Daily Archives

August 6, 2019

ଏଥର ଲୋୟର ପିଏମଜି ନୁହେଁ ବରଂ ପ୍ରଦର୍ଶନୀ ପଡ଼ିଆରେ ହେବ ପରେଡ୍। ଦିଲ୍ଲୀ ଢ଼ାଞ୍ଚାରେ ଭୁବନେଶ୍ୱରରେ ପାଳିତ ହେବ…

କନକ ବ୍ୟୁରୋ: ଏଥର ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ସ୍ୱାଧିନତା ଦିବସ ପରେଡ୍ । ଦିଲ୍ଲୀ ଶୈଳୀରେ ଏଥର ରାଜ୍ୟସ୍ତରୀୟ ସ୍ୱାଧିନତା ଦିବସ ପାଳନ କରିବା ନେଇ ନିଷ୍ପତ୍ତି ହୋଇଛି । ଏଥିରେ ପୂର୍ବଥରମାନଙ୍କ ଭଳି ଛାତ୍ରଛାତ୍ରୀମାନେ ପରେଡରେ ଭାଗ ନେଇପାରିବେ ନାହିଁ ।…

ଦିଲ୍ଲୀରେ ଭୟାଭୟ ଅଗ୍ନିକାଣ୍ଡ ! ନିଆଁରେ ପୋଡି ଚାଲିଗଲା ୫ ଜଣଙ୍କ ଜୀବନ

କନକ ବ୍ୟୁରୋ : ଦକ୍ଷିଣ ଦିଲ୍ଲୀର ଜାକିର ନଗର ଅଂଚଳରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୫ ଜଣଙ୍କର ମୃତ୍ୟୁ ହୋଇଯାଇ ଥିବାବେଳେ ୧୧ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ଏବେ ବି ନିଆଁ ଲିଭା…

ରାଜଧାନୀରେ ମାତିଛନ୍ତି ମ୍ୟାଜିକ ବାବା! ବିଭୁତି ଫୋପାଡି କରିଦେଉଛନ୍ତି ବେହୋସ୍, ଆଉ ସୁଯୋଗ ଦେଖି ଲୁଟି ନେଉଥିଲେ ସୁନା…

କନକ ବ୍ୟୁରୋ: ବାବା ବେଶରେ ଆସୁଥିଲେ, ମିଠା ମିଠା କହି ଲୋକକୁ ବଶିଭୂତ କରୁଥିଲେ । ଲୋକଙ୍କ ଶୁଭ ମନାଶିବା ବାହାନାରେ ବିଭୁତି ଫୋପାଡ଼ି ବେହୋସ୍ କରୁଥିଲେ । ଆଉ ସୁବିଧା ସୁଯୋଗ ଦେଖି ଲୁଟି ନେଉଥିଲେ ସୁନା ଓ ଟଙ୍କା । ଏଭଳି ଏକ ସାଂଘାତିକ୍ ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱରରୁ । ଆଉ ଏହି…

୫ ବର୍ଷ ଧରି ବିବାଦ ଥିଲା ଏବେ ସମାଧାନ ହେଲା ! ରାଜ୍ୟରେ ଉଚ୍ଛେଦ ହେଲା ସ୍ୟାଟ୍

କନକ ବ୍ୟୁରୋ : ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲ(ସ୍ୟାଟ୍) ଉଚ୍ଛେଦ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗେଜେଟ ନୋଟିଫିକେସନ୍ ପ୍ରକାଶ ପାଇଛି। ପର୍ସୋନେଲ୍, ପବ୍ଲିକ୍ ଗ୍ରିଭାନ୍ସେସ୍ ଆଣ୍ଡ୍ ପେନସନ୍ ମନ୍ତ୍ରଣାଳୟ ପକ୍ଷରୁ ସ୍ୟାଟ୍ ଉଚ୍ଛେଦ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ବିଜ୍ଞପ୍ତିରେ…

କାଶ୍ମୀରକୁ ନେଇ ଲେଖାହେଲା ନୂଆ ଇତିହାସ: ହଟିଲା ଧାରା ୩୭୦, ହରାଇଲା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା; ଆଜି…

କନକ ବ୍ୟୁରୋ: ଆଜି ଲୋକସଭାରେ ଆଗତ ହେବ ଜାମ୍ମୁ-କଶ୍ମୀର ରାଜ୍ୟ ପୁନର୍ଗଠନ ବିଲ୍ । ଗତକାଲି ରାଜ୍ୟସଭାରେ ଏହି ବିଲ୍ ଆଗତ ହୋଇଥିବା ବେଳେ ଆଜି ଲୋକସଭାରେ ଏହି ବିଲ୍ ପାରିତ କରିବାକୁ ଉଦ୍ୟମ କରିବେ ମୋଦି ସରକାର । ତେବେ ଏନଡିଏ ସଂଖ୍ୟା ଦୃଷ୍ଟିରୁ ଲୋକସଭାରେ ଜାମ୍ମୁ-କାଶ୍ମୀର ରାଜ୍ୟ ପୁନର୍ଗଠନ…

ଆଜି ଅନ୍ତିମ ଟ୍ୱେଣ୍ଟି-୨୦ । କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ସମ୍ମାନ ରକ୍ଷା ପାଇଁ ଉଦ୍ୟମ କରିବ…

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୩ ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍‌ ଜିତି ଭାରତ ୨-୦ରେ ଆଗୁଆ ଶୃଙ୍ଖଳା କବ୍‌ଜା କରିସାରିଛି । ଆମେରିକାର ଫ୍ଲୋରିଡାରେ ଏହି ଦୁଇଟି ମ୍ୟାଚ୍‌ ଖେଳାଯିବା ପରେ ମଙ୍ଗଳବାର ଶୃଙ୍ଖଳାର ତୃତୀୟ ତଥା ଶେଷ ମ୍ୟାଚ୍‌ ଗୟ‌ନାରେ ଖେଳାଯିବ ।…