Daily Archives

September 18, 2019

ଆକ୍ସନରେ ଗଣଶିକ୍ଷା ମନ୍ତ୍ରୀ : ଅଚାନକ ବାଲିଅନ୍ତା ସ୍କୁଲ ଓ ବିଇଓ ଅଫିସରେ ପହଞ୍ଚିଲେ ସମୀର ଦାସ, ଅନୁପସ୍ଥିତ…

କନକ ବ୍ୟୁରୋ : ଆକ୍ସନରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସମୀର ଦାଶ ଆଜି  ଅଚାନକ ବାଲିଅନ୍ତା ବ୍ଲକ ଏଜୁକେଶନ ଅଫିସ ସହ ନୂଆପାଟଣା ୟୁପି ସ୍କୁଲ ଓ ପ୍ରତାପ ଶାସନ ହାଇସ୍କୁଲ ଗସ୍ତ କରିଛନ୍ତି । ବାଲିଅନ୍ତାବିଇଓ ଅଫିସରେ ଗଣଶିକ୍ଷା ମନ୍ତ୍ରୀ ଗଲାବେଳେ ଅଫିସରେ ଅନେକ କର୍ମଚାରୀ ଉପସ୍ଥିତ…

ଭାରତୀୟ ସେନା ଅଧିକାରୀଙ୍କ ଫେକ୍ ଟ୍ୱିଟର ଆକାଉଣ୍ଟ୍ ଖୋଲି ମିଛ ପ୍ରଚାର ଏବଂ ପ୍ରସାର କରୁଛି ପାକିସ୍ତାନ ! ପ୍ରତି…

ଆତଙ୍କବାଦୀଙ୍କ ମାଧ୍ୟମରେ ଭାରତରେ କ୍ଲେଶ ପ୍ରସାରିତ କରିବାକୁ ପାକିସ୍ତାନ ସବୁବେଳେ ଚାହୁଁଛି କିନ୍ତୁ ଭାରତୀୟ ସେନା ଦେଶର ସୁରକ୍ଷା କବଚ ହୋଇ ପ୍ରତିଥର ଆଗକୁ ଆସିଯାଉଛି । ସେନା ଅପରେସନ୍ ଅଲ୍ ଆଉଟ୍ ଚଲାଇ ପାକିସ୍ତାନ ଏବଂ ତାର ଆତଙ୍କବାଦୀ ସଂଗଠନର ମନୋବଳକୁ ବାରମ୍ବାର ଭାଙ୍ଗିବାରେ ସଫଳ…

ଟଙ୍କା ଫେରାଇବେ ଅଯୋଗ୍ୟ ‘କାଳିଆ’ ହିତାଧିକାରୀ: ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ, କହିଲେ ଟଙ୍କା ଫେରାଇବା ପାଇଁ…

କନକ ବ୍ୟୁରୋ: ଅଯୋଗ୍ୟ ‘କାଳିଆ’ ହିତାଧିକାରୀଙ୍କଠାରୁ ଟଙ୍କା ଫେରସ୍ତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରୟା ଦେଇ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରସ୍ତ ପାଇଁ ବ୍ୟବସ୍ଥା…

ପି.ଭି ସିନ୍ଧୁଙ୍କ ପ୍ରେମରେ ୭୦ ବର୍ଷୀୟ ବୃଦ୍ଧ ! ବିବାହ କରିବା ପାଇଁ ଆବେଦନ ନେଇ ପହଁଚିଲେ ତହସିଲ୍ କାର୍ଯ୍ୟାଳୟ ,…

ସେ ସିନେ ତାରକା ହୁଅନ୍ତୁ କି ଖେଳାଳୀ ପ୍ରଶଂସକଙ୍କ ମନ ଯାହା ପାଖେ ଅଟକିଲା ସେ ତା’ ପାଇଁ ପାଲଟିଯାଏ ପାଗଳ । ଆଉ ଏମିତି ଜଣେ ପାଗଳ ପ୍ରଶଂସକ ହେଉଛନ୍ତି ୭୦ ବର୍ଷୀୟ ଏହି ବୃଦ୍ଧବ୍ୟକ୍ତି । ତାମିଲନାଡୁର ରାମନାଥପୁରମ୍ ଜିଲ୍ଲାରେ ରହୁଥିବା ଏହି ବୃଦ୍ଧ ଜଣକ କୌଣସି ଅଭିନେତ୍ରୀ ନୁହେଁ ପଡିଛନ୍ତି…

ଧରାପଡିଲେ ଡ୍ରଗ୍ସ କୁଇନ୍: ପଶ୍ଚିମବଙ୍ଗରୁ ଆସି ଭୁବନେଶ୍ୱରରେ ରହି କରୁଥିଲେ ଧଳାଜହର କାରବାର

କନକ ବ୍ୟୁରୋ: ଧରାପଡିଲା ଡ୍ରଗ୍ସ କୁଇନ୍ । ଭୁବନେଶ୍ୱରରୁ ଧରାପଡିଛି ଧଳାଜହର କାରାବାର କରୁଥିବା ମହିଳା ମାଫିଆ ହାଇନାରା ଖାତୁନ । ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଆସି ଖାତୁନ ଲକ୍ଷ୍ମୀସାଗରର ହଳଦିପଡିଆ ବସ୍ତିରେ ରହି ଏହି କାରବାର ଚଳାଇଥିଲା । ଅନ୍ୟ ମାମଲାରେ ବି ଖାତୁନକୁ ଖୋଜୁଥିଲା…

ଏକ ମାସ ମଧ୍ୟରେ ଆସିପାରେ ଅଯୋଧ୍ୟା ଜମି ବିବାଦ ମାମଲାର ରାୟ : ଅକ୍ଟୋବର ୧୮ ସୁଦ୍ଧା ଜବାବ ସୁଆଲ ସାରିବାକୁ ଅପିଲ କଲେ…

କନକ ବ୍ୟୁରୋ : ନଭେମ୍ବର ମାସରେ ଆସିପାରେ ଅଯୋଧ୍ୟା ଜମି ବିବାଦ ମାମଲାର ରାୟ । ଆଜି  ମାମଲାର ଶୁଣାଣି ସମୟରେ ସାମ୍ବିଧାନିକ ଖଣ୍ଡପୀଠ, ମାମଲାର ଶୁଣାଣି କେତେ ଦିନ ଚାଲିବ ସେନେଇ ବିଚାର ବିମର୍ଶ କରିଛନ୍ତି । ପ୍ରଧାନ ବିଚାରପତି କହିଛନ୍ତି ଆମେ ଆଶା କରୁଛୁ ଅକ୍ଟୋବର ୧୮ ସୁଦ୍ଧା ମାମଲର ଶୁଣାଣି…