Daily Archives

May 22, 2019

ଦିନକ ପୂର୍ବରୁ ଦମ୍ଭୋକ୍ତି ବାଢିଲେ ନିରଞ୍ଜନ । କହିଲେ ସରକାର ଗଢିବାକୁ ଆଶାବାଦୀ ନାହିଁ କଂଗ୍ରେସ, କିନ୍ତୁ ଦୁଇଟି…

କନକ ବ୍ୟୁରୋ : କାଲି ଆସିବ ୧୯ ମହାଯୁଦ୍ଧର ଫଳାଫଳ । ଆଉ ରେଜଲ୍ଟ ଆସିବା ପୂର୍ବରୁ ବିଜୟ ନେଇ ଦମ୍ଭୋକ୍ତି ବାଢିଲେଣି ନେତା । ଫଳାଫଳ ଆସିବାକୁ ଆଉ ମାତ୍ର କେଇ ଘଣ୍ଟା ବାକି ରହିଥିବା ବେଳେ ସରଗରମ ହୋଇଛି ରାଜ୍ୟ ରାଜନୀତି । ଆଉ ଏହାରି ଭିତରେ ଦମ୍ଭୋକ୍ତି ଦେଖାଇଛନ୍ତି ପିସିସି ସଭାପତି ନିରଞ୍ଜନ…

ଗାଁର ପରମ୍ପରା ଆଗରେ ହାର ମାନୁଛି ସହରର ଆଧୁନିକତା। ସଂପର୍କ ଯୋଡୁଛି କାଠ କଣ୍ଡେଇର ବାହାଘର। ଆଜି ବି ବଞ୍ଚି ରହିଛି…

କନକ ବ୍ୟୁରୋ: ଆଜିର ଆଧୂନିକ ଯୁଗରେ ସହରରେ ସମ୍ପର୍କ ସ୍ଥାପନ କରିବା ହେଉ କି ନିଜ ପରିବାର ସହ ସମ୍ପର୍କ ଯୋଡ଼ିବା ହେଉ ,କାହା ପାଖେ ସମୟ ନାହିଁ, ସମ୍ପର୍କ ଧିରେ ଧିରେ ନିରାଶ ପଥକୁ ଚାଲିଯାଉଥିବା ବେଳେ, ଆଦିବାସୀ ଗ୍ରାମରେ ବହୁ ବର୍ଷ ଧରି କାଠର କଣ୍ଡେଇର ବାହାଘର ୩ ଟି ଗ୍ରାମକୁ କରିଛି ଆପଣାର…

ଭାରତରେ ଅଛି ଏମିତି ମନ୍ଦିର, ଯେଉଁଠି ପୂଜା ପାଅନ୍ତି ଦୁର୍ଯ୍ୟୋଧନ। ମହାଭାରତରେ ଭିଲେନ୍, କିନ୍ତୁ ଏଠାରେ ଲୋକଙ୍କ ପାଇଁ…

କନକ ବ୍ୟୁରୋ: ମହାଭାରତର ଖଳନାୟକ ଚରିତ୍ର ଦୁର୍ଯ୍ୟୋଧନ, ହେଲେ ଏଠାରେ ଲୋକଙ୍କ ପାଇଁ ଭଗବାନ । ମନ୍ଦିର କରି ଦୁର୍ଯ୍ୟୋଧନ ଙ୍କୁ ପୂଜା କରୁଛନ୍ତି ଲୋକେ । ଏହି ପରମ୍ପରା ବର୍ଷ ବର୍ଷ ଧରି ଚାଲି ଆସୁଛି । ଆପଣ କେବେ ବି ଆଗରୁ ଦୁର୍ଯ୍ୟୋଧନ ମନ୍ଦିର ନେଇ କେବେ ହେଲେ ଶୁଣିନଥିବେ । ହେଲେ ଏ…

ଭାରତରେ ଏକଜିଟ ପୋଲ୍ ଆସିବା ପରେ ଶତ୍ରୁ ଦେଶ ପାକିସ୍ତାନରେ ହାହାକାର : ୧୯ ମେ ପରଠାରୁ ଗୁଗୁଲରେ ସର୍ବାଧିକ ମୋଦିଙ୍କୁ…

କନକ ବ୍ୟୁରୋ : ଆସନ୍ତାକାଲି ଆସିବ ସାଧାରଣ ନିର୍ବାଚନର ରାୟ । ସମସ୍ତଙ୍କ ଅପେକ୍ଷା କିଏ କରିବ ବିଶ୍ୱର ସବୁଠାରୁ ଗଣତନ୍ତ୍ରରେ ସରକାର । ଠିକ୍ ଏତିକି ବେଳେ ପାକିସ୍ତାନୀ ମିଡିଆରେ ମଧ୍ୟ ମୋଦିଙ୍କୁ ନେଇ ଜୋରଦାର ଚର୍ଚ୍ଚା । ତେବେ ଏହି ଚର୍ଚ୍ଚା ଭିତରେ ମୋଦିଙ୍କୁ ନେଇ ପାକିସ୍ତାନୀ ମିଡିଆରେ ଭୟ…

ବିପଦସଙ୍କୁଳ ଅବସ୍ଥାରେ ବି ଲୋକଙ୍କ ଚିନ୍ତା। ଫୋନି ପ୍ରଭାବିତଙ୍କୁ ବିଜୁଳି ଯୋଗାଇଦେବା ପାଇଁ ବିଦ୍ୟୁତ୍ କର୍ମଚାରୀଙ୍କ…

ଭୟଙ୍କରୀ ବାତ୍ୟା ଫୋନିର କରାଳ ରୂପରୁ ବର୍ତ୍ତି ପାରିନି ଓଡ଼ିଶା । ଓଡିଶାର ବିଭିନ୍ନ ସ୍ଥାନରେ ଏବେ ବି ବିଦ୍ୟୁତ୍ ସଂକଟ ଲାଗିରହିଛି । ତେବେ ଯୁଦ୍ଧକାଳୀନ ସ୍ଥିତିରେ ଏବେ ମଧ୍ୟ ବିଦ୍ୟୁତ୍ ବିଭାଗ କର୍ମଚାରୀ ଦିନରାତି ଲାଗି ବିଦ୍ୟୁତ୍ ସଜାଡିବାରେ ଲାଗି ପଡିଛନ୍ତି । ସୋସିଆଲ୍ ମିଡିଆରେ…

ମହାଯୁଦ୍ଧ ଫଳାଫଳ ଆସିବା ପୂର୍ବରୁ ନିର୍ବାଚନ କମିସନଙ୍କ ପ୍ରସ୍ତୁତି : ତିଆରି ହେଲା ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍,…

କନକ ବ୍ୟୁରୋ : ୨୦୧୯ ମହାଯୁଦ୍ଧର ଫଳାଫଳ ପାଇଁ ଫାଇନାଲ୍ କାଉଣ୍ଟଡାଉଡ଼୍ ଆରମ୍ଭ ହୋଇଯାଇଛି । ରାତି ପାହିଲେ ଆସିବ ଫଳାଫଳ । ଦେଶର ୫୪୩ ଲୋକସଭା ଆସନର ଭୋଟଗଣତି ହେବ । ନେତାଙ୍କ ହାର୍ଟବିଟ୍ ବଢ଼ିବାରେ ଲାଗିଛି । କିଏ ଗଢ଼ିବ ସରକାର ? କାହା ମୁଣ୍ଡାରେ ସୁନାକଳସ ଢ଼ାଳିବ ହାତୀ । ସାଧାରଣ ଜନତା ମଧ୍ୟ…