Monthly Archives

July 2019

ତିନି ତଲାକ ବିଲକୁ ସମର୍ଥନ ଜଣାଇଲା ବିଜେଡ଼ି : ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ, ମୁଖ୍ୟମନ୍ତ୍ରୀଙ୍କ…

କନକ ବ୍ୟୁରୋ : ଶୂନ୍ୟକାଳରେ ଆଜି ବିଜେଡି-ବିଜେପି ଭିତିରି ସମ୍ପର୍କ କଥା ଉଠାଇଛନ୍ତି  କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ବିଜେଡ଼ି-ବିଜେପି ଭିତିରି ସମ୍ପର୍କ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ହେଲେ ଦୁଇ ଦଳ ମୁହଁରେ ମାନିବାକୁ ନାରାଜ । ରାଜ୍ୟରେ ଉଭୟ ବିଜେପି ଓ ବିଜେଡ଼ି ମିଳିତ…

କିରୋସିନ ହିତାଧିକାରୀଙ୍କୁ ଝଟକା ! କେନ୍ଦ୍ର କମାଇଛି କିରୋସିନ କୋଟା । ମନ୍ତ୍ରୀ କହିଲେ, ଅଗଷ୍ଟରୁ ଅଢ଼େଇ ବଦଳରେ ମଳିବ ୨…

କନକ ବ୍ୟୁରୋ: ବଢ଼ିଲା କିରୋସିନ ହିତାଧିକାରୀଙ୍କ ସମସ୍ୟା  । ଆସନ୍ତା ଅଗଷ୍ଟ ମାସରୁ ହିତାଧିକାରୀଙ୍କୁ ଅଢ଼େଇ ଲିଟର ପରିବର୍ତ୍ତେ ମିଳିବ ୨ ଲିଟର କିରୋସିନ । ତେବେ ଏନେଇ ବିଧାନସଭାର ପ୍ରଶ୍ନକାଳରେ ଉତ୍ତର ରଖିଛନ୍ତି ଖାଦ୍ୟ ଯେଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମନ୍ତ୍ରୀ କହିଛନ୍ତି…

ବିଧାନସଭାରେ ଉଠିଲା ସରକାରୀ ବିଦ୍ୟାଳୟରେ ଶୌଚାଳୟ ପ୍ରସଙ୍ଗ : ୪୪୧ ବାଳିକା ଓ ୧୪୮୫ ବାଳକ ବିଦ୍ୟାଳୟରେ ନାହିଁ ଶୌଚାଳୟ,…

କନକ ବ୍ୟୁରୋ : ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଶୌଚାଳୟ ନାହିଁ । ଗୋଟିଏ ପଟେ ରାଜ୍ୟ ସରକାର ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦେଉଥିବା ସ୍ଥଳେ ସରକାରୀ ବିଦ୍ୟାଳୟରେ ଶୌଚାଳୟ ନଥିବା ଖବର ଅତି ଦୁର୍ଭାଗ୍ୟଜନକ । ବିଧାନସଭାରେ ଆଜି ଉଠିଛି ସରକାରୀ ସ୍କୁଲ ଗୁଡିକରେ ଶୌଚାଳୟ ପ୍ରସଙ୍ଗ ।…

ଅସ୍ତରଙ୍ଗରେ ଲଗାଣ ବର୍ଷା : ବନ୍ୟାପାଣି ପଶିବାରୁ ଗାଁ ଛାଡୁଛନ୍ତି ଲୋକେ

କନକ ବ୍ୟୁରୋ : ଗୋଟିଏ ପଟେ ଲାଗି ରହୁଛି ବର୍ଷା, ଏପଟେ ଗାଁରେ ପଶିଲାଣି ବନ୍ୟା ଜଳ । ଅସ୍ତରଙ୍ଗରେ ଲୋକଙ୍କୁ ଡରେଇଲାଣି ବନ୍ୟା ଜଳ । ପ୍ରବଳ ବର୍ଷା ପରେ ନଦୀର ବନ୍ୟାଜଳ ସମୁଦ୍ରକୁ ଯିବା ବଦଳରେ ଗାଁକୁ ପଶି ଆସିଛି । ପୁରୀ ଜିଲ୍ଲାର ଅସ୍ତରଙ୍ଗରେ ଦେଖିବାକୁ ମିଳିଛି ବନ୍ୟାର କରୁଣ ଚିତ୍ର ।…

ଟ୍ରେନରେ ଅଙ୍ଗନୱାଡି ! ନବରଙ୍ଗପୁରର ମଡେଲ ଅଙ୍ଗନୱାଡିକୁ ପ୍ରଶଂସାରେ ପୋତି ପକାଇଲେ ନୀତି ଆୟୋଗ ।

କନକ ବ୍ୟୁରୋ: ନବରଙ୍ଗପୁରକୁ ନୀତି ଆୟୋଗର ପ୍ରଶଂସା । ଦେଶର ଆଗାମୀ କୁନି କୁନି ଭବିଷ୍ୟତ ମାନଙ୍କ ପାଇଁ ସ୍ୱାଭାବିକ ବାତାବରଣରେ ଶିକ୍ଷା ପ୍ରଦାନ ଏବଂ ଏକ ସ୍ୱତନ୍ତ୍ର ମଡେଲ୍ ଅଙ୍ଗନୱାଡି ନିର୍ମାଣ କରିବା ନେଇ ନବରଙ୍ଗପୁରକୁ ଶତମୂଖ ପ୍ରଶଂସା କରିଛନ୍ତି ନୀତି ଆୟୋଗ । ଏପରିକି ନୀତି ଆୟୋଗ ନିଜ…

ଭୁବନେଶ୍ୱରରେ ଆଇନ ଶୃଙ୍ଖଳା ଉପରେ  ପୁଣି ଉଠିଲା ପ୍ରଶ୍ନ : ଲୁଟେରାଙ୍କ ଆତଙ୍କରାଜ ପ୍ରତିବାଦରେ ତାତିଲେ ଲୋକେ,  ରସୁଲଗଡ…

କନକ ବ୍ୟୁରୋ : ସ୍ମାର୍ଟସିଟି ଭୁବନେଶ୍ୱର ମାତିଲେ ଲୁଟେରା । ଏହାକୁ ନେଇ ତାତିଲେ ଲୋକେ । ଗତକାଲି ରାଜଧାନୀରେ ରାତି ଅଧରେ ଜଣେ ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣି  ଲୁଟେରା ଲୁଟିବା ପରେ, ଆଜି ତାତିଛନ୍ତି ସ୍ଥାନୀୟ ଲୋକେ । ପ୍ରତିବାଦରେ ରସୁଲଗଡ ଛକରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ ।…