Daily Archives

August 25, 2019

ପାର୍ସଲରୁ ବାହାରିଲା ୬ଫୁଟ ଲମ୍ବର ନାଗସାପ । ରାଇରଙ୍ଗପୁରରେ ଚାଞ୍ଚଲ୍ୟ । କିଏ ଓ କାହିଁକି ପଠାଇଲା ଅସ୍ପଷ୍ଟ

କନକ ବ୍ୟୁରୋ: ପାର୍ସଲ ପେଟିରୁ ବାହାରିଲା ୬ଫୁଟ ଲମ୍ବର ନାଗ ସାପ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ସହରର ୱାର୍ଡ଼ ନମ୍ବର ୫ରେ ରହୁଥିବା ମୁଥକୁମାର ନାମକ ଜଣେ ବ୍ୟକ୍ତିଙ୍କ ପାଖକୁ ଆସିଥିଲା ଏହି ପାର୍ସଲ । ସେ ପାର୍ସଲ ପେଟି ଖୋଲିବା ପରେ ନାଗ ସାପଟିକୁ…

ଅନ୍ତିମ ଯାତ୍ରାରେ ଅରୁଣ ଜେଟଲୀ : ବାସଭବନରୁ ବିଜେପି କାର୍ଯ୍ୟାଳୟ ଅଭିମୁଖେ ଶୋଭାଯାତ୍ରା,ଗୋଟାଏ ଯାଏଁ ଚାଲିବ ଶେଷ…

କନକ ବ୍ୟୁରୋ : ଅନ୍ତିମ ଯାତ୍ରାରେ ଅରୁଣ ଜେଟଲୀ । ଦିଲ୍ଲୀର ନିଗମବୋଧ ଘାଟରେ କରାଯିବ ଜେଟଲୀଙ୍କ ଅନ୍ତିମ ସଂସ୍କାର । ବାସଭବନରୁ ବିଜେପି କାର୍ଯ୍ୟାଳୟ ଅଭିମୁଖେ ଶୋଭାଯାତ୍ରା ବାହାରିଛି । ବିଜେପି କାର୍ଯ୍ୟାଳୟରେ ଗୋଟାଏ ଯାଏଁ ଶେଷ ଦର୍ଶନ ପାଇଁ ତାଙ୍କ ପାର୍ଥିବ ଶରୀର ରଖାଯିବ । ସେଠାରେ ଦିନ…

ସୁପ୍ରିମକୋର୍ଟର ସୁପ୍ରିମ୍ ରାୟ: ବିବାହ ସମ୍ଭବ ନୁହେଁ ଜାଣି ବି ମହିଳା ଯଦି ଶାରିରୀକ ସଂପର୍କ ରଖନ୍ତି, ତେବେ ତାକୁ…

ଭବିଷ୍ୟତରେ ବିବାହ ସମ୍ଭବ ନୁହେଁ ବୋଲି ଜାଣି ସୁଦ୍ଧା ଯଦି ଜଣେ ମହିଳା ଅନ୍ୟ ଜଣେ ପୁରୁଷଙ୍କ ସହ ଶାରିରୀକ ସଂପର୍କ ରଖନ୍ତି ଓ ପରବର୍ତ୍ତୀ ସମୟରେ ପୁରୁଷ ବନ୍ଧୁଙ୍କ ବିରୋଧରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ ଆଗତ କରନ୍ତି, ତେବେ ତାହାକୁ ଏକ ଅପରାଧ ରୂପେ ବିବେଚନା…

ରାଜନଗର ପେଣ୍ଠଠାରେ ଜିଓଟ୍ୟୁବ ପ୍ରକଳ୍ପରେ ଲାଗିଲା ନିଆଁ : କାରଣ ଅସ୍ପଷ୍ଟ, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

କନକ ବ୍ୟୁରୋ : ରାଜନଗର ପେଣ୍ଠରେ ଥିବା ଜିଓଟ୍ୟୁବ୍ ପ୍ରକଳ୍ପରେ ନିଆଁ ଲାଗିଛି । ସକାଳେ କେତେକ ସ୍ଥାନୀୟ ଲୋକେ ଜିଓଟ୍ୟୁବ୍ ଜଳୁଥିବା ଦେଖିଥିଲେ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଗ୍ନିଶମ ବିଭାଗ ଦ୍ୱାରା ନିଆଁ ଲିଭାକାମ ଜାରି ରହିଛି । ସମୁଦ୍ର କୂଳ ଲଂଘୁଥିବାରୁ ରାଜନଗର…

ଶ୍ରୀକ୍ଷେତ୍ରରେ ଏନକାଉଣ୍ଟର। ପୁଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧି ଦିୱାନା ବେହେରା ଆହତ

କନକ ବ୍ୟୁରୋ: ପୁଣି ପୁରୀରେ ଏନକାଉଣ୍ଟଟର । ସହରର ଆଶ୍ରମ ଛକରେ ଗତକାଲି ବିଳମ୍ବିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ଦିୱାନା ବେହେରାକୁ ଏନକାଉଣ୍ଟର କରିଛି ପୋଲିସ । ତାର ଡାହାଣଗୋଡରେ ଗୁଳିବାଜିଛି । ଆହତ ଅବସ୍ଥାରେ ଦିୱାନାକୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଦିୱାନାର ପାଲଟା…

ପିଶାଚିନୀ ମା’ ! କଳାହାଣ୍ଡିରେ ୩ ବର୍ଷର ଶିଶୁକନ୍ୟାକୁ ତଣ୍ଟିଚିପି ମାରିଦେଲା ସାବତ ମା’

କନକ ବ୍ୟୁୁରୋ : ମା ହେଉଛି  ଶିଶୁର ସବୁଠାରୁ ବଡ ସୁରକ୍ଷାକାରୀ ।  ତାର ସୁଃଖଦୁଃଖର ସାଥୀ ।  କୌଣସି ଅସୁବିଧା ହେଲେ ପ୍ରଥମେ ମା’ ପାଖରେ ସବୁକଥା ଖୋଲି ପ୍ରକାଶ କରିପାରେ ପିଲା । ମା’ର ପଣତକାନୀ ପିଲାପାଇଁ ସବୁଠାରୁ ଅଧିକ ସୁରକ୍ଷିତ ସ୍ଥାନ । ମା’ର ଅଙ୍ଗୁଳି ସ୍ପର୍ଷରେ ସବୁ ଦୁଃଖ କଷ୍ଟ ଦୂର…