Daily Archives

August 11, 2019

ଟିଟିଲାଗଡ଼ ଭିନ୍ନକ୍ଷମ କେନ୍ଦ୍ରରେ ନିଆରା ଦୃଶ୍ୟ : ନିଜ ହାତରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମୋଜା ଓ ଜୋତା…

କନକ ବ୍ୟୁରୋ : ଟିଟିଲାଗଡ଼ ଭିନ୍ନକ୍ଷମ କେନ୍ଦ୍ରରେ ଶନିବାର ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ‌ ଦେଇଥିବା ମନ୍ତ୍ରୀ ଟୁକୁନି ସାହୁ ନିଜ ହାତରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ…

ସୁଧୁରୁଛି କାଶ୍ମୀରର ପରିସ୍ଥିତି : ୧୪୪ ଧାରା ହଟିବା ପରେ ଜୀବନ ଯାତ୍ରା ହେଉଛି ସ୍ୱାଭାବିକ, ସେପଟେ ସୁରକ୍ଷା ଦୃଷ୍ଟିରୁ…

କନକ ବ୍ୟୁରୋ : ଧୀରେ ଧୀରେ ଜମ୍ମୁକାଶ୍ମୀରର ସ୍ଥିତିରେ ସୁଧାର ଆସୁଛି । ଜୀବନଯାତ୍ରା ସ୍ୱାଭାବିକ ହେଉଛି । ଜମ୍ମୁ କାଶ୍ମୀରରୁ କ୍ରମାଗତ ବନ୍ଦୀ ମାନଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯାଉଛି । ଗତାକାଲି ଜମ୍ମୁ କାଶ୍ମୀରରୁ ୨୪ ଜଣ କଏଦୀଙ୍କୁ ଲକ୍ଷ୍ନୌ ଜେଲକୁ ନିଆଯାଇଛି । ତେବେ ସୁରକ୍ଷା…

ଦେଶର ୯ଟି ରାଜ୍ୟରେ ବନ୍ୟାସ୍ଥିତି ସଂଗୀନ : ଦେଢ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ, କେରଳ ସବୁଠାରୁ ଅଧିକ ପ୍ରଭାବିତ

କନକ ବ୍ୟୁରୋ : ବନ୍ୟା ଆଁରେ ଫସିଛି ଅଧା ଭାରତ । ୯ ରାଜ୍ୟରେ ବନ୍ୟା ସ୍ଥିତି । ଜଳ ପ୍ରଳୟରେ ଫସିଛନ୍ତି କେରଳ, କର୍ଣ୍ଣାଟକ, ଗୁଜରାଟ, ତାମିଲନାଡୁ, ହରିୟାଣା, ମଧ୍ୟପ୍ରଦେଶ, ହିମାଚଳପ୍ରଦେଶ ଏବଂ ମହାରାଷ୍ଟ୍ର ପରି ରାଜ୍ୟ । ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି କେରଳ, କର୍ଣ୍ଣାଟକ,…

ଦଉଡିରେ ଦୁଇଟି ଜୀବନ ! ଭୟଙ୍କର ବନ୍ୟା ପାଣି ଉପରୁ ସୁରକ୍ଷିତ ଉଦ୍ଧାର ହେଲେ ଗର୍ଭବତୀ , ଦେଖନ୍ତୁ ଲୋମଟାଙ୍କୁରା ଦୃଶ୍ୟ…

ପ୍ରକୃତିର ତାଣ୍ଡବରେ କେରଳର ଅବସ୍ଥା ଖୁବ୍ ଶୋଚନୀୟ ହୋଇଯାଇଛି । ବନ୍ୟା କାରଣରୁ ହଜାର ହଜାର ଲୋକ ବାସହୀନ ହୋଇଯାଇଛନ୍ତି ଏବଂ ରାଜ୍ୟରେ ୧.୨୫ ଲକ୍ଷ ଲୋକଙ୍କୁ ବିସ୍ଥାପନ କରାଯାଇଛି । ଠାଏଁ ଠାଏଁ ସ୍ଥାନରୁ ବନ୍ୟାବିପନ୍ନଙ୍କୁ ଭାରତୀୟ ସ୍ଥଳସେନା ଏବଂ ଏନଡିଆରଏଫ୍ ଟିମ୍ ଉଦ୍ଧାର କରି ସୁରକ୍ଷିତ…

ଭିନ୍ନକ୍ଷମଙ୍କ ପ୍ରକୃତି ପ୍ରେମ : ନୟାଗଡ଼ର ଲୋକନାଥଙ୍କ ପାଇଁ ସବୁଜିମାମୟ ମୁଣ୍ଡିଆ ପାହାଡ଼

କନକ ବ୍ୟୁରୋ : ୬ ବର୍ଷ ମଧ୍ୟ‌ରେ ଦୁଇ ଥର ରାସ୍ତା ଦୁର୍ଘଟଣା । ଡାହାଣ ଗୋଡ଼ ତାଙ୍କର ଅଚଳ ହୋଇପଡ଼ିଛି, କିନ୍ତୁ ମନ ରହିଛି ସେମିତି ଚଳଚଞ୍ଚଳ। ‘ମୋ ପରିବେଶ, ମୋ ଗାଁର ସୁରକ୍ଷା ମୋର ଦାୟିତ୍ବ’ ବୋଲି କହୁଥିବା ଯୁବକ ଜଣକ ହେଉଛନ୍ତି ଲୋକନାଥ ଡାକୁଆ(୪୦) । ଘର ନୟାଗଡ଼ ବ୍ଲକ ଅନ୍ତର୍ଗତ…

ବାଲେଶ୍ୱର ଭୋଗରାଇରେ ଲଜ୍ଜାଜନକ ଘଟଣା : କଲେଜ୍ ଛାତ୍ରୀଙ୍କୁ ଉଲଗ୍ନ କରି ନିର୍ଯାତନା ଦେଲେ ଦୁର୍ବୃତ୍ତ,କଠୋର…

କନକ ବ୍ୟୁରୋ : ଜଣେ କଲେଜ ଛାତ୍ରୀଙ୍କୁ ଜୋରଜବରଦସ୍ତ ଉଲଗ୍ନ କରି ଏପରି ଭୟଙ୍କର ଭାବେ ନିର୍ଯାତନା ଦିଆଯାଇଛି, ତାହା ଜାଣିଲେ ସଭ୍ୟ ସମାଜର ମୁଣ୍ଡ ତଳକୁ ହୋଇଯିବ । କେବଳ ସେତିକି ନୁହେଁ ପୂରା ଘଟଣାକୁ ସୁଟିଂ କରି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି । ଭିଡିଓରେ ଥିବା ଦୃଶ୍ୟ…