Daily Archives

September 18, 2019

ଅମାନୁଷିକତାର ସୀମାପାର ! ପ୍ରଥମେ ପ୍ରେମୀଯୁଗଳଙ୍କୁ ନିର୍ଦ୍ଧୁମ ପିଟିଲେ , ପରେ ପ୍ରେମିକାକୁ କାନ୍ଧରେ ଉଠାଇ ଗାଁରେ…

ପ୍ରେମୀଯୁଗଳଙ୍କୁ ନିର୍ଦ୍ଧୁମ ମାଡ଼ । ପରେ ପ୍ରେମିକାକୁ କାନ୍ଧରେ ଧରି ପ୍ରେମିକର ପରେଡ୍ । ଏଭଳି ଅମାନୁଷିକ ଘଟଣା ଘଟିଛି ଗୁଜୁରାଟର ଦାହୋଦ୍ ଜିଲ୍ଲ୍ାରେ । ଏଠାରେ ପ୍ରେମୀଯୁଗଳଙ୍କୁ  ମାଡ଼ ମାରିବା ଘଟଣା ଏବେ ଚର୍ଚ୍ଚାର ପରିସରକୁ ଆସିଛି । ଘଟଣା ସାମ୍ନାକୁ ଆସିବା ପରେ ପୋଲିସ୍ ଜାଞ୍ଚ୍ କରିବା…

ଅଣ୍ଟାଏ ପାଣିରେ ବୁଡିଛି ଧାନଗଛ : କେବେ ଛାଡିବ ପାଣି, ଶୁଖିବ ଜମି , ଚିନ୍ତାରେ ଚାଷୀ

କନକ ବ୍ୟୁରୋ : ଲଗାଣ ବର୍ଷା ପରେ ବନ୍ୟା ଉଜାଡ଼ି ଦେଲା ହେକ୍ଟର ହେକ୍ଟର ଧାନ ଫସଲ । ଚାଷ ଜମିରେ ପାଣି ଲହରୀ ଭାଙ୍ଗୁଥିବା ବେଳେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ୭ ଗୋଟି ପଞ୍ଚାୟତର ହେକ୍ଟର ହେକ୍ଟର ଧାନ ଫସଲ ନଷ୍ଟ ହୋଇ ଗଲାଣି । ପାଣି ନିଷ୍କାସନ ସମସ୍ୟା ଯୋଗୁଁ ଧାନ ସବୁ ପୋଚି ନଷ୍ଟ…

ଭିତରକନିକାରେ ବଦଳିଛି ପକ୍ଷୀଙ୍କ ଠିକଣା : ବଗଗହନ ଛାଡି ଲକ୍ଷ୍ମୀପ୍ରସାଦ ଆଡରେ ବସା ବାନ୍ଧିଛନ୍ତି ବିଦେଶାଗତ ପକ୍ଷୀ

କନକ ବୁରୋ : ରାଜନଗର ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଆଜିଠୁ ପକ୍ଷୀ ଗଣନା ଅରମ୍ଭ ହୋଇଛି ।  ଆଜି ଠାରୁ ଆରମ୍ଭ ହୋଇଥିବା ପ୍ରକ୍ରିୟା ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ପକ୍ଷୀଗଣନା କରିବାକୁ ୨ଟି ଦଳ ଗଠନ କରାଯାଇଛି । ମୁଖ୍ୟତଃ ଏହି ସମୟରେ କାପରଖାଇ, ଅଜଂନା, ରାଣୀବଗ ,…

ଦଶହରା ପୂର୍ବରୁ ରେଳ କର୍ମଚାରୀଙ୍କୁ ସରକାର ଦେଲେ ପୂଜା ଭେଟି ! କର୍ମଚାରୀଙ୍କୁ ମିଳିବ ୭୮ ଦିନର ବୋନସ୍ 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ହୋଇଥିବା କ୍ୟାବିନେଟ୍ ବୈଠକରେ ଅନେକ ବଡ଼ ବଡ଼ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ୍ ବୈଠକର ନିଷ୍ପତ୍ତି ର ସୂଚନା ଦେବାକୁ ଯାଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବେଡକର କହିଛନ୍ତି ଯେ ରେଲୱେ କର୍ମଚାରୀଙ୍କୁ ବି ବୋନସ୍ ମିଳିବ । ରେଲୱେ…

ଇ-ସିଗାରେଟ୍ ଉପରେ ସରକାର ଲଗାଇଲେ ବ୍ୟାନ୍ ! ନିୟମ ଭାଙ୍ଗିଲେ ଜରିମାନା ଦେବା ସାଙ୍ଗକୁ ଯିବେ ଜେଲ୍ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ହୋଇଥିବା ବୈଠକରେ କ୍ୟାବିନେଟ୍ ରେ ଇ-ସିଗାରେଟ୍ ଉପରେ ବ୍ୟାନ୍ ଲଗାଇବାର ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଉପରେ କ୍ୟାବିନେଟ୍ ମଧ୍ୟ ମଞ୍ଜୁରୀ ଲଗାଇ ଦେଇଛି । କ୍ୟାବିନେଟ୍ ଇ-ସିଗାରେଟ୍ ର ଆମଦାନୀ ,ପ୍ରଡକ୍ସନ୍ ଏବଂ ବିକ୍ରି…

ହସଖୁସିର ସଂସାରରେ ଦୁଃଖର କଳାବାଦଲ  : ସ୍ୱାମୀ ଆଖିକୁ ଦିଶୁନି, ସ୍ତ୍ରୀ କର୍କଟ ରୋଗାକାନ୍ତ,  ସ୍ତ୍ରୀର ଚିକିତ୍ସା ପାଇଁ…

କନକ ବ୍ୟୁରୋ :  ସୁଖର ସଂସାର ଉପରେ ଦୁଃଖର କଳାବାଦଲ । ସ୍ୱାମୀ ଦୃଷ୍ଟିହୀନକୁ ସ୍ତ୍ରୀ କର୍କଟ ରୋଗାକାନ୍ତ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏହି କରୁଣ କାହାଣୀ ହେଉଛି ବାଲେଶ୍ୱର ଲଙ୍ଗଳେଶ୍ୱର ଗ୍ରାମର ବିଷ୍ଣୁପଦ ବେହେରାଙ୍କର । ଦୁଇ ପୁଅ, ସ୍ତ୍ରୀକୁ ନେଇ ଖୁସିରେ ଚାଲିଥିଲା…