Daily Archives

August 25, 2019

ଯୋଗୀ ରାଜ୍ୟରେ ଅସହାୟ କୃଷକ : ଋଣ ଦେବାକୁ ମନା କଲା ସରକାରୀ ବ୍ୟାଙ୍କ, କିଡ଼ନୀ ବିକ୍ରି କରିବାକୁ ବାଧ୍ୟ ଚାଷୀ

କନକ ବ୍ୟୁରୋ : କୃଷକ ଦେଶର ମେରୁଦଣ୍ଡ । ଦିନ ରାତି କଠିନ ପରିଶ୍ରମ କରି ସମସ୍ତଙ୍କୁ ଦାନା ଯୋଗାଉଥିବା ଚାଷୀ କିନ୍ତୁ ଆଜି ଅସହାୟ । କେନ୍ଦ୍ର ସରକାରଙ୍କ ଏକାଧିକ ଯୋଜନା ସତ୍ୱେ ଚାଷୀମାନେ ସିଧାସଳଖ ଉପକୃତ ହୋଇପାରୁ ନାହାନ୍ତି । କଥାରେ କେତେବେଳେ ଅଭାବି ବକ୍ରି ଆଉ କେତେବେଳେ ରୋଗପୋକ ଆଉ ପୁଣି…

ମାଆ ତ ମାଆ ହୋଇଥାଏ…ରୋଗୀଣା ପୁଅର ଚିକିତ୍ସା ଲାଗି ୧୦ କିମି ଚାଲି ଚାଲି ଆସି ପହଞ୍ଚିଲା ମେଡିକାଲରେ; ତଥାପି…

ମାଆ...ଏଇ ଗୋଟିଏ ଅକ୍ଷର ଭିତରେ ନିହିତ ରହିଛି ସବୁ ଶକ୍ତି। ଜନ୍ମଦାତ୍ରୀ ଜନନୀ ଓ ଜନ୍ମଭୂମି ଉଭୟେ ଗରୀୟସୀ, ଉଭୟେ ସନ୍ତାନଙ୍କୁ କୋଳରେ ଧାରଣ କରିଥାନ୍ତି। ହେଲେ ଜନନୀ ଗର୍ଭରେ ଧାରଣ କରିଥାଏ ସନ୍ତାନକୁ। ସନ୍ତାନ ପାଇଁ ସବୁ ସୁଖସ୍ବାଚ୍ଛନ୍ଦ୍ୟକୁ ନିର୍ବିକାରରେ ବଳି ଦେଇଥାଏ। ସନ୍ତାନର ଦୁଃଖରେ…

ଜଙ୍ଗଲ ଭିତରେ ଗ୍ରାମାଞ୍ଚଳ ଡାକସେବା । ନେଟୱର୍କ ଖୋଜିଖୋଜି ଜଙ୍ଗଲ ଭିତର ପୋଲ ଉପରେ କାମ କରୁଛନ୍ତି କର୍ମଚାରୀ

କନକ ବ୍ୟୁରୋ: ଜଙ୍ଗଲ ଭିତର ପୋଲ ଉପରେ ଚାଲିଛି ଗ୍ରାମାଂଚଳ ଡାକସେବା । ପ୍ରତିଦିନ ଡାକସେବାର କାର୍ଯ୍ୟର ହିସାବ ଦେବା, ଆୟବ୍ୟୟ ସମେତ ବିଭିନ୍ନ ରେକର୍ଡ ଅନଲାଇନରେ ଦେବା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି କେନ୍ଦ୍ର ସରକାର । କିନ୍ତୁ ଗ୍ରାମାଂଚଳ ଗୁଡିକରେ ଇଂଟରନେଟା ସେବାରେ ବ୍ୟାହତ…

ଦୁର୍ଘଟଣା ଉଜାଡ଼ି ଦେଲା ସଂସାର : ଅଲୋଡ଼ା ପାଲଟିଲେ ଭାରତ ମାତାର ବୀର ପୁତ୍ର, ବନ୍ଧୁକ ଧରି ଲାଲଗଡ଼ରେ ରାଜୁତି କରୁଥିବା…

କନକ ବ୍ୟୁରୋ : ଦେଶ ପାଇଁ ହସି ହସି ପ୍ରାଣବଳୀ ଦେଉଥିବା ଯବାନ ଆଜି ଅଲୋଡ଼ା । ଏକ ସାମାନ୍ୟ ଦୁର୍ଘଟଣା ପାଇଁ ବଦଳିଗଲା ବୀର ଯବାନଙ୍କ ଜୀବନ । ଦିନେ ହାତରେ ବନ୍ଧୁକ ଧରି ମାଓବାଦୀଙ୍କ ସହ ଲଢେଇ କରୁଥିବା ଯବାନ ଆଜି ଅକର୍ମଣ୍ୟ । ଅନ୍ୟ ଉପରେ ନିର୍ଭର କରିବା ପାଇଁ ବାଧ୍ୟ । ସାମାନ୍ୟ ଦୁର୍ଘଟଣାର…

ଧର୍ମ ପରିବର୍ତ୍ତନ କରାଉଥିବା ବ୍ୟକ୍ତିଙ୍କୁ ମିଳିବ ଦଣ୍ଡ ! ସଂପତି ବାଜ୍ୟାପ୍ତି ସହ ହୋଇପାରେ ଆଜୀବନ ଜେଲ ଦଣ୍ଡାଦେଶ

ତିନି ତଲାକ୍ ବିରୋଧି ଆଇନ୍ ଏବଂ ଜମ୍ମୁୃ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପରେ ଏବେ ମୋଦି ସରକାର ଧର୍ମାନ୍ତରଣ ବିରୋଧୀ ବିଲ୍ (Anti Conversion Bill) ଆଣିବାକୁ ଯୋଜନା କରୁଛନ୍ତି । ଆଗାମୀ ଅଧିବେଶନରେ ଏହି ବିଲକୁ ସରକାର ସଂସଦରେ ଉପସ୍ଥାପନ କରିବାକୁ ବିଚାର କରୁଛନ୍ତି । ବିଜେପି…

ଦହି ଦେଇଛି ଚାକିରିଠୁ ବଳି ସମ୍ମାନ: ଆଇଟି ଚାକିରି ଛାଡ଼ି ଗଛ ମୂଳେ ଦହି ବିକି ପତିଆରା ସାବ୍ୟସ୍ତ କରିଛନ୍ତି…

ସେ ସେଦିନର ମାଣିକ ଗଉଡ଼ୁଣୀ ନୁହନ୍ତି। ମାଣିକ ପାଟଣା ଭଳି ତାଙ୍କ ନାଁରେ କୌଣସି ଅଞ୍ଚଳ ନାମିତ ହୋଇନି। କିନ୍ତୁ ଯେବେ ବି କେହି ଦହି ରଙ୍କୁଣା ଦହିର ନିଆରା ସ୍ବାଦ ନେବାକୁ ଇଚ୍ଛା କରନ୍ତି ସେତେବେଳେ ମନେପଡ଼େ ଇନ୍ଫୋସିଟି ରୋଡ୍। ଯୋଉଠି ଉପଲବ୍ଧ ହୁଏ ଜୟମୁନିଙ୍କ ମାଟିହାଣ୍ଡି ଦହି। ମନ…