Daily Archives

September 3, 2019

ସବୁଜିମା ପାଇଁ କୁନିପିଲାଙ୍କ ସଙ୍କଳ୍ପ : ଗଞ୍ଜାମର ୮୭୮ ବିଦ୍ୟାଳୟରେ କିଚେନ୍ ଗାର୍ଡେନ୍, ମଧ୍ୟାହ୍ନ ଭୋଜନରେ ସବୁଜ ତଥା…

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଦିଗପହଣ୍ତି ବ୍ଲକ୍‌ ଖମାରି ଗାଁ ପଞ୍ଚାୟତର ନରେନ୍ଦ୍ରବାଲି ଗାଁ । ଏହି ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସ˚ଖ୍ୟା ୨୦ ମଧ୍ୟରେ ସୀମିତ । ହେଲେ ଏଠାରେ ପଢୁଥିବା କୋମଳମତି ଛାତ୍ରଛାତ୍ରୀ ସେମାନଙ୍କ କୁନି ହାତରେ ବିଦ୍ୟାଳୟ ପରିସରରେ ସୃଷ୍ଟି…

ଗଙ୍ଗୁଆ ନାଳ ନିକଟରେ ଜମି ଜବରଦଖଲ ଉଚ୍ଛେଦକୁ ବିରୋଧ : ଶ୍ରୀଲିଙ୍ଗରାଜ ମନ୍ଦିରରେ ସକାଳ ୭ଟା ୩୦ରୁ ବନ୍ଦ ରହିଛି…

କନକ ବ୍ୟୁରୋ : ଗଙ୍ଗୁଆ କୂଳରେ ଲିଙ୍ଗରାଜଙ୍କ ଜମିରୁ ଜବରଦଖଲ ଉଚ୍ଛେଦ ଦାବିରେ ଲିଙ୍ଗରାଜ ମନ୍ଦିରରେ ନୀତି ବନ୍ଦ ହୋଇଛି ।  ଏଥିଲାଗି ପ୍ରଶାସନକୁ ଦାୟୀ କରି ପୂଜାପଣ୍ଡା ନିଯୋଗ ଓ ବ୍ରାହ୍ମଣ ନିଯୋଗ ନୀତି ବନ୍ଦ କରିଛନ୍ତି । ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୋଷ ହୋମ ନୀତି ବନ୍ଦ ରହିଛି । …

ଥରହର ଶତ୍ରୁଦେଶ, ବାୟୁସେନା ହାତରେ ନୂଆ ଅସ୍ତ୍ର : ସେନାରେ ସାମିଲ ହେଲା ୮ଟି ଲଢ଼ୁଆ ଆପାଚେ ହେଲିକପ୍ଟର 

କନକ ବ୍ୟୁରୋ : ଭାରତୀୟ ବାୟୁସେନାର ବଢ଼ିଲା ଶକ୍ତି  । ଭାରତୀୟ ବାୟୁସେନାରେ ଆଜି ସାମିଲ ହେଲା ଅତ୍ୟାଧୁନିକ ଆପାଚେ ହେଲିକପ୍ଟର  । ଆପାଚେ ଏଏଚ ୬୪- ଇର ୮ଟି ହେଲିକପ୍ଟର ବାୟୁସେନାରେ ସାମିଲ ହୋଇଛି ।  ଦୁନିଆର ସବୁଠୁ ଲଢ଼ୁଆ ହେଲିକପ୍ଟର ଭାବେ ଏହାକୁ ଗ୍ରହଣ କରାଯାଇଥାଏ । ଆମେରିକା ସେନା…

ରାଗିଂର ଶିକାର ହୋଇ ଅଧାରୁ ପାଠପଢ଼ା ଛାଡ଼ିଥିଲେ , ଏବେ କେରଳ ପ୍ରଥମ କିନ୍ନର ସାମ୍ବାଦିକ ନିଯୁକ୍ତ ହେଲେ ହେଦୀ ସାଦିଆ

କନକ ବ୍ୟୁରୋ : ସମୟ ବଦଳୁଛି । ସମାଜର ଚିରାଚରିତ ବିଚାରଧାରାରେ ପରିବର୍ତ୍ତନ ଆସୁଛି । କିନ୍ନରଙ୍କ ପ୍ରତି ଥିବା ସମାଜର ଭିନ୍ନ ଦୃଷ୍ଟିଭଙ୍ଗୀ ଧୀରେ ଧୀରେ ବଦଳୁଛି । ତୃତୀୟ ଲିଙ୍ଗ ପ୍ରତି ଥିବା ଅସୂୟାଭାବ ଧୀରେ ଧୀରେ ଦୂରୀଭୂତ ହେଉଛି । ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି କିନ୍ନର ।…

ଗଣପର୍ବ ନୂଆଖାଇ ପାଇଁ ଉତ୍ସବମୁଖର ପୁରପଲ୍ଲୀ : ନିର୍ଦ୍ଧାରିତ ଲଗ୍ନ ଅନୁସାରେ ମା ସମଲେଶ୍ୱରୀଙ୍କ ନିକଟରେ ଲାଗି ହେଲା…

କନକ ବ୍ୟୁରୋ : ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସମ୍ବଲପୁରର ଇଷ୍ଟଦେବୀ ମା ସମଲେଈଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ପରମ୍ପରା ଅନୁସାରେ ମାଙ୍କ ନିକଟରେ ଲାଗି ହୋଇଛି ନୂଆ ଚାଉଳ । ସେହିପରି ପଶ୍ଚିମ ଓଡିଶାର ଅନ୍ୟ ପ୍ରମୁଖ ଦୈବୀପୀଠ ପାଟଣେଶ୍ୱରୀ,…

ଚନ୍ଦ୍ର ଅଭିଯାନରେ ଚନ୍ଦ୍ରଯାନ-୨ର ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା : ଆଜି କକ୍ଷପଥ ବଦଳାଇବ ଲ୍ୟାଣ୍ଡର ବିକ୍ରମ 

କନକ ବ୍ୟୁରୋ : ଚନ୍ଦ୍ର ଅଭିଯାନର ଆଜି ଆଉ ଏକ ପାଦ ଆଗେଇବ ଚନ୍ଦ୍ରଯାନ-୨ । ଅର୍ବିଟରରୁ ଅଲଗା ହୋଇସାରିଥିବା ଲାଣ୍ଡର ବିକ୍ରମ ଆଜି ପ୍ରବେଶ କରିବ ନୂଆ କକ୍ଷ ପଥରେ । ଇସ୍ରୋର ମିଶନ ମୁନରେ ଚନ୍ଦ୍ରଯାନ- ୨ର ଏହା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଅର୍ବିଟରରୁ ଅଲଗା ହୋଇଥିବା ଲ୍ୟାଣ୍ଡର ବିକ୍ରମକୁ…