Daily Archives

June 1, 2019

ବିଶ୍ୱକପକୁ ନେଇ ମ୍ୟାକକୁଲମଙ୍କ ବଡ ଭବିଷ୍ୟବାଣୀ । ସେମିଫାଇନାଲ ଖେଳିବ ଭାରତ, ଲିଗ୍ ପର୍ଯ୍ୟାୟରେ ୯ରୁ ୮ଟି ମ୍ୟାଚରେ…

କନକ ବ୍ୟୁରୋ : ଆରମ୍ଭ ହୋଇଛି କ୍ରିକେଟ ବିଶ୍ୱକପ । ଟାଇଟଲ ହାତେଇବା ପାଇଁ ବିଶ୍ୱର ଶ୍ରେଷ୍ଠ ୧୦ ଟିମ୍ ମଧ୍ୟରେ ଆରମ୍ଭ ହୋଇଛି ଲଢେଇ । ଚଳିତ ବିଶ୍ୱକପ କିଏ ହାତେଇବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ବଡ ବଡ କ୍ରିକେଟର ଭବିଷ୍ୟବାଣୀ କରିବା ଆରମ୍ଭ କରିଛନ୍ତି । ଆଉ ଏସବୁ ଭିତରେ…

ନିର୍ବନ୍ଧ ଆଗରୁ ଘରେ ଲାଗିଲା ନିଆଁ : ଅଗ୍ନିକାଣ୍ଡରେ ଜଳିଗଲା ସୁନା-ଗହଣା ଓ ଟଙ୍କା ପଇସା,ପୋଡି ପାଉଁଶ ହୋଇଗଲା ଝିଅ…

କନକ ବ୍ୟୁରୋ : ନିର୍ବନ୍ଧ ଆଗରୁ ଜଳିଗଲା ବିବାହ ସ୍ୱପ୍ନ । ଭୟାବହ ଅଗ୍ନିକାଣ୍ଡରେ ଘରଦ୍ୱାର ଜଳି ଯିବା ସହ ପୋଡି ପାଉଁଶ ହୋଇଯାଇଛି ଝିଅ ବାହାଘର ପାଇଁ ଘରେ ଥିବା ସୁନା ଗହଣା ଓ ନଗଦ ଟଙ୍କା । ଗତ ଗୁରୁବାର ଦିନ ସାଢେ ୧୨ଟାରେ ହୋଇଥିବା ଅଗ୍ନିକାଣ୍ଡରେ ମହାକାଳପଡା ଜାଲକଣା ଗାଁର ସବିତା…

ପ୍ରବଳ ତାତିରେ ଶୋଷ ମେଣ୍ଟାଉଛି ନାଳ ପାଣି : ଦୂଷିତ ପାଣି ବ୍ୟବହାର କରି କିଡ଼ନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି ବୌଦ୍ଧର…

କନକ ବ୍ୟୁରୋ : ପ୍ରଚଣ୍ଡ ଗ୍ରୀଷ୍ମ ଲହରୀକୁ ଦାଉ ସାଧୁଛି ଜଳ ସଂକଟ । ଫଳରେ ମାଇଲ ମାଇଲ ଦୂରରେ ଥିବା ଦୂଷିତ ଚୂଆ ପାଣି ଗ୍ରାମବାସୀଙ୍କ ପାଇଁ ପାଲଟିଛି ସାହା ଭରସା । ସ୍ୱଚ୍ଛ ପିଇବା ପାଣିର ଅଭାବ ହେତୁ ଦୂଷିତ ପାଣି ନେଉଛି ନୀରିହ ଲୋକଙ୍କ ଜୀବନ । କିଡିନୀ ରୋଗରେ ଆତଙ୍କିତ ବୌଦ୍ଧ ଜିଲ୍ଲାର…

୨୦୧୯ରେ ୧୯୯୮ର ପୁନରାବୃତ୍ତି । ବିଜେପି ସରକାରରେ ଫେରିଲା ଯୋଡ଼ି, ବାଜପେୟୀ-ଆଡଭାନୀଙ୍କ ପରେ ମୋଦି-ଶାହା ଯୁଗଳବନ୍ଦୀ ।

କନକ ବ୍ୟୁରୋ: ୧୯ ଯୁଦ୍ଧରେ କମାଲ କରି ଏବେ ଚର୍ଚ୍ଚାରେ ବିଜେପି ସରକାର-୨ର ଯୋଡ଼ି ନମ୍ବର-୨ ମୋଦି-ଶାହାଙ୍କ ଜୁଗଳବନ୍ଦୀ । ଜାତୀୟ ରାଜନୀତିରେ ବିଜେପିର ପ୍ରଥମ ପର୍ଯ୍ୟାୟ ଅଭ୍ୟୁଥାନରେ ବାଜପେୟୀ ଓ ଆଡ଼ଭାନୀଙ୍କ ଯୋଡ଼ି ଯେଉଁ କମାଲ କରିଥିଲେ ତାହାକୁ ମନେପକାଇଦେଲେ ମୋଦି-ଶାହା ଯୋଡ଼ି । ଯାହାକୁ ନେଇ…

ନୟାଗଡର ରତାଦେଇ ପାହାଡ ଉପରେ ରହସ୍ୟମୟୀ ଗୁମ୍ଫା : ପାହାଡ ଉପରେ ପ୍ରାୟ ୩୦ ଗୁମ୍ଫାରେ ପୂଜା ପାଉଛନ୍ତି ଦେବାଦେବୀ

କନକ ବ୍ୟୁରୋ : ଗୁମ୍ଫା, କେତେବେଳେ ଆଦି ମାନବର ବାସସ୍ଥଳୀ ତ କେତେବେଳେ ମୁନି ଋଷିଙ୍କ ସାଧନାର ପୀଠ । ଭାରତୀୟ ସଂସ୍କୃତିରେ ଯୁଗେ ଯୁଗେ ଗୁମ୍ଫାକୁ ନେଇ ରହିଛି ଅନେକ କାହାଣୀ ଅନେକ ରହସ୍ୟ । ସେମିତି କିଛି ରହସ୍ୟମୟ ଗୁମ୍ଫାର ସନ୍ଧାନ କରାଯାଇଛି । ନୟାଗଡ ଜିଲ୍ଲାର ରତାଦେଇ ପାହାଡର ରହସ୍ୟମୟୀ…

ଛତିଶଗଡ କିଣୁଛି ଓଡିଶା ଧାନ : ବିଳମ୍ବିତ ମଣ୍ଡିର ଫାଇଦା ଉଠାଉଛନ୍ତି ସ୍ଥାନୀୟ ଦଲାଲ ଓ ଛତିଶଗଡ ବେପାରୀ, କମ୍ ଦରରେ ଧାନ…

କନକ ବ୍ୟୁରୋ : ପ୍ରଶାସନର ଅବହେଳା ଯୋଗୁଁ ଓଡିଶାରେ ରାଜ୍ କରୁଛନ୍ତି ଛତିଶଗଡ ଧାନ ବେପାରୀ । ମଣ୍ଡି ଖୋଲିବାରେ ବିଳମ୍ବ ହେତୁ କମ୍ ଦରରେ ଧର୍ମଗଡ ଚାଷୀଙ୍କ ଧାନ କିଣି ନେଉଛନ୍ତି ଛତିଶଗଡ ବେପାରୀ । ଆଉ କ୍ଷତି ସହୁଛନ୍ତି ଚାଷ । ରାଜ୍ୟରେ ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଛତିଶଗଡ ବେପାରୀଙ୍କୁ…