Daily Archives

May 26, 2019

ସନ୍ଧ୍ୟା ୭ଟା ମଧ୍ୟରେ ୫ଟି ସ୍ଥାନରେ କାଳବୈଶାଖୀ । ସତର୍କ ସୂଚନା ଜାରିକଲା ପାଣିପାଗ କେନ୍ଦ୍ର ।

କନକ ବ୍ୟୁରୋ: ରାଜ୍ୟର ୫ଟି ସ୍ଥାନରେ ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସନ୍ଧ୍ୟ ୭ଟା ମଧ୍ୟରେ ରାଜ୍ୟର ୫ଟି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହ…

ରାଜ୍ୟପାଳଙ୍କୁ ଭେଟିଲେ ସିଇଓ । ନବନିର୍ବାଚିତ ପ୍ରତିନିଧିଙ୍କ ପୂର୍ଣ୍ଣାଙ୍ଗ ତାଲିକା ପ୍ରଦାନ କଲେ ।

କନକ ବ୍ୟୁରୋ: ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ୨୦୧୯ ସାଧାରଣ ନିର୍ବାଚନରେ ନବ ନିର୍ବାଚିତ ବିଧାୟକଙ୍କ ପୂର୍ଣ୍ଣାଙ୍ଗ ତାଲିକା ଓ ଫଳାଫଳ ସମ୍ବନ୍ଧରେ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି ସିଇଓ । ସୂଚନା ମୁତାବକ, ରାଜ୍ୟ ମୁଖ୍ୟ…

ମୋଦିଙ୍କୁ ଭେଟିଲେ ଆନ୍ଧ୍ରପ୍ରଦେଶରେ ଭାବି ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ : ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ କଲେ…

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶରେ ଚମତ୍କାର ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଜଗନମୋହନ । ଦିଲ୍ଲୀରେ ମୋଦିଙ୍କୁ ସାକ୍ଷାତ କରିବା ସହ ଆଗାମୀ ୩୦ ତାରିଖରେ ଶପଥ ସମାରୋହରେ ଯୋଗଦେବା ପାଇଁ ବିଜୟୱାଡା ନିମନ୍ତ୍ରଣ କରିଛନ୍ତି ୱାଇଏସଆର କଂଗ୍ରେସ ମୁଖ୍ୟ । ସାରା ଦେଶରେ…

ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାବଦରେ କିଛି ଅଜଣା କଥା । ଜାଣନ୍ତୁ ଭାରତର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କଣ କଣ ସୁବିଧା…

ଦ୍ୱିତୀୟ ଥର ପାଇଁ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ଆସନ୍ତା ୩୦ ତାରିଖରେ ଏହି ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇପାରେ । ଭାରତର ପ୍ରଧାନମନ୍ତ୍ରୀ ଭାବେ ମୋଦି ଦିଲ୍ଲୀର ଲୋକ କଲ୍ୟାଣ ମାର୍ଗରେ ଥିବା ସରକାରୀ ବାସଭବନରେ ରହିବେ । ତେବେ…

ମହିଳା ଆଣିଦେଲେ ମହାବିଜୟ । କୃତଜ୍ଞତା ଜଣାଇଲେ ବିଜେଡି ସୁପ୍ରିମୋ ।

କନକ ବ୍ୟୁରୋ: ଶେଷରେ ମହିଳାଙ୍କୁ ଧନ୍ୟବାଦ୍ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୧୯ ଯୁଦ୍ଧରେ ବାଜିମାତ୍ କରିବା ପଛରେ ଏଥର ବିଜେଡି ପାଇଁ ମହିଳାମାନେ ଥିଲେ ପ୍ରମୁଖ ଅସ୍ତ୍ର, ଆଉ ଏହି ଅସ୍ତ୍ରକୁ ନବୀନ ସଠିକ୍ ସ୍ଥାନ ଏବଂ ସଠିକ ସମୟରେ ଉପଯୋଗ କରି ବିରୋଧୀଙ୍କୁ ଚେକ୍ ଦେବାରେ ସକ୍ଷମ…

ଦ୍ୱିତୀୟ ଇନିଂସ୍ ଆରମ୍ଭ କରିବେ ମୋଦି : ଆଜି ମା’ଙ୍କୁ ଭେଟି ନେବେ ଆଶିର୍ବାଦ

କନକ ବ୍ୟୁରୋ : ପ୍ରଚଣ୍ଡ ବହୁମତରେ ଶାସନ ଗାଦିକୁ ଫେରିଛନ୍ତି ନରେନ୍ଦ୍ର ମୋଦି । ଦ୍ୱିତୀୟ ଇଂନିସ୍ ଆରମ୍ଭ କରିବା ପାଇଁ ଯାଉଛନ୍ତି ନରେନ୍ଦ୍ର ମୋଦି । ଲେକାସଭା ନିର୍ବାଚନରେ ଏନଡ଼ିଏକୁ ବହୁମତ ମିଳିଛି । ସାରା ଦେଶରେ ମୋଦି ଲେହେର । ପ୍ରଚଣ୍ଡ ବହୁମତରେ ବାଜିମାତ୍ କରିଛି ଏନଡ଼ିଏ । ଆସନ୍ତା ୩୦…