Daily Archives

May 16, 2019

ରାଜ୍ୟ ରାଜନୀତିରେ ଅଦ୍ଭୁତ ନିରବତା । ଗଣତି ପୂର୍ବରୁ ସମସ୍ତେ ଚୁପ , ମେ ୨୩କୁ କରିଛନ୍ତି ଅପେକ୍ଷା : ସମାଲୋଚନା…

କନକ ବ୍ୟୁରୋ : ବାତ୍ୟା ଫୋନି ଲାଣ୍ଡ ଫଲ୍ କରିବାର ପୂର୍ବ ରାତିରେ ସମୁଦ୍ରକୂଳ ଶାନ୍ତ ଥିଲା । ଅର୍ଥାତ ଏହା ଥିଲା ଝଡ଼ ପୂର୍ବରୁ ନିରବତା । ଠିକ୍ ସେହିପରି ନିରବତା ଏବେ ଦେଖିବାକୁ ମିଳିଛି ରାଜ୍ୟ ରାଜନୀତିରେ । କାଉଁଟିଂ ପୂର୍ବରୁ ବିରୋଧୀ ଓ ଶାସକ ଦଳର ନେତାମାନେ ନିରବ ରହିଛନ୍ତି । ବିଶେଷ କରି…

ବାତ୍ୟା ବିପନ୍ନଙ୍କୁ ସହଯୋଗର ହାତ ବଢାଇଲା ସମ୍ବାଦ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଲା ୫୦ ଲକ୍ଷ ଟଙ୍କା

କନକ ବ୍ୟୁରୋ : ବାତ୍ୟା ଫୋନି ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସମ୍ବାଦ ଗ୍ରୁପ ପକ୍ଷରୁ ସହାୟତା ଅର୍ଥରାଶି ପ୍ରଦାନ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ସମ୍ବାଦ ଗ୍ରୁପ ପକ୍ଷରୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ରାଜ୍ୟରେ ଫୋନି ପାଇଁ ଅନେକ ଲୋକ ଗୁରୁତର…

କେନ୍ଦ୍ରାପଡ଼ା ଫୋନି କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ସମ୍ବେଦନଶୀଳ ଅଂଚଳରେ ନିର୍ମାଣ ହେବ ୩୦ଟି…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଗସ୍ତରେ ଯାଇ ଫୋନି ସମୀକ୍ଷା କରିଛନ୍ତି । ଆଜି ଅପରାହ୍ନରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନବୀନ ପଟ୍ଟନାୟକ ଫୋନି କ୍ଷୟକ୍ଷତି, ରିଲିଫ ଓ ପୁନରୁଦ୍ଧାର କାମର ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ…

ଫୋନି ମୃତ୍ୟୁ ସଂଖ୍ୟା ୬୪ ! ବାତ୍ୟାରେ ମରିଛନ୍ତି ୫ ହଜାରରୁ ଉର୍ଦ୍ଧ୍ୱ ଗୃହପାଳିତ ପଶୁ

କନକ ବ୍ୟୁରୋ : ଫୋନି ମୃତ୍ୟୁ ସଂଖ୍ୟା ୬୪ । ବାତ୍ୟାରେ ୪୧ ଲକ୍ଷ ଗୃହପାଳିତ ପକ୍ଷୀ ମରିଛନ୍ତି । ଫୋନି ତାଣ୍ଡବରେ ୫୩୭୫ ଛୋଟ ଓ ବଡ଼ ଗୃହପାଳିତ ପକ୍ଷୀ ମରିଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂ ଏହି ସୂଚନା ଦେଇଛନ୍ତି । ପୁରୀ, ଜଗତସିଂପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା…

ସଚିନଙ୍କ ନାଁରେ ରେକର୍ଡର ସମୁଦ୍ର । ବିଶ୍ୱକପରେ ତେନ୍ଦୁଲକରଙ୍କ ଏମିତି ୧୦ଟି ରେକର୍ଡ, ଯାହା ଆଜି ପର୍ଯ୍ୟନ୍ତ କେହି…

କନକ ବ୍ୟୁରୋ : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ ଆଖ୍ୟା ଦିଆଯାଇଛି । ଦିନିକିଆ ଏବଂ ଟେଷ୍ଟ କ୍ରିକେଟରେ ରେକର୍ଡର ବର୍ଷା କରିଛନ୍ତି ସଚିନ୍ । ସେହିପରି ଯଦି ବିଶ୍ୱକପ ରେକର୍ଡ ଉପରେ ନଜର ପକାଇବା, ତେବେ ଶୀର୍ଷରେ ଅଛନ୍ତି ସଚିନ୍ । ବିଶ୍ୱକପରେ ସଚିନ୍ ତେନ୍ଦୁଲକର…

ଅନଲାଇନରେ ଟଙ୍କା ନେଣଦେଣ ପ୍ରକ୍ରିୟାକୁ ସୁଗମ କରିବା ପାଇଁ ଆରବିଆଇର ବଡ ପଦକ୍ଷେପ : ଏଣିକି ସପ୍ତାହକୁ ୨୪ ଘଂଟା ଓ ୭ଦିନ…

ଭାରତୀୟ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କିଙ୍ଗ ସମୟ ପରେ ମଧ୍ୟ ଅନଲାଇନ୍ ଟଙ୍କା ନେଣଦେଣକୁ ସୁଗମ କରିବା ପାଇଁ ଏକ ବଡ ପଦକ୍ଷେପ ନେବାକୁ ପ୍ରସ୍ତୁତି କରୁଛି । ଆରବିଆଇ ନିଜ ପେମେଂଟ ଆଣ୍ଡ ସେଟଲମେଂଟ ସିଷ୍ଟମର ଭିଜନ୍ ଡକ୍ୟୁମେଂଟ ୨୦୧୯-୨୧ରେ ଏହି ବିଷୟରେ ପ୍ରସ୍ତାବ ଦେଇଛି । ଏହି ପ୍ରସ୍ତାବରେ ଅଛି…