Daily Archives

August 30, 2019

ବର୍ଷା ଆଲର୍ଟ: ଅପରାହ୍ଣ ସାଢେ ୪ଟା ସୁଦ୍ଧା ଏହିସବୁ ଜିଲ୍ଲାରେ ହୋଇପାରେ ଘଡଘଡି ସହ ପ୍ରବଳ ବର୍ଷା

କନକ ବ୍ୟୁରୋ: ଆଜି ଅପରାହ୍ଣ ସାଢ଼େ ଚାରିଟା ସୁଦ୍ଧା ରାଜ୍ୟର ତିନିଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କଥା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ତେବେ ଘଡ଼ଘଡ଼ି ଏବଂ ବର୍ଷା ହେବାର ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକ…

‘ବୁଢା ବାପା’ର ଗୁହାରି ଶୁଣ ମୁଖ୍ୟମନ୍ତ୍ରୀ…ଗଂଜାମରୁ ଭୁବନେଶ୍ୱର ଧାଇଁ ଆସିଥିବା ୭୮ ବର୍ଷିୟ ଅଭିମନ୍ୟୁଙ୍କ ଆକୁଳ…

କନକ ବ୍ୟୁରୋ: ଭେଣ୍ଡିଆ ପୁଅଟା ମୋ’ର ଅକାଳରେ ଚାଲିଗଲା । ପରିବାରର ମଙ୍ଗ ସମ୍ଭାଳି ଆସୁଥିବା ଆଶା ବାଡିଟା ୧୧ ବର୍ଷ ପୂର୍ବେ ଟ୍ରକ ତଳେ ଚାପି ହୋଇଗଲା । ପୁଲିସ ପାଖକୁ ଦୌଡିଲି । ହେଲେ ମୋତେ ନ୍ୟାୟ ମିଳିଲାନି । ବଢା ବୟସରେ ୪ ବର୍ଷ କାଳ ବ୍ଲକ ଅଫିସକୁ ଦୌଡିଲା ପରେ ଯାଇ ମିଳିଲା ମାତ୍ର ୧୦…

ଉଚିତ୍ ବ୍ୟବହାରର ପାଠ ପଢିବେ ପୋଲିସ୍ ଅଧିକାରୀ ! ଲୋକଙ୍କ ସହ ଜଡିତ ହେବ ପୋଲିସ୍ ପ୍ରଶାସନ , ଭୁବନେଶ୍ୱରରେ ହେଲା…

ପୋଲିସ ସହ ଲୋକଙ୍କୁ ଯୋଡିବାକୁ ପୁଲିସ ପ୍ରଶାସନର ଉଦ୍ୟମ । ଟ୍ୱିନ ସିଟିର ଅଫିସର ଓ ପ୍ରତି ଜିଲ୍ଲାର ୨ ଅଫିସରଙ୍କ ସହ ଭୁବନେଶ୍ୱରରେ ଡିଜିପି ବୈଠକ କରିଛନ୍ତି । ବିକେ ଶର୍ମା ପୁଲିସ ଡିଜିପି ହେବା ପରେ ଲୋକଙ୍କ ସହ ପୁଲିସର ସଂପର୍କକୁ ଗୁରୁତ୍ୱ ଦେଇଛନ୍ତି । ବୈଠକରେ ଲୋକଙ୍କ ଆସ୍ଥା କିପରି…

ଲୁଗା ବ୍ୟବସାୟୀଙ୍କ ନିଆରା ନିଶା…ବର୍ଜବସ୍ତୁରୁ ତିଆରି କଲେ ବ୍ୟାଟେରୀ ଚାଳିତ ସାଇକେଲ

କନକ ବ୍ୟୁରୋ: ଦୃଢ଼ ଇଛାଶକ୍ତି ଓମନୋବଳ ଥିଲେ ଅସମ୍ଭବକୁ ବି ସମ୍ଭବ କରିହୁଏ ।ଏଭଳି ଏକ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ବାଙ୍କୀର ଜଣେ ଯୁବବ୍ୟବସାୟୀ। ଏହି ଯୁବ ବ୍ୟବସାୟୀ ଜଣକ ଅବ୍ୟବହୃତ ସାମଗ୍ରୀରୁ ତିଆରି କରିଛନ୍ତି ବ୍ୟାଟେରୀ ଚାଳିତ ସାଇକେଲ।ଏବେ ଏହି ସାଇକେଲକୁ ନେଇ ବାଙ୍କୀ ଅଞ୍ଚଳରେ…

ଟୋଲ୍ ପ୍ଲାଜାରେ କର ମାଗିବାରୁ ମହିଳା କର୍ମଚାରୀଙ୍କୁ ଚାପୁଡା ମାରିଲେ ଯୁବକ ! କ୍ରୋଧରେ ଯୁବକଙ୍କ ଚୁଟିକୁ ଧରିଲେ ମହିଳା…

ଗତ କିଛି ମାସ ହେଲା ଟୋଲ୍ ପ୍ଲାଜାରେ ଦୂର୍ଘଟଣା ବଢିବାରେ ଲାଗିିଛି । ଗତଥର ଗୁଡଗାଓଁର ଏକ ଟୋଲ୍ ପ୍ଲାଜାରେ ବେପରୁଆ କାର୍ ଚାଳକଙ୍କୁ ଚାଲାଣ କାଟିବା ସମୟରେ ଯେତେବେଳେ ଟଙ୍କା ମଗାଗଲା କର୍ମଚାରୀଙ୍କୁ ମାଡ ମାରି ଚାଳକ ଫେରାର୍ ହୋଇଯାଇଥିଲା ।  ଏବେ ଗୁଡଗାଓଁରେ ଏଭଳି ଆଉ ଏକ ଖବର ସାମ୍ନାକୁ…

ମାନୁନାହାନ୍ତି ଏମାର ମଠର ମହନ୍ତ। ମଠ ଭିତରେ ବସି ରହିଛନ୍ତି ରାଜଗୋପାଳ ରାମାନୁଜ ଦାଶ। ଜିଲ୍ଲାପାଳ ବୁଝାସୁଝା କରିବା…

କନକ ବ୍ୟୁରୋ: ମାନୁନାହାନ୍ତି ଏମାର ମଠର ମହନ୍ତ ରାଜଗୋପାଳ ରାମାନୁଜ ଦାଶ । ପୁଣି ଥରେ ମଠ ଭିତରେ ବସି ରହିଛନ୍ତି ମହନ୍ତ । ଜିଲ୍ଲାପାଳ ବୁଝାସୁଝା କରିବା ପରେ ବି ସେ ମାନୁ ନାହାନ୍ତି । ଗତକାଲି ରାତିରେ ଜିଲ୍ଲାପାଳ ମହନ୍ତ ରାଜଗୋପାଳ ରାମାନୁଜ ଦାଶଙ୍କୁ ବୁଝାସୁଝା କରିବା ପରେ ସେ ସକାଳେ…