Daily Archives

May 22, 2019

ବିଖଣ୍ଡିତ ଜନମତ ବଦଳାଇପାରେ ରାଜନୈତିକ ସମୀକରଣ ! କେନ୍ଦ୍ରରେ ସରକାର ଗଠନରେ କେଉଁମାନେ ସାଜିବେ କିଙ୍ଗମେକର୍ ?

କନକ ବ୍ୟୁରୋ : ଏକଜିଟ୍ ପୋଲ ଆକଳନ ସତ ନହେଲେ, ଏବଂ ବିଜେପିକୁ ବହୁମତ ନମିଳିଲେ କଣ ହେବ ରାଜନୈତିକ ସମୀକରଣ ? କେନ୍ଦ୍ରରେ ସରକାର ଗଠନରେ କେଉଁମାନେ ସାଜିବେ କିଙ୍ଗ ମେକର ? ରାଜନୀତି ବିଶେଷଜ୍ଞଙ୍କ ମତରେ ଉଭୟ ବିଜେପି ଓ କଂଗ୍ରେସ ଠାରୁ ଦୂରେଇ ରହୁଥିବା ରାଜନୈତିକ ଦଳ ହେବେ ନିର୍ଣ୍ଣାୟକ ।…

ଇଭିଏମ ଉପରେ ନଜର ରଖିବା ପାଇଁ କର୍ମୀଙ୍କ ଅଭିନବ ପ୍ରୟାସ । ଷ୍ଟ୍ରଙ୍ଗରୁମ ଆଗରେ ତମ୍ବୁ ଓ କ୍ୟାମେରା ଲଗାଇ ବସିଲେ…

କନକ ବ୍ୟୁରୋ : ଆସନ୍ତାକାଲି ସାରା ଦେଶରେ ଭୋଟଗଣତି ହେବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ଭୋଟଗଣତି କେନ୍ଦ୍ରରେ ଇଭିଏମ ଓ ଭିଭିପାଟ ମଧ୍ୟ ପହଞ୍ଚିଲାଣି । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଭୋଟଗଣତିରେ ଗଡବଡି ସନ୍ଦେହ କରି ୟୁପିର ସପା-ବିଏସପିର…

କାଲି ଆସିବ ୧୯ ମହାଭାରତର ଫଳାଫଳ । ଗଡୁଛି ସମୟ, ବଢୁଛି ନେତାଙ୍କ ହୃତସ୍ପନ୍ଦନ । କାହା ସପକ୍ଷରେ ଯିବ ଜନାଦେଶ, କାଲି…

କନକ ବ୍ୟୁରୋ : କାଲି ଆସିବ ୧୯ ମହାଯୁଦ୍ଧର ଫଳାଫଳ । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଯେଉଁ ମୁହୂର୍ତ୍ତକୁ ଅପେକ୍ଷା କରି ରହିଛି ସାରା ଭାରତ । ଆସନ୍ତାକାଲି ଖୋଲିବ ନେତାଙ୍କ ଭାଗ୍ୟର ପେଡି । ୨୦୧୯ ସାଧାରଣ ନିର୍ବାଚନର ଫଳାଫଳ ଆସିବାକୁ ଆଉ ମାତ୍ର ୨୪ ଘଣ୍ଟାର ସମୟ ବାକି ଥିବା ବେଳେ…

ଟିକ୍-ଟକରେ ୫ ଲକ୍ଷ ଫଲୋଅର୍ସର୍ ଥିବା ଜିମ୍ ଟ୍ରେନରଙ୍କ ଉପରକୁ ସଂନ୍ଦିଗ୍ଧ ଚଳାଇଲେ ଗୁଳି ! ଘଟଣାସ୍ଥଳରେ ଯୁବକଙ୍କ…

ଦେଶର ରାଜଧାନୀ ଦିଲ୍ଲୀରେ ପୁଣିଥରେ ଗ୍ୟାଙ୍ଗ୍ ୱାରର ମାମଲା ସାମ୍ନାକୁ ଆସିଛି । ଦୁଇଦିନ ପୂର୍ବରୁ ମେଟ୍ରୋ ଷ୍ଟେସନ୍ ପାଖରେ ପୋଲିସ୍ ଏବଂ ଗ୍ୟାଙ୍ଗୱାର୍ ଫାୟାରିଙ୍ଗର ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଦୁଇଜଣ ସଂନ୍ଦିଗ୍ଧଙ୍କ ମୃତ୍ୟୁ ଘଟିଛି । ନଜଫଗଢରେ ଟିକ୍-ଟକରେ ଲୋକପ୍ରିୟ ହୋଇଥିବା ଏବଂ…

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଉପରେ ଗୁରୁଦାୟିତ୍ୱ : ଭରସା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ, ଉପା ପାଇଁ ରଣନୀତି ପ୍ରସ୍ତୁତ…

କନକ ବ୍ୟୁରୋ : ଲୋକସଭା ନିର୍ବାଚନରେ ଏନଡ଼ିଏକୁ ବହୁମତ ମିଳିବ ବୋଲି ଅଧିକାଂଶ ଏକଜିଟ୍ ପୋଲ୍ ଦର୍ଶାଇବା ପରେ ବିରୋଧୀ ଶିବିରରେ କମ୍ପନ ସୃଷ୍ଟି ହୋଇଛି । ଫଳାଫଳ ଆସିବା ପୂର୍ବରୁ ବିରୋଧୀଙ୍କ ନିଦ ଉଡ଼ିଯାଇଛି । ଏପରିସ୍ଥଳେ ସମସ୍ତ ରାଜନୈତିକ ଦଳ ଗୁଡ଼ିକ ମହାଯୁଦ୍ଧର ଫଳାଫଳ ଆସିବା ପରର ସମୀକରଣ…

ହୋଟେଲରେ ବଳୁଥିବା ସାବୁନକୁ ଏକାଠି କରି ଅନାଥ ପିଲାଙ୍କୁ ସ୍ୱଚ୍ଛତା ଆଡକୁ ନେଉଛି ଏହି ଏନଜିଓ ! ଶୁଣିଲେ ଆପଣ ମଧ୍ୟ ବାଃ…

ଗାଧୋଇବାବେଳେ ସାବୁନ୍ ଯେତେବେଳେ ପତଳା ହୋଇଯାଏ ତେବେ ଆପଣ କ’ଣ କରନ୍ତି ? ହୋଟେଲରେ ରହଣୀ ସମୟରେ ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ଯେଉଁ ସାବୁନ୍ ଆପଣ ବ୍ୟବହାର କରନ୍ତି ଏହାପରେ ସେ ସାବୁନର ହୁଏ କ’ଣ ? ଆପଣଙ୍କ ଉତ୍ତର ଡଷ୍ଟବିନ୍ କୁ ଚାଲିଯାଏ , ପାଣିରେ ବହିଯାଏ ଆଦି ହୋଇପାରେ । ଏହା ସତ ମଧ୍ୟ…