Daily Archives

May 16, 2019

ବାତ୍ୟା ପ୍ରଭାବିତଙ୍କ ପାଇଁ ସହାୟତାର ହାତ ବଢାଇଲେ ନବୀନଙ୍କ ଭଉଣୀ ଗୀତା ମେହେଟ୍ଟା । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ…

କନକ ବ୍ୟୁରୋ : ବାତ୍ୟା ଫୋନି ପ୍ରଭାବରେ ଛାରଖାର ହୋଇଯାଇଥିବା ଓଡିଶାକୁ ପୁଣିଥରେ ଗଢିତୋଳିବା ପାଇଁ ସହାୟତାର ହାତ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା ।ଆମେରିକାରେ ରହୁଥିବା ଗୀତା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି…

ବାତ୍ୟା ‘ଫୋନି’ ପରେ ପରିବା ବଜାରରେ ନିଆଁ : କଟକ ଛତ୍ରବଜାର ପରିବା ମାର୍କେଟରେ ଟମାଟୋ ଓ କଲରା କିଲୋ ୫୦ରୁ ୬୦ ଟଙ୍କା

କନକ ବ୍ୟୁରୋ : ବାତ୍ୟା ଫୋନୀ ପରେ ପରିବା ବଜାରରେ ଲାଗିଛି ନିଆଁ । କଟକ ଛତ୍ରବଜାର ପରିବା ମାର୍କେଟରେ ଦର ଏବେ ଆକାଶ ଛୁଆଁ । ଆଳୁ ପିଆଜ କିଲୋ ପ୍ରତି ୧୫ ଟଙ୍କା ଥିବା ବେଳେ ସବୁଜ ପରିବା ଦାମ୍ ଅଧିକ ରହିଛି । ଦେଶୀ ପୋଟଳ କିଲୋ ପ୍ରତି ୬୦ ଟଙ୍କା ଥିବା ବେଳେ ଚାଲାଣ ପୋଟଳ ୪୦ ଟଙ୍କା ରହିଛି ।…

ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ବିବାଦୀୟ ବୟାନ : ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡସେକୁ କହିଲେ…

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଗୁଳି କରି ହତ୍ୟା କରିଥିବା ନାଥୁରାମ ଗୋଡସେକୁ ନେଇ ଥମୁନି ରାଜନୀତି । କମଲ ହାସନଙ୍କ ପରେ ଏବେ ଭୋପାଳରୁ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁର ବିବାଦୀୟ ବୟାନ ଦେଇଛନ୍ତି । ସେ ନାଥୁରାମ ଗୋଡସେକୁ ଦେଶଭକ୍ତ କହିଛନ୍ତି । ସାଧ୍ୱୀ ପ୍ରଜ୍ଞା କହିଛନ୍ତି,…

ଅସମ୍ଭାଳ ହେଲାଣି ତାତି । ଅସ୍ତବ୍ୟସ୍ତ ଜନଜୀବନ, ଆକାଶରେ ସୂର୍ଯ୍ୟଙ୍କ ପ୍ରଖର କିରଣ

କନକ ବ୍ୟୁରୋ : ଆକାଶରେ ସୂର୍ଯ୍ୟଙ୍କ ପ୍ରଖର ରୂପ । ପ୍ରଚଣ୍ଡ ରୌଦ୍ର ତାପରେ ଭୟଭିତ ଜୀବଜଗତ । ଉପକୂଳରୁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶା ସବୁଠି ତାତିର ରାଜୁତି । ଅସହ୍ୟ ହେଲାଣି ତାତି ଆଉ ଅସମ୍ଭାଳ ଜୀବନ ଯାପନ । ତତଲା କଡେଇ ଶେକି ହେଉଛି ଓଡିଶା । ସକାଳ ୮ଟା ରୁ ତାତି ବଢିବା ସହ ମଧ୍ୟାହ୍ନରେ…

ଆସନ୍ତାକାଲି ସକାଳ ସୁଦ୍ଧା ରାଜ୍ୟର ୧୦ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା : ସେପଟେ ଆଜି ରାତିରେ ଟ୍ୱିନ୍ ସିଟିରେ ଆକାଶ…

କନକ ବ୍ୟୁରୋ : ଗୋଟିଏ ପଟେ ତାତିର ରାଜୁତିରେ ଅସ୍ତବ୍ୟସ୍ତ ରାଜ୍ୟବାସୀ । ଅନ୍ୟପଟେ ଆସନ୍ତାକାଲି ସକାଳ ସୁଦ୍ଧା ରାଜ୍ୟର ମୟୂରଭଞ୍ଜ, ବାଲେଶ୍ୱର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ଢ଼େଙ୍କାନାଳ, କେନ୍ଦୁଝର, କଳାହାଣ୍ଡି, ବୌଦ୍ଧ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ…

ମୋଦିଙ୍କ ରାଲିରେ ବିଭ୍ରାଟ ସୃଷ୍ଟି କରିପାରନ୍ତି ମମତା । ସର୍ତକ କରାଇଲା ଏସପିଜି, ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ…

ମୋଦିଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏସପିଜି କୋଲକାତା ପୋଲିସକୁ ସର୍ତକ କରିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଲିକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭଣ୍ଡୁର କରିପାରନ୍ତିୁ ବୋଲି ଆଲର୍ଟ କରିଛି ଏସପିଜି । ମଥୁରାପୁରରେ ହେବାକୁ ଥିବା ରାଲିରେ ହିଂସା ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛି…