Daily Archives

May 22, 2019

ଥରି ଉଠିଲା ଆଣ୍ଡାମାନ୍ ଓ ନିକୋବର ଦ୍ୱୀପପୁଞ୍ଜ । ୫.୬ ତୀବ୍ରତାସମ୍ପନ୍ନ ଭୂମିକମ୍ପ ହୋଇଥିବା ସୂଚନା ।

କନକ ବ୍ୟୁରୋ : ବୁଧବାର ସକାଳେ ଆଣ୍ଡାମାନ ଦ୍ୱୀପପୁଞ୍ଜ ଅଞ୍ଚଳରେ ରିକ୍ଟର୍ ସ୍କେଲରେ ୫. ୬ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ସକାଳ ପ୍ରାୟ ୬: ୦୯ ସମୟରେ ଭୂଗର୍ଭର ୧୦ କିଲୋମିଟର ଅଭ୍ୟନ୍ତରରେ ଭୂକମ୍ପନ ହୋଇଥିବା କଥା ଜଣାପଡ଼ିଛି । ମଙ୍ଗଳବାର…

୨୦୦ରୁ ଅଧିକ ଦେଶ ଦେଖିବ ବିଶ୍ୱକପ । ଭାରତରେ ୭ଟି ଭାଷାରେ ହେବ ପ୍ରସାରଣ ।

କନକ ବ୍ୟୁରୋ : ୨୦୧୯ ବିଶ୍ୱକପର ତାରିଖ ଯେତିକି ପାଖଉଛି, କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସେତିକି ବଢି ବଢି ଚାଲିଛି । ସାରା ଦୁନିଆର କ୍ରିକେଟପ୍ରେମୀଙ୍କ ନିକଟରେ ବିଶ୍ୱକପ କ୍ରିକେଟ୍ ପହଞ୍ଚାଇବା ପାଇଁ ଆଇସିସି ପକ୍ଷରୁ ଗତକାଲି ପ୍ରସାରଣ ଏବଂ ଡିଜିଟାଲ୍ ବିତରଣ ଯୋଜନାର ଘୋଷଣା କରାଯାଇଛି…

ବାରିପଦାରେ ଅଭାବନୀୟ ଘଟଣା । ୨ ପତ୍ନୀଙ୍କୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା : ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରୁ ମିଳିଲା…

କନକ ବ୍ୟୁରୋ : ବାରିପଦାରେ ଟ୍ରିପଲ୍ ମର୍ଡର ସନ୍ଦେହ । ବାରିପଦା ସଦର ଥାନା ଅନ୍ତର୍ଗତ ତାଡିକିଶଳ ଗାଁରେ ଟ୍ରିପଲ୍ ମର୍ଡର ସନ୍ଦେହ  । ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀର ଆତ୍ମହତ୍ୟା ନେଇ ସୂଚନା ମିଳିଛି । ଘର ଭିତରୁ ୨ ଜଣ ସ୍ତ୍ରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ  ଉଦ୍ଧାର କରାଯାଇଛି …

କାଲି ଭୋଟଗଣତି । ରାଜ୍ୟର ୨୧ ଲୋକସଭା ସମେତ ୧୪୬ ବିଧାନସଭା ଆସନରେ ସକାଳ ୮ଟାରୁ ହେବ କାଉଣ୍ଟିଂ 

କନକ ବ୍ୟୁରୋ : କାଉଂଟି ପାଇଁ କାଉଂଟଡାଉନ ।  କାଲି ସାଧାରଣ ନିର୍ବାଚନର ଭୋଟଗଣତି । ଦେଶର ୫୪୩ ଲୋକସଭା ଆସନର ଭୋଟଗଣତି ହେବ ।  ରାଜ୍ୟର ୨୧ଟି ଲୋକସଭା  ସମେତ ୧୪୬ଟି  ବିଧାନସଭା ପାଇଁ ଭୋଟଗଣତି ହେବ । ସକାଳ ୮ରୁ ଭୋଟଗଣତି ହେବ । ରାଜ୍ୟର ମୋଟ ୬୩ଟି ସ୍ଥାନରେ ଭୋଟଗଣତି । ଏଥିପାଇଁ ବ୍ୟାପକ…

ଭୋଟ ଗଣତି ପୂର୍ବରୁ ରଣନୀତି : ସହଯୋଗୀଙ୍କ ସହ ମାରାଥନ୍ ବୈଠକ କରୁଛନ୍ତି ବିଜେପି ଓ ବିରୋଧୀ, ସରକାର ଗଢ଼ିବା ପାଇଁ…

କନକ ବ୍ୟୁରୋ : ଭୋଟଗଣତି ପୂର୍ବରୁ ରଣନୀତି । ଉଭୟ ବିଜେପି ଓ ବିରୋଧୀ ସରକାର ଗଢ଼ିବା ପାଇଁ ପୁରା ଦମ୍ ଲଗାଇଦେଇଛନ୍ତି । ମହାଯୁଦ୍ଧର ଫଳାଫଳ ଆସିବା ପୂର୍ବରୁ ଚାଲିଛି କସରତ୍ । ୨୦୧୯ରେ କିଏ ଗଢ଼ିବ ସରକାର ? କାହାକୁ ବାଛିଛନ୍ତି ଭୋଟର ? ଗଣତି ପୂର୍ବରୁ ଗୋଟିଏ ପଟେ ବିଜେପି ଅଧ୍ୟକ୍ଷ ଅମିତ ଶାହ…

ଜାମ୍ମୁ –କାଶ୍ମୀରରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ! ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡାଇଲା…

ଦକ୍ଷିଣ କାଶ୍ମୀରର ବଡଗ୍ରାମର ଚାଡୁରା ସ୍ଥିତ ଗୋପାଳପୋରା-କୁଲଗାମ୍ ରେ ମଙ୍ଗଳବାର ମଧ୍ୟ ରାତ୍ରିରେ ଆତଙ୍କବାଦୀ ଏବଂ ସୁରକ୍ଷାବଳଙ୍କ ମଧ୍ୟରେ ହୋଇଥିବା ଫାୟାରିଙ୍ଗରେ ଦୁଇ ଆତଙ୍କବାଦୀ ମରିଥିବାର ସୂଚନା ମିଳୁଛି । ଏବେ ବି କିଛି ଆତଙ୍କବାଦୀ ଉକ୍ତ ଅଞ୍ଚଳରେ ଲୁଚି ଥିବାର ଖବର ଆସୁଛି ।…