Daily Archives

September 19, 2019

୪୦ ଡ଼ିଗ୍ରୀ ତାପମାତ୍ରାରେ ସେଓ ଚାଷ। କମ୍ ଖର୍ଚ୍ଚରେ ମିଳୁଛି ଅଧିକ ଲାଭ। କୋରାପୁଟର ସଫଳ ଚାଷୀ ୨ ଭାଇଙ୍କୁ ଚାରିଆଡୁ…

କନକ ବ୍ୟୁରୋ: ୪୦ ଡିଗ୍ରୀ ତାପମାତ୍ରାରେ ମଧ୍ୟ ସେଓ ଚାଷ ହୋଇପାରିବ । ଖାଲି ଇଚ୍ଛା ଶକ୍ତି ଥିବା ଦରକାର । ୧୦ଟି ଗଛରୁ ୫୦ ରୁ ୬୦ କେଜି ସେଓ ଅଦାୟ କରି ଜିଲ୍ଳା ତଥା ରାଜ୍ୟରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି କୋରାପୁଟ ଜିଲ୍ଳା ଲକ୍ଷ୍ମିପୁର ବ୍ଳକର ୨ ଭାଇ ସରତ ସାହୁ ଓ ଗୋବିନ୍ଦ…

ନାସିକରେ ରାଲି କରି ମହାରାଷ୍ଟ୍ରରେ ପ୍ରଚାର ବିଗୁଲ ଫୁଙ୍କିଲେ ମୋଦି: ‘ମହାଜନାଦେଶ ଯାତ୍ରା’ ସମାବେଶକୁ ସମ୍ବୋଧିତ କରି…

କନକ ବ୍ୟୁରୋ: ନାସିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନାସିକରେ ପହଂଚିବା ପରେ ମୋଦିଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଓ ବିଜେପିର ବରିଷ୍ଠ ନେତାମାନେ ଜୋରଦାର ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଆଜି ନାସିକରେ ରାଲିକୁ ସମ୍ବୋଧିତ କରି ମହାରାଷ୍ଟ୍ରରେ…

ରାମଲୀଳାରେ ଶ୍ରୀରାମଚନ୍ଦ୍ରଙ୍କ ପିତୃବିୟୋଗର ଅଭିନୟ କରୁ କରୁ ସତରେ ଚିର ନିଦ୍ରାରେ ଶୋଇଗଲେ କଳାକାର! କଳାକାରଙ୍କ…

ଆଧ୍ୟାତ୍ମିକ , ସଂସ୍କୃତି ଏବଂ ପରମ୍ପରାର ଏକ ରୂପ ହେଉଛି ରାମଲୀଳା । ଗାଁ ଗହଳିଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବିଭିନ୍ନ ବେଶପୋଷାକ ଧାରଣ କରି କଳାକାର ମାନେ ନିଖୁଣ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତନ୍ତି । ଚରିତ୍ରକୁ ଜୀବନ୍ତ ରୁପ ଦେବାକୁ ଯାଇ କଳାକାର ଯେ ନିଜକୁ ଭୁଲିଯାଏ ଏଥିରେ କୌଣସି…

କେମିତି ‘ହାତ’ ଟେକିବ କଂଗ୍ରେସ? ଫର୍ମୁଲା କହିଲେ ତାରା, ଗୋଟିଏ ବିଲେଇ ରହିବ ଭଲ ମୂଷା ଧରିବ । 

କନକ ବ୍ୟୁରୋ : ତାତିଲେ ତାରା । କଂଗ୍ରେସର ଏ ଦଶା ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଦାୟୀ କରିବା ସହ ପ୍ରବଳ ବର୍ଷିଛନ୍ତି ତାରା । ରାଜ୍ୟ କଂଗ୍ରେସର ସଭାପତିଙ୍କ କଥା ମାନିଲେ ହିଁ ଦଳ ଉଧେଇ ପାରିବ ବୋଲି କହିଛନ୍ତି ତାରା । ପୁଳା ପୁଳା ସମ୍ପାଦକ, କାର୍ଯ୍ୟକାରୀ ସଭାପତିଙ୍କ ପାଇଁ ଦଳକୁ ବଡ…

ବାପା ନୁହେଁ, ବିଧବା ବୋହୂର କନ୍ୟାଦାନ କଲେ ଶ୍ୱଶୁର : ପୁଅ ଗଲା ପରେ ଅସହ୍ୟ ହେଲା ବୋହୂର ବେଦନା, ସମ୍ପର୍କୀୟ ଯୁବକଙ୍କୁ…

କନକ ବ୍ୟୁରୋ : ଶ୍ୱଶୁର ନୁହେଁ ତ ବାପା । ବାପା ଠାରୁ ବଳି କାମ କଲେ ଶ୍ୱଶୁର । ବିଧବା ବୋହୂର କନ୍ୟାଦାନ କଲେ ଶ୍ୱଶୁର । ଅନୁଗୁଳ ଜିଲ୍ଲାର ଜଣେ ପୂର୍ବତନ ମହିଳା ସରପଞ୍ଚ ବିଧବା ବୋହୂକୁ ବାହାଦେଇ ଉଦାହରଣ ସୃଷ୍ଟି କରିଥିବା ବେଳେ ସମାନ ଘଟଣା ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ…

ପୁଣି ଚର୍ଚ୍ଚାରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ । ଶବରୁ ଆଖି ଗାଏବ ହେବା ପରେ ଏବେ ବେଡରୁ ରୋଗୀ ନିଖୋଜ । ହେଲେ ମେଡିକାଲ…

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଶବରୁ ଆଖି ଗାଏବ ହେବା ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଏବେ ହସ୍ପିଟାଲ ବେଡରୁ ରୋଗୀ ନିଖୋଜ ହେବା ଖବର ସମସ୍ତଙ୍କୁ କରିଦେଇଛି ଚକିତ । ତେବେ ଚିକିତ୍ସାଳୟରେ ଏତେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ କିଭଳି ଜଣେ ରୋଗୀ…