Daily Archives

May 28, 2019

ଚାରି ଚାରି ଥର ୟୁପିଏସସିରେ ବିଫଳ ହେଲା ପରେ ବି ନିରାଶ ହୋଇନଥିଲେ ଏହି ଶିକ୍ଷକ । ୫ମ ଥରରେ ଏହି ଉପାୟରେ ପରୀକ୍ଷାରେ…

କଥାରେ ଅଛି ଇଚ୍ଛା ଥିଲେ ସଫଳତା ନିଶ୍ଚୟ ମିଳିବ । ଯଦି ଆପଣ ଜୀବନରେ କିଛି କରିବାକୁ କିମ୍ବା ହେବାକୁ ସ୍ଥିର କରିଥିବେ ଏବଂ ଏହାକୁ ଆପଣ କୌଣସି ବି ପରିସ୍ଥିତିରେ କାମରେ କରିଦେଖାଇବାକୁ ଚାହୁଁଥିବେ ତେବେ ସଫଳତା ନିଶ୍ଚୟ ଆପଣଙ୍କ ପାଦ ଚୁମିବ । ଏଭଳି କିଛି ଘଟଣା ଘଟିଥିଲା ଜଣେ ଆଇଏଏସ…

ରାଜସ୍ଥାନରେ ସଙ୍କଟରେ କଂଗ୍ରେସ ସରକାର । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଖାସ୍ ଅନୁଗତ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା…

କନକ ବ୍ୟୁରୋ : ସଙ୍କଟରେ ରାଜସ୍ଥାନ କଂଗ୍ରେସ ସରକାର । ୨୦୧୯ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ ଏହାର ସାଇଟ ଇଫେକ୍ଟ କଂଗ୍ରେସ ଶାସିତ ରାଜ୍ୟ ଉପରେ ଦେଖିବାକୁ ମିଳିଛି । ପୂର୍ବରୁ ମଧ୍ୟପ୍ରଦେଶ ଓ କର୍ଣ୍ଣାଟକରେ କଂଗ୍ରେସ ସରକାର ସଙ୍କଟରେ ପଡିଥିବା ବେଳେ ଏବେ ରାଜସ୍ଥାନରେ ସମାନ…

ବ୍ରିଟେନର ପ୍ରଧାନମନ୍ତ୍ରୀ ରେସରେ ପାକିସ୍ତାନୀ ବସ ଡ୍ରାଇଭରଙ୍କ ପୁଅ ସାଜିଦ୍ ଜାବିଦ , ଜାଣନ୍ତୁ ସାଜିଦ୍ କିଏ

ବ୍ରେକ୍ସିଟ୍ ମାମଲାରେ ଅସଫଳ ରହିବା ପରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଥେରେସା ମେ ନିଜ ପଦରୁ ଇସ୍ତଫା ଦେବାର ଘୋଷଣା କରିଛନ୍ତି । ଥେରେସା ମେଙ୍କ ଇସ୍ତଫା ସହିତ ବ୍ରିଟେନରେ ନୂଆ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱୀ ସାମନାକୁ ଆସିଲେଣି । ଏପର୍ଯ୍ୟନ୍ତ ମୋଟ୍ ୯ଜଣ ନେତା ବ୍ରିଟେନର…

ସନ୍ଧ୍ୟା ସୁଦ୍ଧା ୧୧ଟି ଜିଲ୍ଲାକୁ କାଳବୈଶାଖୀ । ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି ।

କନକ ବ୍ୟୁରୋ: ରାଜ୍ୟର ୧୧ଟି ଜିଲ୍ଲାକୁ ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସନ୍ଧ୍ୟା ୫ଟା ୩୦ ମଧ୍ୟରେ ରାଜ୍ୟର ୧୧ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।…

ଆଧୁନିକ ଚିକିତ୍ସା ବିଜ୍ଞାନରେ ଜ୍ୟୋତିଷ ଶାସ୍ତ୍ର ! ଜାତକ ଦେଖି କରାଯାଉଛି ରୋଗୀଙ୍କ ଚିକିତ୍ସା

କୁଣ୍ଡଳୀ ଦେଖି କରାଯାଉଛି ରୋଗୀଙ୍କ ଚିକିତ୍ସା । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବା ମଧ୍ୟ ଏହା ସତ । ଆଧୁନିକ ଚିକିତ୍ସା ବିଜ୍ଞାନରେ ଜ୍ୟୋତିଷ ଶାସ୍ତ୍ରକୁ ବ୍ୟବହାର କରି ଏକ ହସ୍ପିଟାଲ ଚର୍ଚ୍ଚାର ପରିସରକୁ ଆସିଛି । ଜୟୁପର ସ୍ଥିତ ୟୁନିକ ସଙ୍ଗୀତା ମେମୋରିଆଲ ହସ୍ପିଟାଲରେ କୁଣ୍ଡଳୀ ଦେଖି…

ରଥଯାତ୍ରା ପୂର୍ବରୁ ସୁରକ୍ଷା ନେଇ ପୋଲିସ ଡିଜିଙ୍କ ସମୀକ୍ଷା । ଶ୍ରୀକ୍ଷେତ୍ରକୁ ଜଗିବ ସିସିଟିଭି, ରେଳ ଯାତ୍ରୀଙ୍କ…

କନକ ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ସୁରକ୍ଷା ନେଇ ରାଜ୍ୟ ସରକାରଙ୍କ ତତ୍ପରତା । ରଥଯାତ୍ରା ମାସକ ପୂର୍ବରୁ ପ୍ରସ୍ତୁତି ବୈଠକ କରିଛନ୍ତି ପୋଲିସ୍ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା । ବୈଠକ ପରେ ଡିଜିପି କହିଛନ୍ତି କି, ବାତ୍ୟା ଫୋନି ପ୍ରଭାବରେ ପୁରୀ ଅଧିକ ପ୍ରଭାବିତ ହୋଇଛି…