Daily Archives

July 9, 2019

‘ଫୋନି’ର ପ୍ରାମାଣିକ ଚିତ୍ର: କିଭଳି ମୁକାବିଲା କରିଥିଲା ରାଜ୍ୟ ପୋଲିସ୍, ପୁସ୍ତିକା ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ଭୟଙ୍କର ବାତ୍ୟା ‘ଫୋନି’କୁ ଚଟାଣ ଭଳି ସାମ୍ନା କରି ଲକ୍ଷାଧିକ ଲୋକଙ୍କୁ ସୁରକ୍ଷା ଦେଇଥିବା ଓଡ଼ିଶା ପୋଲିସଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେତେବେଳେ ଗତ ମେ’ ୩ ତାରିଖରେ ‘ଫୋନି’ ଫଣାରେ ଥିଲା ଓଡ଼ିଶା, ତାହାର ସଫଳ ମୁକାବିଲା ପାଇଁ ପ୍ରସ୍ତୁତ ଥିଲେ…

ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱକପ ପ୍ରଥମ ସେମିଫାଇନାଲ । ଟସ୍ ଜିତିଲା କିୱି ଟିମ୍, ପ୍ରଥମେ କରିବ ବ୍ୟାଟିଂ ।

କନକ ବ୍ୟୁରୋ : ଇଂଲଣ୍ଡର ମାଂଚେଷ୍ଟରରେ ଆଉ କିଛି ସମୟ ପରେ ଆରମ୍ଭ ହେବ ମହା ମୁକାବିଲା । ବିଶ୍ୱକପରେ ଖେଳାଯିବ ପ୍ରଥମ ସେମିଫାଇନାଲ ମ୍ୟାଚ୍ । ମାଂଚେଷ୍ଟରରେ ମୁହାଁମୁହିଁ ହେବେ ଟିମ୍ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ । ତେବେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛନ୍ତି ନ୍ୟୁଜିଲାଣ୍ଡ…

ସାରା ଦେଶର ୧୧୦ଟି ସ୍ଥାନରେ ସିବିଆଇର ରେଡ୍ ! ୧୯ଟି ରାଜ୍ୟରେ ଜାରି ରହିଛି ଚଢାଉ ।

କନକ ବ୍ୟୁରୋ : କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ ବା ସିବିଆଇ ସାରା ଦେଶର ୧୧୦ଟି ସ୍ଥାନରେ ଆଜି ରେଡ କରିଛି । ୧୯ଟି ରାଜ୍ୟ ଓ ସବୁ କେନ୍ଦ୍ରଶାସିତ ଅଞ୍ଚଳରେ ଆଜି ଏହି ଚଢ଼ାଉ କରାଯାଇଥିବାବେଳେ ସର୍ଚ୍ଚ ଅପରେସନ ଜାରି ରହିଛି । ସିବିଆଇ ଏହି ସମୟରେ ଭ୍ରଷ୍ଟାଚାର ଓ ଦୁର୍ନୀତି ସମ୍ବଦ୍ଧିତ ୨୦ଟି…

କମନୱେଲଥ ଚାମ୍ପିୟନସିପରେ ଚମକିଲେ ଓଡ଼ିଆ ପୁଅ । ଭାରତ୍ତୋଳନକାରୀ ବିଭାଗରେ ହାତେଇଲେ ସ୍ୱର୍ଣ୍ଣ, ଛୁଟିଲା ଶୁଭେଚ୍ଛାର ସୁଅ…

କନକ ବ୍ୟୁରୋ: ସାଉଥ୍ ପେସିଫିକ୍ ‘ସାମୋଆ’ ଦ୍ୱୀପରେ ଚମକିଲେ ଓଡ଼ିଆ ଯୁବକ । କମନୱେଲଥ ଚାମ୍ପିୟନସିପ ୨୦୧୯ରେ ଭାରଉତ୍ତୋଳନକାରୀ କ୍ରୀଡ଼ାରେ ସ୍ୱର୍ଣ୍ଣ ହାସଲ କରିଛନ୍ତି ମାଲକାନଗିରିର ଦୁର୍ଗମ ଅଞ୍ଚଳର ଭକ୍ତରାମ ଦେସ୍ତି । ୨୦ ବର୍ଷୀୟ ଭକ୍ତରାମ ମାଲକାନଗିରି ଜିଲ୍ଲାର ଚିତ୍ରୋକୋଣ୍ଡ ଅଧିନସ୍ତ…

ସର୍ଜିକାଲ ଷ୍ଟ୍ରାଇକ ଓ ବାଲାକୋଟ ଷ୍ଟ୍ରାଇକର ପ୍ରଭାବ : କମିଛି ଆତଙ୍କବାଦୀଙ୍କ ଅନୁପ୍ରଦେଶ ଉଦ୍ୟମ

କନକ ବ୍ୟୁରୋ : ଭାରତକୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ଧୀରେ ଧୀରେ କମିବାରେ ଲାଗିଛି । ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଉଦ୍ୟମ ପଣ୍ଡ କରୁଛନ୍ତି ସୁରକ୍ଷାକର୍ମୀ । ସର୍ଜିକାଲ୍ ଷ୍ଟ୍ରାଇକ୍ ଓ ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରେ ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ କମିଛି । ୨୦୧୮…

ମେକାନିକାଲ ଇଂଜିନିୟରରୁ ବସ୍ ଡ୍ରାଇଭର : ମୁମ୍ବାଇରେ ସିଟି ବସ୍ ଚଲାଉଛନ୍ତି ୨୪ ବର୍ଷୀୟା ପ୍ରତୀକ୍ଷା

ଆଜିର ଝିଅ କୌଣସି ଦିଗରୁ ପୁଅଙ୍କ ଠାରୁ କମ୍ ନୁହଁନ୍ତି । ଏହା ଅନେକ ଝିଅ ସାବ୍ୟସ୍ତ ବି କରିସାରିଛନ୍ତି । ଏମିତି ଜଣେ ଝିଅ ହେଉଛନ୍ତି ମୁମ୍ବାଇର ପ୍ରତୀକ୍ଷା ଦାସ । ପ୍ରତିକ୍ଷା ନିକଟରେ ହିଁ ମୁମ୍ବାଇରେ ଚାଲୁଥିବା ‘ବେଷ୍ଟ’ ବସର ପ୍ରଥମ ମହିଳା ଡ୍ରାଇଭର ହୋଇଛନ୍ତି । ପ୍ରତୀକ୍ଷା ମୁମ୍ବାଇର…