Daily Archives

August 6, 2019

କାଶ୍ମୀର ପ୍ରସଙ୍ଗରେ ଆମେରିକାର ବୟାନ୍ । କହିଲା ଏହା ଦେଶର ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ବ୍ୟାପାର, ଏଲଓସିରେ ଶାନ୍ତି ବଜାୟ…

କନକ ବ୍ୟୁରୋ : ଜାମ୍ମୁକାଶ୍ମୀର ନେଇ ବଡ ନିଷ୍ପତି ସମ୍ପର୍କରେ ପାଂଚଟି ପ୍ରମୁଖ ଦେଶକୁ ଅବଗତ କରାଯାଇଛି । ଆମେରିକା, ଚୀନ, ଫ୍ରାନ୍ସ, ବ୍ରିଟେନ ଓ ଋଷକୁ ନିଷ୍ପତି ନେଇ ଜଣାଇଛି ଭାରତ । ଏଥିସହ ପ୍ରାୟ ୨୦ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କୁ ମଧ୍ୟ ଏହି ଐତିହାସିକ ନିଷ୍ପତି ବାବଦରେ ଜଣାଇଦିଆଯାଇଛି ।…

କଂଗ୍ରେସରେ ‘୩୭୦’ ହଇଚଇ: ରାଜ୍ୟ ପୁନର୍ଗଠନ ବିଲ୍ ବିରୋଧରେ ଭୋଟ୍ ଦେବାରୁ ଦଳ ଛାଡିଲେ ରାଜ୍ୟସଭା ସାଂସଦ

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀର ପୁର୍ନଗଠନ ବିଲକୁ କଂଗ୍ରେସରେ ମଧ୍ୟ ହଇଚଇ ସୃଷ୍ଟି ହୋଇଛି । ପୁଲୱାମା ଆକ୍ରମଣ ପରେ ନିଜ ଆଭିମୁଖ୍ୟ ସ୍ପଷ୍ଟ ନକରିବା ଓ ଏହି ପ୍ରସଙ୍ଗରେ ଚୁପ ରହିବା ହିଁ ୨୦୧୯ରେ କଂଗ୍ରେସ ପରାଜୟର ମୁଖ୍ୟ କାରଣ ବୋଲି କୁହାଯାଇଥିଲା । ଏବେ କାଶ୍ମୀରକୁ ନେଇ ଠିକ୍ ଏଭଳି…

ଜୁଲାଇ ୫ରୁ ଆରମ୍ଭ ହୋଇଥିଲା ଶାହାଙ୍କ ସିକ୍ରେଟ ମିଶନ: ଫୋନ କରି ର’ ଓ ସ୍ପାଏ ଏଜେନ୍ସିର ମୁଖ୍ୟଙ୍କ ସହ କଥା ହୋଇଥିଲେ…

କନକ ବ୍ୟୁରୋ: ମୋଦି ସରକାର ୩୭୦ ହଟାଇ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ଏହି ମିଶନ ପାଇଁ ଅମିତ ଶାହାଙ୍କ ପ୍ରସ୍ତୁତି ହଠାତ ହୋଇନଥିଲା । ଏଥିପାଇଁ ଦୀର୍ଘଦିନ ହେବ ପ୍ରସ୍ତୁତି ଚଳାଇଥିଲେ ଶାହା । ଜୁଲାଇ ୫ରୁ ଆରମ୍ଭ ହୋଇଥିଲା ଅମିତ ଶାହାଙ୍କ ଏ ସିକ୍ରେଟ ମିଶନ । କିଛି ଅଳ୍ପ ବରିଷ୍ଠ…

୭୦ ବର୍ଷ ପରେ ଲେଖାହେଲା ନୂଆ ଇତିହାସ । କାଶ୍ମୀରକୁ ନେଇ ମୋଦିଙ୍କ ଐତିହାସିକ ନିଷ୍ପତିକୁ ଜୋରଦାର ସମର୍ଥନ । ଦେଶବାସୀ…

କନକ ବ୍ୟୁରୋ : ଦୀର୍ଘ ୭୦ ବର୍ଷ ପରେ ବଦଳିଲା ଜାମ୍ମୁକାଶ୍ମୀରର ଇତିହାସ । ଜାମ୍ମୁକାଶ୍ମୀରରୁ ଉଚ୍ଛେଦ ହୋଇଛି ଧାରା ୩୭୦ । ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘୋଷଣା ସହ କାଶ୍ମୀରକୁ ନେଇ ଗତ ୨ ସପ୍ତାହ ଧରି ଯେଉଁ ଚର୍ଚ୍ଚା ଲାଗି ରହିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି ।…

ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର: ଭୁବନେଶ୍ୱର ବିମାନବନ୍ଦରରେ ଏଣିକି ଅନଲାଇନରେ ପାଇପାରିବେ ହଜି ଥିବା ସାମଗ୍ରୀର…

କନକ ବ୍ୟୁରୋ: ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଏଣିକି ଲଷ୍ଟ ଆଣ୍ଡ ଫାଉଣ୍ଡ ସେବା ଅନଲାଇନ ଉବଲବ୍ଧ ହୋଇଛି । ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀଙ୍କର ହଜିଯାଇଥିବା ସାମଗ୍ରୀ ଏବେ ଲିଙ୍କରେ ଦେଖି ହେବ । ବିମାନବନ୍ଦରରେ ଯାତ୍ରୀଙ୍କ ଯେଉଁ ସବୁ…

ପୁଣି ଜେଏନୟୁରୁ ଶୁଭିଲା ବିରୋଧର ସ୍ୱର । ଧାରା ୩୭୦ ବଳବତ୍ତର ପାଇଁ ମଝିରାତିରେ ଲାଗିଲା ନାରା, ସେନାକୁ ଅପଶବ୍ଦ…

କନକ ବ୍ୟୁରୋ : ଜାମ୍ମୁକାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ସାରା ଦେଶରେ ରାଜନୀତି ଜୋର ଧରିଛି । ଚର୍ଚ୍ଚା ଆଲୋଚନା ଭିତରେ ମୋଦି ସରକାରଙ୍କ ଏହି ଐତିହାସିକ ନିଷ୍ପତିକୁ ଅନେକ ସମାଲୋଚନା ମଧ୍ୟ କରିଛନ୍ତି । ତେବେ ସୋମବାର ବିଳମ୍ବିତ ରାତିରେ ଦିଲ୍ଲୀ ସ୍ଥିତ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ…