Daily Archives

May 28, 2019

ରମଜାନ ମାସରେ ରୋଜା ରଖୁଥିବା ଲୋକଙ୍କ ଉପରେ ପୁଲିସର ନଜର : ଖାଦ୍ୟ ଖାଇଲେ ୬ମାସ ଜେଲ ଦଣ୍ଡ ସହ ଦେବାକୁ ପଡିବ ଜରିମାନା

ମାଲେସିଆରେ ପୁଲିସମାନେ ଏବେ ୱେଟର ଡ୍ୟୁଟି କରୁଛନ୍ତି । ଏଥିପାଇଁ କାହିଁକିନା ଏସମୟରେ ରମଜାନ ମାସ ଚାଲିଛି ଏବଂ ରମଜାନର ପବିତ୍ର ମାସରେ ରୋଜା ରଖୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ପୁଲିସ ଏଭଳି କାମ କରୁଛି । ମାଲେସିଆର ରାଜଧାନୀରେ ପାଖାପାଖି ୩୪ଜଣ ଅଫିସର ଏହି ମାସରେ ରୋଷେୟା ଓ ୱେଟର…

କଂଗ୍ରେସ ପାଇଁ ଆଉ ଏକ ବଡ ଚ୍ୟାଲେଞ୍ଜ । ଜୁନରେ ସରିବ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ରାଜ୍ୟସଭା…

୨୦୧୯ ନିର୍ବାଚନରେ କଂଗ୍ରେସକୁ ବଡ ଝଟକା ଲାଗିବା ପରେ ଏବେ ଆଉ ଏକ ସଙ୍କଟ ଆରମ୍ଭ ହେବାକୁ ଯାଉଛି । ଲୋକସଭାରେ ମାତ୍ର ୫୨ ଆସନ ପାଇଥିବା କଂଗ୍ରେସ ଏବେ ରାଜ୍ୟସଭାରେ ମଧ୍ୟ କିଛି ଆସନ ହରାଇବାକୁ ଯାଉଛି । ୫୨ ଆସନ ପାଇଥିବା କଂଗ୍ରେସକୁ ସଂସଦରେ ଗତଥର ଭଳି ବିରୋଧୀ ଦଳର ମାନ୍ୟତା ମଧ୍ୟ ମିଳିବ…

ପଶ୍ମିମବଙ୍ଗରେ ଟିଏମସି-ସିପିଏମକୁ ଝଟକା । ଦଳ ଛାଡ଼ି ବିଜେପିରେ ମିଶିଲେ ୩ ବିଧାୟକଙ୍କ ସହ ଅନେକ ନେତା ।

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଟିଏମସିକୁ ବଡ଼ ଝଟକା । ଟିଏମସି ହାତ ଛାଡ଼ିଲେ ୨ଜଣ ବିଧାୟକଙ୍କ, ୫୨ ଜଣ କାଉନସିଲର ଏବଂ ସିପିଏମର ଜଣେ ବିଧାୟକ ମଧ୍ୟ ଇସ୍ତଫା ଦେଇଛନ୍ତି । ଆଉ ଦଳର ହାତ ଛାଡ଼ିଥିବା ଏହି ନେତାମାନେ ଶେଷରେ ବିଜେପିରେ ମିଶିଛନ୍ତି । ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରେ ରହିଛନ୍ତି…

ସଚେତନତା ପାଇଁ ସମ୍ବଲପୁର ପୋଲିସର ନିଆରା ଉଦମ୍ୟ: ବେଆଇନ୍ ଭାବେ ଲାଗିଥିବା ନମ୍ବର ପ୍ଲେଟକୁ ଗାଡିରୁ କାଢି ଦେଉଛି…

କନକ ବ୍ୟୁରୋ: ଟ୍ରାଫିକ ପୁଲିସମାନେ ଲୋକଙ୍କୁ କରୁଛନ୍ତି ଅଭିନବ ଉପାୟରେ ସଚେତନ । ନମ୍ବର ପ୍ଲେଟକୁ ଯେଉଁମାନେ ନିୟମ ଅନୁଯାୟୀ ଲଗାଉ ନାହାନ୍ତି ସେମାନଙ୍କ ଗାଡିରୁ ନମ୍ବର ପ୍ଲେଟ୍ ଖୋଲି ଦେଉଛି ପୁଲିସ । କେବଳ ଏତିକି ନୁହେଁ ବିନା ଫାଇନରେ ଲୋକଙ୍କୁ ଛାଡ଼ି ଦେଉଛି । ପୁର୍ବରୁ ଟ୍ରାଫିକ୍ ନୟମ…

ଫସଲ ଉଜାଡି ଦେଲା କୁଆପଥର ବର୍ଷା : କୋରାପୁଟର ବୈପାରୀଗୁଡା ଓ ଜୟପୁର ବ୍ଲକର ହଜାର ହଜାର ଏକର ଜମିର ପାଚିଲା ଧାନ ହେଲା…

କନକ ବ୍ୟୁରୋ : ଚାଷୀଙ୍କ ପାଇଁ କାଳ ହେଲା କୁଆପଥର । ବିଲରେ ଝଡ଼ିଗଲା ପାଚିଲା ଧାନ । ହଜାର ଏକର ଅମଳକ୍ଷମ ଧାନ ଫସଲ ନଷ୍ଟ ହୋଇଛି । ବିଲରେ ହଳଦିଆ ଧାନ ଗଛ ଠିଆ ହୋଇଥିବାବେଳେ କେଣ୍ଡାରୁ ଧାନ ଝଡ଼ି ତଳେ ପଡିଛି । ଯାହାକୁ ଦେଖି ଚିନ୍ତାରେ ପଡିଛନ୍ତି ଚାଷୀ । ଗତ ୩ ଦିନ ହେଲାଣି କୋରାପୁଟରେ…

ସର୍ବକାଳୀନ ରେକର୍ଡ ରଚିଲା ପାରାଦୀପ ପୋର୍ଟ । ୨୪ ଘଂଟାରେ ବନ୍ଦରରେ ଚଳାଚଳ କଲା ୩୦ ଜାହାଜ

କନକ ବ୍ୟୁରୋ: ସଫଳତା ପରେ ସଫଳତା ହାସଲ କରିଚାଲିଛି ପାରାଦୀପ ପୋର୍ଟ । ଜାହାଜ ଚଳାଚଳରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି ପାରାଦୀପ ବନ୍ଦର । ୨୪ ଘଂଟା ଭିତରେ ପୂର୍ବରୁ ୨୭ଟି ଜାହାଜ ପାରାଦୀପ ବନ୍ଦର ପୋତାଶ୍ରୟରେ ଚଳାଚଳ କରିଥିବା ବେଳେ ଗତକାଲି ୩୦ଟି ଜାହାଜ ଚଳାଚଳ କରି ସର୍ବକାଳୀନ ରେକର୍ଡ…