Daily Archives

September 19, 2019

ଗୁଗୁଲ୍ ପେ’ ପାଇଁ ଭାରତରେ ଲଞ୍ଚ୍ ହେଲା Tokanized Card ! ଜାଣନ୍ତୁ କିଭଳି କାମ କରେ ଏହି କାର୍ଡ ।

ଗୁଗୁଲ୍ ଫର୍ ଇଣ୍ଡିଆ ପକ୍ଷରୁ ଆୟୋଜନ କରାଯାଇଥିବା ଇଭେଣ୍ଟ୍ ରେ ଗୁଗୁଲ୍ ପେ’ ପାଇଁ ଅନେକ ସେବାର ବିବରଣୀ ଦିଆଯାଇଛି । ଗୁଗୁଲ୍ ପେ’ ମାଧ୍ୟମରେ କମ୍ପାନୀ ଭାରତରେ ଅନେକ ସଫଳତା ହାସଲ କରିଥିବା କଥା କୁହାଯାଇଛି । ମାତ୍ର ୨ ବର୍ଷ ମଧ୍ୟରେ ୧୭ ମିଲିୟନ୍ ରେ ଥିବା ଗ୍ରାହକଙ୍କ ସଂଖ୍ୟା ବଢି ଏବେ ୯୧୮…

ଶବଦାହ ପାଇଁ କାଠ ବିକୁଛନ୍ତି କୁସ୍ତି ଚାମ୍ପିୟନ୍ । ସ୍ୱର୍ଗଦ୍ୱାରରେ ବିତୁଛି ମଲ୍ଲ ଯୋଦ୍ଧା ବୈଦ୍ୟନାଥଙ୍କ ଦୁର୍ବିସହ…

କନକ ବ୍ୟୁରୋ: ମଲ୍ଲଯୋଦ୍ଧା ତଥା କୁସ୍ତି ସହର କୁହାଯାଉଥିବା ପୁରୀରେ ପ୍ରତିଭାଙ୍କ ଅଭାବ ନାହିଁ । କାହିଁ କେଉଁ କାଳରୁ ମହାପ୍ରଭୁଙ୍କୁ ସୁରକ୍ଷା ଦେବାକୁ ପୁରୀରେ ଉତ୍ପତ୍ତି ହୋଇଛି ‘ଜାଗା’ ଘର । ଯେଉଁଠି ସୁନ୍ଦର ସ୍ୱାସ୍ଥ୍ୟ ଏବଂ କୁସ୍ତି ପାଇଁ ସାହିର ଯୁବକମାନେ ଆରମ୍ଭ କରିଥାନ୍ତି ପ୍ରଶିକ୍ଷଣ…

ଆଇଏସଆଇ ଏବଂ ପାକିସ୍ତାନ ସେନାର ମିଳିତ ଷଡ଼ଯନ୍ତ୍ର ! ଜିହାଦୀଙ୍କୁ ଦିଆଯାଉଛି ନ୍ୟୁକ୍ଲିୟର୍ ଯୁଦ୍ଧର ତାଲିମ , ଜାଲରେ…

ଆଇଏସଆଇ ଏବଂ ପାକ୍ ଆର୍ମି ଏଭଳି ଏକ ବିପଦପୂର୍ଣ୍ଣ ଷଡ଼ଯନ୍ତ୍ରର ତାଲିମ୍ ନେଉଛନ୍ତି ଯାହା କେବଳ ପାକିସ୍ତାନକୁ ହିଁ ନୁହଁ ସମ୍ପୁର୍ଣ୍ଣ ଦୁନିଆକୁ ଧ୍ୱଂସାବିମୁଖେ ଆଡକୁ ଟାଣି ନେଇଯିବ । ଥରେ ଚିନ୍ତା କରନ୍ତୁ ଯଦି ପରମାଣୁ ଭଳି ବିସ୍ଫୋଟକ ଆତଙ୍କବାଦୀଙ୍କ ହାତରେ ଲାଗିଗଲା ତେବେ ଦୁନିଆର ହେବ କ’ଣ?…

ପୁନର୍ଗଠନ ହେବ ପିସିସି କମିଟି । ତଳୁ ଉପର ପର୍ଯ୍ୟନ୍ତ ସମସ୍ତ କମିଟିର ହେବ ପୁନର୍ଗଠନ, ଜୋନ କମିଟି ବଦଳରେ ରହିବ ବ୍ଲକ…

କନକ ବ୍ୟୁରୋ : ପୁନର୍ଗଠିତ ହେବ ପିସିସି କମିଟି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ମୁଖିଆ ନିରଞ୍ଜନ ପଟ୍ଟନାୟକ । ଏଆଇସିସିର ନିର୍ଦ୍ଦେଶ କ୍ରମେ ପିସିସି କମିଟି ପୁନର୍ଗଠନ କରାଯିବ ବୋଲି କହିଛନ୍ତି ନିରଞ୍ଜନ । କମିଟି ଗଠନ ନେଇ ଚଳିତ ମାସରୁ କାମ ଆରମ୍ଭ କରାଯିବ । ଏହି ସମୟ ମଧ୍ୟରେ…

ସଜା ପାଇଲା ସଇତାନ୍ : ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଫାଶୀ ଦଣ୍ଡାଦେଶ

କନକ ବ୍ୟୁରୋ : ସଜା ପାଇଲା ସଇତାନ୍। ଦୁଷ୍କର୍ମକାରୀକୁ ଫାଶୀଦଣ୍ଡ ଦଣ୍ଡାଦେଶ । ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ । କଟକ ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଫାଶୀଦଣ୍ଡ । ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଫାଶୀ ଦଣ୍ଡାଦେଶ…

ଯୁଦ୍ଧାଭ୍ୟାସ ସମୟରେ ଆମେରିକା ସୈନ୍ୟ ବଜାଇଲେ “ଜନ-ଗଣ-ମନ” ର ଧୁନ୍ ! ପୂର୍ବରୁ ଦ୍ୱିଦେଶ ସେନା ମିଶି ଗାଇଥିଲେ ଆସାମ୍…

ନିକଟରେ ଆମେରିକାର ୱାଶିଂଟନ୍ ରେ ଭାରତ-ଆମେରିକା ଯୁଦ୍ଧ ଅଭ୍ୟାସ ସମୟରେ ଆମେରିକା ଏବଂ ଭାରତୀୟ ସେନାର ଯବାନ ମାନେ ମିଶି ଆସାମ ରେଜିମେଣ୍ଟର ଯୋଦ୍ଧା ବଦଲୁରାମ୍ ଙ୍କୁ ମନେ ପକାଇ ଗୀତ ଗାଇ ନାଚିଥିବାର ଦେଖାଯାଇଥିଲେ । ତେବେ ବର୍ତ୍ତମାନ ଆମେରିକା ସୈନ୍ୟ ଆଉ ଏକ ଭିଡିଓ ଭାଇରାଲ୍ ହୋଇଛି ,…