Daily Archives

July 9, 2019

ଦୁଇ ଓଡ଼ିଆ ଯୁବ ବୈଜ୍ଞାନିକଙ୍କ ବଡ ସଫଳତା । ମାତ୍ର ୨ରୁ ୩ ହଜାର ଟଙ୍କାରେ ମିଳିବ କୁତ୍ରିମ ହାତ, ପୁରସ୍କୃତ କଲେ…

କନକ ବ୍ୟୁରୋ : କମାଲ କଲେ ଓଡିଆ ବୈଜ୍ଞାନିକ । ସ୍ୱଳ୍ପମୂଲ୍ୟର କୃତ୍ରିମ ହାତ ତିଆରି କରି ଓଡ଼ିଶାର ଦୁଇ ଯୁବ ବୈଜ୍ଞାନିକ ଜାତୀୟସ୍ତରରେ ପୁରସ୍କୃତ ହୋଇଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗାନ୍ଧିଆନ୍ ୟଙ୍ଗ ଟେକ୍ନୋଲୋଜିକାଲ ଇନୋଭେସନ ପୁରସ୍କାର…

ବାହାଘର ଭାଙ୍ଗିଦେଲା ମଟନ । ବରଯାତ୍ରୀଙ୍କୁ ନିର୍ଦ୍ଧୁମ ଛେଚିଲେ, ୬ ଲକ୍ଷ ଟଙ୍କା ଦେଇ ବର ମୁକୁଳିଲେ ।

କନକ ବ୍ୟୁରୋ : ମଟନ ମାଗିବା ପଡିଲା ମହଙ୍ଗା । ଶିଶୁପାଳ ହୋଇ ଫେରିଲା ବର । କେବଳ ବିବାହ ଭାଙ୍ଗିଲାନି ବରଂ ଉତ୍ତମ ମଧ୍ୟମ ଖାଇଲେ ବରଯାତ୍ରୀ । ବିବାହ ଭୋଜିରେ ବରଯାତ୍ରୀଙ୍କ ଉନ୍ମତକାଣ୍ଡ ପରେ ଶିଶୁପାଳ ହୋଇ ଫେରିଛି ବର । ଏଭଳି ଏକ ଘଟଣା ମାହାଙ୍ଗା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।…

ମଦ ପାଇଁ ମରିଗଲା ମଣିଷପଣିଆ ! ମାଆ କୋଳରୁ ଛୁଆକୁ ଛଡାଇ ନେଇ ବିକି ଦେଲା ବାପା

କନକ ବ୍ୟୁରୋ: ମଦ ଆଗ, ପୁଅ ପଛ । ମଦ ପିଇବା ପାଇଁ ପୁଅକୁ ପର କରିଦେଲା ବାପା । ଗିଲାସେ ମଦ ପାଇଁ ପୁଅକୁ ବିକିଦେଲା ବାପା । ମାଆ କୋଳରୁ ଜୋର ଜବରଦସ୍ତ ପୁଅକୁ ଛଡାଇ ନେଇ ବିକ୍ରି କରିଦେଲା ମଦୁଆ ବାପା । ମାତ୍ର ୧୦ ହଜାର ଟଙ୍କା ପାଇଁ ନିଜ ରକ୍ତରୁ ଜନ୍ମିତ ୭ ମାସର କଅଁଳ ଶିଶୁକୁ ଅନ୍ୟ ଜଣଙ୍କ…

ତେଜସ୍ ଏକ୍ସପ୍ରେସ ହୋଇପାରେ ଦେଶର ପ୍ରଥମ ପ୍ରାଇଭେଟ୍ ଟ୍ରେନ୍ : ପ୍ରଥମ ଥର ବେସରକାରୀ ସଂସ୍ଥାକୁ ଦିଆଯିବ ଟ୍ରେନ୍…

ଦିଲ୍ଲୀ ଓ ଲଖନଉ ମଧ୍ୟରେ ଚାଲୁଥିବା ତେଜସ୍ ଏକ୍ସପ୍ରେସ ହୋଇପାରେ ଦେଶର ପ୍ରଥମ ପ୍ରାଇଭେଟ୍ ଟ୍ରେନ୍ । ଆଇଆରସିଟିସିର ଦୁଇଟି ଟ୍ରେନକୁ ଲିଜରେ ଦିଆଯିବ ଏବଂ ଏହି ଟ୍ରେନ୍ ବେସରକାରୀ ସଂସ୍ଥାକୁ ସଂଚାଳନ କରିବାକୁ ଦିଆଯାଇପାରେ । ରେଳବାଇ ସୂତ୍ର ମୁତାବକ, ଲଖନଉ ଓ ଆନନ୍ଦ ବିହାର ପାଇଁ ପ୍ରଥମେ…

ଅମରନାଥ ଯାତ୍ରାରେ ସାମ୍ନାକୁ ଆସିଲା ଆଇଟବିପି ଯବାନଙ୍କ ସାହସିକତା : ଭକ୍ତଙ୍କୁ ସୁରକ୍ଷା ଦେବାକୁ ବ୍ରିଜ ଉପରେ ମାନବ…

କନକ ବ୍ୟୁରୋ : ଚାଲିଛି ଅମରନାଥ ଯାତ୍ରା । ଅମରନାଥ ଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ମୁତୟନ ଅଛନ୍ତି ଆଇଟିବିପି ଯବାନ । ତେବେ କିପରି ସ୍ଥିତିରେ ଅମରନାଥ ଯାତ୍ରୀଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି ଆଇଟିବିପି ଜବାନ । ଏକଥା କେବେ ଆପଣ ଚିନ୍ତା କରିଛନ୍ତି ।…

ସନ୍ଧ୍ୟା ସୁଦ୍ଧା ସତର୍କ ରୁହ ! ଝଡ଼ବର୍ଷା ଓ ବଜ୍ରପାତ ନେଇ ୯ ଜିଲ୍ଲାକୁ ସତର୍କ ରହିବାକୁ ପାଣିପାଗ କେନ୍ଦ୍ରର ପରାମର୍ଶ ।

କନକ ବ୍ୟୁରୋ: ରାଜ୍ୟର ୯ଟି ଜିଲ୍ଲାକୁ ଝଡ଼ବର୍ଷା ଓ ବଜ୍ରପାତ  ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସନ୍ଧ୍ୟା ୫ଟା ୩୦ ମିନିଟ୍ ମଧ୍ୟରେ ରାଜ୍ୟର ୯ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।…