Daily Archives

October 4, 2019

ଆରବିଆଇର ଦଶହରା ଭେଟି । ଲଗାତର ପଂଚମ ଥର ପାଇଁ ରେପୋ ରେଟ୍ ହ୍ରାସ କଲା ଆରବିଆଇ । ଶସ୍ତା ହେବ ଗୃହ, ଅଟୋ ମୋବାଇଲ ଓ…

କନକ ବ୍ୟୁରୋ: ଖୁସି ଖବର । ରେପୋ ରେଟ ହ୍ରାସ କଲା ଆରବିଆଇ । ମୂଦ୍ରାନୀତି ସମୀକ୍ଷା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୦.୨୫ ପ୍ରତିଶତ ରେପୋ ରେଟ୍ ହ୍ରାସ କରିଛି । ଫଳରେ ୫.୧୫ ପ୍ରତିଶତକୁ ରେପୋ ରେଟ ହ୍ରାସ ପାଇଛି । ମୂଦ୍ରାନୀତି ସମୀକ୍ଷା ପରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଘୋଷଣା…

ଲକ୍ଷ୍ନୌରୁ ଦୌଡିଲା ଦେଶର ପ୍ରଥମ ବେସରକାରୀ ଟ୍ରେନ୍ ତେଜସ୍ ଏକ୍ସପ୍ରେସ୍ ! ଉଦଘାଟନ କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ…

ଶୁକ୍ରବାର ଦିନ ଲକ୍ଷ୍ନୌ ଓ ନୂଆଦିଲ୍ଲୀ ରାସ୍ତାରେ ଚଳାଚଳ ନିମନ୍ତେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାରତର ପ୍ରଥମ ଘରୋଇ ଆଂଶିକ ଦ୍ରୁତଗାମୀ ଟ୍ରେନ୍ ‘ତେଜସ୍ ଏକ୍ସ୍ପ୍ରେସ୍’ର ଶୁଭ ଉଦ୍ଘାଟନ କରିଛନ୍ତି। ତେଜସ୍ ଏକ୍ସପ୍ରେସ୍ ହେଉଛି ଭାରତୀୟ ରେଳବାଇ ପ୍ରଥମ ଟ୍ରେନ୍ ଯାହା ତା’ର…

ବାନ୍ଦିପୋରାର ଏକ ସେଓ ବଗିଚାରେ ଆତଙ୍କୀ ମିଟିଂ : ରାଜଧାନୀ ଦିଲ୍ଲୀ ଓ ଜମ୍ମୁରେ ବଡ଼ ଧରଣର ଆକ୍ରମଣ ପାଇଁ  ଷଡ଼ଯନ୍ତ୍ର 

କନକ ବ୍ୟୁରୋ : ପାର୍ବଣ ଋତୁରେ ଆକ୍ରମଣ ଆଶଙ୍କା । ଦିଲ୍ଲୀରେ ଜୈଶ୍-ଏ-ମହମ୍ମଦର ଚାରି ଜଣ ଆତଙ୍କୀ ପଶିବା ପରେ ଆଲର୍ଟରେ ଅଛନ୍ତି ସୁରକ୍ଷା ବାହାନୀ । ମିଳିଥିବା ସୂଚନା ଅନୁସାରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ରକ୍ତଚାଉଳ ଚୋବାଇଉଥିବା ଆତଙ୍କୀ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର…

ଫ୍ଲିପକାର୍ଟ ଏବଂ ଆମାଜନ୍ ସେଲ୍ ରୁ ସପିଙ୍ଗ୍ କରୁଥିଲେ ସାବଧାନ ! ସପିଙ୍ଗ୍ ନାଁ ରେ ହେଉଛି ଠକେଇ , ସପିଙ୍ଗ୍ କରୁ କରୁ…

ଫ୍ଲିପକାର୍ଟ ଏବଂ ଆମାଜନ୍ ସପିଙ୍ଗ୍ ଆପ୍ ରେ ଏବେ ଫେଷ୍ଟିଭ୍ ସିଜନ୍ ସେଲ୍ ଚାଲୁ ରହିଛି । ବିଭିନ୍ନ ପ୍ରଡକ୍ଟ ଉପରେ ଭଲ ରିହାତି ମିଳୁଛି । କିନ୍ତୁ ଆପଣ ଯେକୌଣସି ପ୍ରଡକ୍ଟ କିଣୁଥିଲେ ବି ଏଥିପ୍ରତି ସତର୍କତା ମଧ୍ୟ ଅବଲମ୍ବନ କରନ୍ତୁ । ନଚେତ୍ , ଆପଣ ଏପଟେ ସପିଙ୍ଗ୍ କରୁଥିବେ ଆଉ ସେପଟେ ଆପଣଙ୍କ…

ଭିନ୍ନ ରୂପରେ ଜିଲ୍ଲାପାଳ । ବିଦ୍ୟାଳୟରେ ପିଲାଙ୍କୁ ପାଠ ପଢାଇଲେ ମାଲକାନଗିରି ଜିଲ୍ଲାପାଳ। ବୁଲି ଦେଖିଲେ ସ୍କୁଲ ଓ…

କନକ ବ୍ୟୁରୋ: ସ୍କୁଲରେ ପିଲାଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ । ମାଲକାନଗିରି ଜିଲ୍ଲାର ମାଓପ୍ରବଣ ସଲିମି ୟୁଜିଏମଇ ସ୍କୁଲ ପିଲାଙ୍କୁ  ଗଣିତ ପଢାଇଲେ ଜିଲ୍ଲପାଳ ମନୀଷ ଅଗ୍ରୱାଲ । ଗତକାଲି ଜିଲ୍ଲାପାଳଙ୍କ ସହ ଜିଲ୍ଲା ଶିକ୍ଷା ଅଧିକାରୀ, ମାଥିଲି ବିଡିଓ ପ୍ରମୁଖ ମାଓପ୍ରବଣ ସଲିମି ଗସ୍ତ କରି…

ହାଇଦ୍ରାବାଦ ନିଜାମଙ୍କ ସମ୍ପତି ଭାଗବଂଟାକୁ ନେଇ ସାମ୍ନାକୁ ଆସୁଛି ବଡ ଚିତ୍ର । ନିଜାମଙ୍କ ପରବର୍ତ୍ତି ବଂଶଧର ଭାବେ…

କନକ ବ୍ୟୁରୋ: ବହୁ ଚର୍ଚିତ ହାଇଦ୍ରାବାଦ୍ ନିଜାମଙ୍କ ପାଣ୍ଠି ମାମଲା ଏବେ ରୋଚକ ମୋଡ ନେବାକୁ ଯାଉଛି । ବ୍ରିଟେନ୍ ଅଦାଲତରୁ ଆଇନଗତ ଲଢେଇରେ ବିଜୟ ହାସଲ ପରେ ଏବେ ଆରମ୍ଭ ହୋଇଛି ବିଚାର, ସମ୍ପତି ଭାଗବଂଟାରୁ କାହାକୁ ମିଳିବ କେତେ । ବ୍ରିଟେନ ଅଦାଲତଙ୍କ ରାୟ ହାଇଦ୍ରାବାଦ ନିଜାମଙ୍କ ପରିବାର…