୁ ଘର ଖଣ୍ତିଏ ନାହିଁ । ଭଡ଼ା ଘରେ ରୋଗିଣା ବାପା ଓ ମାଆଙ୍କୁ ନେଇ ବିତିଛୁ ତାଙ୍କ ଜୀବନ। ଭିନ୍ନକ୍ଷମ ଭତ୍ତା ଓ ଟ୍ୟୁସନରୁ ଯେଉଁ ଦି ପଇସା ମିଳୁଛି ସେଥିରେ ଚଳୁଛି ତାଙ୍କ ପରିବାର । ଘର ଖଣ୍ତିଏ ଲାଗି ୪ ବର୍ଷ ହେଲା ଜିଲ୍ଲା…

ପାକିସ୍ତାନର ବାଲାକୋଟ୍ ରେ ବାୟୁସେନାର ପ୍ରତିଶୋଧର ଭିଡିଓ ଭାଇରାଲ୍ ! ବାୟୁସେନା ଜାରି କଲା ଏୟାରଷ୍ଟ୍ରାଇକ୍ ସମୟର…

ଜମ୍ମୁ-କାଶ୍ମୀରର ପୁଲୱାମାରେ ଫେବୃୟାରୀ ୧୪ ତାରିଖରେ ଯେତେବେଳେ ଜୈସ୍-ଏ-ମହମ୍ମଦର ଆତଙ୍କବାଦୀମାନେ ସିଆରପିଏଫ୍ ଯବାନଙ୍କ ଗାଡ଼ି ଉପରେ ଆକ୍ରମଣ କଲେ ସେତେବେଳେ ୪୦ ଜଣ ଯବାନ ସହିଦ୍ ହୋଇଯାଇଥିଲେ । ଏହି ଘଟଣାରେ ଦେଶର ଜନତା ମଧ୍ୟ ଆକ୍ରୋଶରେ ଆସିଯାଇଥିଲେ । ଆତଙ୍କବାଦୀଙ୍କୁ ମୁହଁଭଙ୍ଗା ଯବାବ୍…

ଶକ୍ତି ବଢ଼ାଉଛି ଭାରତ : ଥରହର ଶତ୍ରୁ ଦେଶ, ଭାରତୀୟ ସେନାରେ ସାମିଲ ହେଲା ଇସ୍ରାଏଲୀ ମିସାଇଲ୍ 

କନକ ବ୍ୟୁରୋ : ଶତ୍ରୁକୁ ସୀମାରେ କଡ଼ା ଜବାବ ଦେବାସହ ଭାରତର ଶକ୍ତି ବଢ଼ାଇବା ଆରମ୍ଭ କରିଦେଇଛି । ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଦ୍ୱାରା ନିର୍ମିତ ଟ୍ୟାଙ୍କକୁ ଧ୍ୱଂସ କରିବା ପାଇଁ ଇସ୍ରାଏଲ ସ୍ପାଇକ ଆଣ୍ଟି-ଟ୍ୟାଙ୍କ ଗାଇଡେଡ ମିସାଇଲକୁ ଭାରତୀୟ ସେନାରେ ସାମିଲ କରାଯାଇଛି । ଏହି ମିସାଇଲକୁ…