Daily Archives

June 1, 2019

ଇଭିଏମରେ ପଡିଥିବା ଭୋଟ ଓ ଗଣତି ଭୋଟ ମଧ୍ୟରେ ବିରାଟ ତାରତମ୍ୟ ଅଭିଯୋଗ : ହାଇକୋର୍ଟରେ ପହଞ୍ଚିଲା କଣ୍ଟାବାଞ୍ଜି ମାମଲା,…

କନକ ବ୍ୟୁରୋ : ଭୋଟ୍ ଗଣତିରେ ଗଡ଼ବଡ଼ । କେବଳ କଂଟାବାଂଜି ନୁହେଁ ଦେଶର ୩ ଶହ ୭୦ରୁ ଅଧିକ ନିର୍ବାଚନ କ୍ଷେତ୍ରରେ ଏଭଳି ଅସଂଗତି ଦେଖାଦେଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ନିର୍ବାଚନ କମିସନଙ୍କ ୱେବସାଇଟରେ ଦିଆଯାଇଥିବା ଭିନ୍ନ ଭିନ୍ନ ତଥ୍ୟକୁ ନେଇ ଅନୁସନ୍ଧାନ ମୂଳକ ରିପୋର୍ଟ…

ଜୁନ ୩ରେ ଆସିବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ! ଜାଣନ୍ତୁ କେଉଁ ୱେବସାଇଟରେ ଉପଲବ୍ଧ ହେବ ପରୀକ୍ଷାଫଳ

କନକ ବ୍ୟୁରୋ : କନକ ବ୍ୟୁରୋ : ଅନେକ ଆଶା ଓ ଆଶଙ୍କା ପରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ । ଜୁନ ୩ ଦିନ ୧୨ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ । ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ଭବନରେ ଦିନ ୧୨ଟାରେ ପ୍ରକାଶ ପାଇବ ରେଜଲ୍ଟ । ଚଳିତବର୍ଷ ୯୯ହଜାର ୧୮ଜଣ ଛାତ୍ରଛାତ୍ରୀ ଯୁକ୍ତ…

ଯୁବ ଭାରତର ଯୁବ ସାଂସଦ : ୫ ବର୍ଷ ପାଇଁ ସ୍ଥିର କରିବେ ଦେଶର ରୂପରେଖ

କନକ ବ୍ୟୁରୋ : ଭାରତୀୟ ଗଣତନ୍ତ୍ରର ହୃତପିଣ୍ଡ ଦିଲ୍ଲୀ ସଂସଦ ଭବନ । ୧୭ତମ ଲୋକସଭା ପାଇଁ ନିର୍ବାଚନ ସହ ସ୍ପଷ୍ଟ ହୋଇଯାଇଛି ଆଗାମୀ ୫ ବର୍ଷ ପାଇଁ କେଉଁମାନେ ନୂଆ ଭରତର ରୁପରେଖ ସ୍ଥିର କରିବେ । ଦିଲ୍ଲୀ ସଂସଦ ଭବନରେ ବସି ଏମାନେ ଆମ ପାଇଁ ତିଆରି କରିବେ ଶାସନ ଖସଡା । ସାରା ବିଶ୍ୱରେ ସବୁଠାରୁ…

ଅଡୁଆରେ ଜେଟ୍ ଏୟାରୱେଜ୍ : ନରେଶ ଗୋୟଲ ଓ ତାଙ୍କ ପତ୍ନୀ ଅନିତାଙ୍କ ପରେ ପୂର୍ବତନ ସିଇଓ ବିନୟ ଦୁବେଙ୍କୁ ଲୁକଆଉଟ୍…

ଦିନକୁ ଦିନ ଜେଟ ଏୟାରୱେଜ ପାଇଁ ବଢୁଛି ଅଡୁଆ । କମ୍ପାନୀର ସଂସ୍ଥାପକ ନରେଶ ଗୋୟଲ ଓ ତାଙ୍କ ପତ୍ନୀ ଅନିତାଙ୍କ ନାମରେ ଲୁକଆଉଟ ନୋଟିସ ଜାରି ହେବା ପରେ ଏବେ କମ୍ପାନୀର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ନାମରେ ଏହି ନୋଟିସ ଜାରି କରାଯାଇଛି । ଜେଟର ପୂର୍ବତନ ସିଇଓ ବିନୟ ଦୁବେଙ୍କ ନାମରେ…

ଜମ୍ମୁ-କାଶ୍ମୀରର ଗାଇଡ଼୍ ରଉଫ ମହମ୍ମଦଙ୍କୁ ସଲାମ୍ : ନିଜ ଜୀବନ ଦେଇ ବଂଚାଇଲେ ୭ ପର୍ଯ୍ୟଟକଙ୍କ ଜୀବନ

ମାନବିକତା ଦେଖାଇଲେ ଗାଇଡ଼୍ । ନିଜ ଜୀବନ ଦେଇ ୭ ଜଣ ପର୍ଯ୍ୟଟକଙ୍କ ଜୀବନ ବଂଚାଇଲେ । ସ୍ୱାର୍ଥପର ଦୁନିଆରେ ଅନ୍ୟ ପାଇଁ ଜୀବନ ଦେବା ଖୁବ କମ୍ ଦେଖିବାକୁ ମିଳେ । ସମସ୍ତେ ନିଜ ନିଜ ସୁବିଧା ଚିନ୍ତା କରୁଛନ୍ତି । ଆଉ ଏପରି ସମୟରେ ଅନ୍ୟ ପାଇଁ ଜୀବନ ଦେଉଥିବା ଲୋକଙ୍କୁ ସଲାମ୍ । ଜମ୍ମୁ-କାଶ୍ମୀରରେ…

ସ୍ୱାଦିଷ୍ଟ ଭାବି ଖାଉଥିବା ଇଡଲି ଯେ କେଉଁ ପାଣିରୁ ପ୍ରସ୍ତୁତ ହେଉଛି ଥରେ ନଜର ପକାନ୍ତୁ ! ପ୍ରଥମେ ଭିଡିଓ ଦେଖନ୍ତୁ ,…

ଜଣେ ଇଡଲି ବିକ୍ରେତାଙ୍କ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଯାହାକୁ ଦେଖି ନିତିଦିନିଆ ଖାଦ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସାର୍ବଜନୀନ ସ୍ଥଳରେ ,ରାସ୍ତାକଡରେ , ଗଳିକନ୍ଦିରେ ମିଳୁଥିବା ଖାଇବା ଜିନିଷ କେତେ ସୁରକ୍ଷିତ? ମୁମ୍ବାଇର ବୋରିବଲି ଷ୍ଟେସନ୍ ବାହାରେ ଇଡଲି…