Daily Archives

August 30, 2019

ପ୍ରଥମ ଥର ପାଇଁ ଗାଁରେ ପଡିଲା ଜିଲ୍ଲାପାଳଙ୍କ ପାଦ । ଖୁସିରେ ଝୁମି ଉଠିଲେ ଲୋକେ । ଗାଁର ସର୍ବୋଚ୍ଚ ସମ୍ମାନ ଦେଇ…

କନକ ବ୍ୟୁରୋ: ମିଜୋରମ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଯେଉଁଥିରେ ଜିଲ୍ଲାପାଳଙ୍କୁ ଗ୍ରାମବାସୀମାନେ ପାଲିଙ୍କିରେ ବସାଇ ବୋହି ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଦୃଶ୍ୟ ମିଜୋରମର ତିସୋପି ଗାଁର । ଘଟଣାଟି କିଛି ଏପରି ଥିଲା । ଅଗଷ୍ଟ ୧୭ତାରିଖରେ…

ସିବିଆଇ ପଞ୍ଝାରୁ ମୁକୁଳି ପାରୁନାହାନ୍ତି ଚିଦାମ୍ବରମ । ପୁଣି ବଢିଲା ରିମାଣ୍ଡ ଅବଧି, ସେପ୍ଟେମ୍ବର ୨ ତାରିଖ ଯାଏଁ…

କନକ ବ୍ୟୁରୋ : ପୁଣି ରିମାଣ୍ଡରେ ଗଲେ ପି. ଚିଦାମ୍ବରମ । ଆସନ୍ତା ସେପ୍ଟେମ୍ବର ୨ ତାରିଖ ଯାଏଁ ବଢିଲା ଚିଦାମ୍ବରମଙ୍କ ରିମାଣ୍ଡ ଅବଧି । ଚିଦାମ୍ବରମଙ୍କୁ ରିମାଣ୍ଡରେ ନେବାକୁ ସିବିଆଇକୁ ରାଉଜ ଏଭିନ୍ୟୁ କୋର୍ଟ ଅନୁମତି ଦେଇଛନ୍ତି । ଏହାପୂର୍ବରୁ ୨ ଦଫାରେ ଚିଦାମ୍ବରମଙ୍କୁ ୯ ଦିନିଆ ରିମାଣ୍ଡରେ…

ପାକିସ୍ତାନରେ ବନ୍ଧୁକ ମୁନରେ ଶିଖ ଯୁବତୀଙ୍କ ଧର୍ମ ପରିବର୍ତ୍ତନ ଅଭିଯୋଗ। ଯୁବତୀଙ୍କୁ ଜୋର ଜବରଦସ୍ତ ଉଠାଇ ନେଇ ଇସଲାମ…

କନକ ବ୍ୟୁରୋ: ବନ୍ଧୁକ ମୁନରେ ଶିଖ ଯୁବତୀଙ୍କ ଧର୍ମ ପରିବର୍ତ୍ତନ କରାଯାଇଥିବା ପରି ଏକ ସମ୍ବେଦନଶୀଳ ଅଭିଯୋଗ ଆସିଛି । ଏପରିକି ଇସଲାମ ଧର୍ମକୁ ପରିବର୍ତ୍ତନ କରାଯାଇ ମୁସଲମାନ ଯୁବକଙ୍କ ସହ ବିବାହ ମଧ୍ୟ କରାଯାଇଥିବା ପୀଡିତାଙ୍କ ପରିବାର ଅଭିଯୋଗ କରିଛନ୍ତି । ପାକିସ୍ତାନ ଲାହୋର ନନକାନା ସାହିବ…

କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ଇଡି ନୋଟିସ୍ ମାମଲା: କହିଲେ, ରାଜନୈତିକ ଉଦ୍ଦେଶ୍ୟ ରଖାଯାଇ ନୋଟିସ୍ ଜାରି କିଛି…

କନକ ବ୍ୟୁରୋ: ମନି ଲଣ୍ଡ୍ରିଂ ମାମଲାରେ ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ନୋଟିସ୍ ପରେ ସେ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି । ଆଜି ଦିଲ୍ଲୀରେ ହାଜର ହେବାକୁ ଶିବକୁମାରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ୍ ଜାରି କରିଥିଲା । ଇଡି ନୋଟିସକୁ ଚ୍ୟାଲେଂଜ…

ଶହେ ବର୍ଷ ପରେ ଗାଁ ପାଇଛି ପ୍ରଥମ ମାଟ୍ରିକ୍ ପାସ ଛାତ୍ର: ଦଶମ ପାସ୍ କରି ଆଦିବାସୀ ଗାଁର ଇତିହାସରେ ଆଉ ଏକ ଫର୍ଦ୍ଦ…

କନକ ବ୍ୟୁରୋ: ଶହେ ବର୍ଷ ପରେ ବଦଳିଛି ଗାଁର ଇତିହାସ । ହୋଟେଲରେ କାମ କରିବା ପାଇଁ ପିଲା ଖୋଜା ପଡିଲେ ମନେପଡୁଥିବା ଅନୁଗୁଳର ପବଲା ଗାଁର ଇତିହାସରେ ଯୋଡି ହୋଇଛି ଆଉ ଏକ ନୂତନ ଅଧ୍ୟାୟ । ୧୦ ଦଶନ୍ଧି ପରେ ଗାଁ ପାଇଛି ମାଟ୍ରିକ ପାସ୍ ଆଦିବାସୀ ଛାତ୍ର ସିଦ୍ଧାନ୍ତ ପ୍ରଧାନ । ଶିକ୍ଷା କ୍ଷେତ୍ରରେ…

ମୃତ୍ୟୁର ୫୦ ବର୍ଷ ପରେ ବି କର୍ତ୍ତବ୍ୟରୁ ଓହରିନାହାନ୍ତି ଏହି ବୀର ସହିଦ୍ ଯବାନ ! ସ୍ୱପ୍ନରେ ଆସନ୍ତି ଶତ୍ରୁଙ୍କ…

ଭାରତୀୟ ସେନାର ସାହସିକତା ଏବଂ ଦମ୍ଭୋକ୍ତିର କାହାଣୀ ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟ ସେତିକି ପ୍ରେରଣାଦାୟକ । ପୋଲିସ୍ ହୁଅନ୍ତୁ କିମ୍ବା ସେନା ସଦାବେଳେ ସତର୍କ ରହୁଥିବା ଏହି ଯବାନଙ୍କ ଆଗରେ ଅନ୍ଧବିଶ୍ୱାସର କୌଣସି ସ୍ଥାନ ନଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଖବର କହିବାକୁ ଯାଉଛୁ ତାହା…