Daily Archives

August 11, 2019

ଭାରତୀୟ ସେନାର ସବୁଠାରୁ ଶକ୍ତିଶାଳୀ ବିଧ୍ୱଂସକ ଅସ୍ତ୍ର ! ଯାହାକୁ ଦେଖି ଥରହର ହୁଅନ୍ତି ଶତ୍ରୁ

ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ଭାରତ । ଏଲଓସିରେ ଆତଙ୍କବାଦୀ ଲଂଚ ପ୍ୟାଡ ଉପରେ ଆକ୍ରମଣ କରିଛି ଭାରତୀୟ ବାୟୁସେନା । ପାକ୍ ଅଧିକୃତ କାଶ୍ମୀରରେ ପସି ଜେଶ-ଏ-ମହମ୍ମଦ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଛି ବାୟୁସେନାର ୧୨ଟି ଯୁଦ୍ଧ ବିମାନ ।…

ଓଡ଼ିଶାରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ : ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ହାଇଆଲର୍ଟ ଜାରି କରାଯିବା ସହ ୭ଜିଲ୍ଲା…

କନକ ବ୍ୟୁରୋ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ସାରା ଦେଶରେ ହାଇଆଲର୍ଟ ଜାରି କରାଯାଇଛି । ବିଚଳିତ ପାକିସ୍ତାନ ଜଳଭାଗ ଦେଇ ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାକୁ ଯୋଜନା କରୁଥିବା ଗୁଇନ୍ଦା ସୂଚନା ମିଳିଛି । ଏହି…

ନକଲି ଗୁଟଖା ତିଆରିର ଗଡ଼ ପାଲିଟିଛି ବ୍ରହ୍ମପୁର ସହର : ମାତ୍ର ସପ୍ତାହକ ମଧ୍ୟରେ କୋଟିଏ ଟଙ୍କା ଜବତ

କନକ ବ୍ୟୁରୋ : ଦକ୍ଷିଣ ଓଡ଼ିଶାର ବ୍ୟାବସାୟିକ ପେଣ୍ଠସ୍ଥଳୀ ବ୍ରହ୍ମପୁର ସହର ଏବେ ବେଆଇନ, ନକଲି କୁଟ୍‌ଖା ଖଣିରେ ପରିଣତ ହୋଇଛି । ପ୍ରଶାସନ ଆଖିରେ ଧୂଳି ଦେଇ ବେପାରୀ ମନଇଚ୍ଛା ବିଭିନ୍ନ କମ୍ପାନି ନାଁରେ ଗୁଟ୍‌ଖା ତିଆରି କରି ଚାଲାଣ କରୁଛନ୍ତି । ଏପରିକି ଅଣଓସାରିଆ ଗଳିରେ ଛୋଟିଆ କୋଠରିରେ…

ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା : ଜୁନ୍-ଜୁଲାଇର ନିଅଣ୍ଟିଆ ବର୍ଷାର…

କନକ ବ୍ୟୁରୋ : ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହା ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଉ ୩୬ଘଣ୍ଟା ଭିତରେ ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ରବିବାରଠାରୁ ବର୍ଷା ଆରମ୍ଭ ହେବ । ୧୧ରୁ ୧୪ତାରିଖ…