Daily Archives

May 5, 2019

ଫୋନିକୁ ନେଇ ଆରମ୍ଭ ହେଲା ରାଜନୀତି ! ମମତାଙ୍କ ପାଖକୁ ୨ ଥର ଫୋନ୍ ଲଗାଇଲେ ମୋଦି କିନ୍ତୁ ଫୋନ୍ ଉଠାଇଲେନି ଦିଦି ।

ଓଡିଶାର ଉପକୂଳ ଅଚଂଳକୁ ଫୋନି ଧ୍ୱସଂ କରିବା ପରେ ପଶ୍ଚିମବଙ୍ଗରେ ମଧ୍ୟ ଫୋନିର ଭୟଙ୍କର ପ୍ରଭାବ ଦେଖିବାକୁ ମିଳିଛି । ଏହି କାରଣରୁ ରାଜ୍ୟର ଅନେକ ଅଚଂଳରେ ତୀବ୍ର ପବନ ସାଙ୍ଗକୁ ଜୋରରେ ବର୍ଷା ମଧ୍ୟ ହୋଇଛି । ପରିସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨ ଦିନ ରେଳକୁ ବାତିଲ କରିଛନ୍ତି…

ସହଜରେ ଭୁଲି ହେବ ନାହିଁ ଫୋନିର କ୍ଷତ । ଦେଖନ୍ତୁ ବାତ୍ୟା ଫୋନି ତାଣ୍ଡବର ୩୦ ଲୋମଟାଙ୍କୁରା ଦୃଶ୍ୟ, ଆପଣାଛାଏଁ ଜକେଇ…

କନକ ବ୍ୟୁରୋ : ପ୍ରଳୟଙ୍କାରୀ ବାତ୍ୟା ଫୋନି ମାଡରେ ବଦଳିଯାଇଛି ରାଜ୍ୟର ଭୌଗଳିକ ଚିତ୍ର । ପ୍ରକୃତିର ଏଭଳି କ୍ରୁର ଆଚରଣ ଓଡିଶାକୁ କିଛି ଘଣ୍ଟା ମଧ୍ୟରେ ଛାରଖାର କରି ଦେଇଛି । ପୁଣିଥରେ ଅଣ୍ଟା ସଳଖି ଛିଡା ହେବା ଏବେ ଓଡିଶା ପାଇଁ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଖାସକରି ପୁରୀ ଓ…

ଓଡିଶା ପରେ ବାଂଲାଦେଶରେ ତାଣ୍ଡବ ରଚିଲା ‘ଫୋନି’ । ସମୁଦ୍ର ଗର୍ଭରେ ଲୀନ ହେଲା ୧୨ଟି ଗାଁ ।

କନକ ବ୍ୟୁରୋ : ପ୍ରଥମେ ଓଡିଶା ଏବଂ ପରେ ବାଂଲାଦେଶ । ଗତ ୩ ତାରିଖରେ ଓଡିଶା ଦେଖିଲା ପ୍ରକୃତିର କରାଳ ରୂପ । ସାମୁଦ୍ରିକ ଝଡ ଫୋନି ଆଣିଲା ମହାପ୍ରଳୟ । ଯେଉଁଥିରେ ଓଡିଶାରେ ନାହିଁନଥିବା କ୍ଷତି ହୋଇଛି । ଅନେକ ଧନଜୀବନ ନଷ୍ଟ ହୋଇଥିବା ବେଳେ ବଦଳିଯାଇଛି ଉପକୂଳ ଓଡିଶାର ନକ୍ସା । ଲକ୍ଷ ଲକ୍ଷ…

ପ୍ରଳୟ ରଚିଲା ‘ଫୋନି’ , କିଛି ବାଦ୍ ପଡ଼ିଲାନି । ବର୍ତ୍ତମାନ ପର୍ଯ୍ୟନ୍ତ…ବାତ୍ୟାର ୧୨ ବଡ଼ ଖବର

କନକ ବ୍ୟୁରୋ: ଯମଦୂତ ପରି ଆସିଥଲା ସବୁ କିଛି ଛାରଖାର କରି ଚାଲିଗଲା । ପାଖାପାଖି ୮ ଘଣ୍ଟା ଧରି ପ୍ରଳୟଙ୍କାରୀ ବାତ୍ୟା ‘ଫୋନି’ର ଫଣା ଓଡ଼ିଶାକୁ ଦଂଶନ କରିଚାଲିଗଲା । ଆଉ ସେହି ‘ଫୋନି’ର ବିଷରେ ଏବେ ଛଟପଟ ହେଉଛି ଓଡ଼ିଶା । କେଉଁଠି ଉଜୁଡ଼ି ଯାଇଛି ହଜାର ହଜାର ଘର ତ କେଉଁଠି ମାଟି କାମୁଡ଼ି ପଡ଼ିଛି…

ଓଡିଶା ଉପରେ ଜାତୀୟ ଗଣମାଧ୍ୟମର ନଜର ଏମିତି । ଓଡିଶାକୁ ଆସିନି, ପଶ୍ଚିମବଙ୍ଗରେ ମାଡ ହୋଇ ବାଂଲାଦେଶକୁ ଫେରିଛି ‘ଫୋନି’…

କନକ ବ୍ୟୁରୋ : ସାରା ବିଶ୍ୱର ଗଣମାଧ୍ୟମରେ ବାତ୍ୟା ‘ଫୋନି’ ବର୍ତ୍ତମାନର ସବୁଠାରୁ ବଡ ଖବର ପାଲଟିଛି । ବିଶେଷ କରି ସାମୁଦ୍ରିକ ଝଡ ଫୋନିରେ ଓଡିଶା ସର୍ବାଧିକ ପ୍ରଭାବିତ ହୋଇଛି । କେଇ ଘଣ୍ଟାର ସମୟ ମଧ୍ୟରେ ଛାରଖାର ହୋଇଯାଇଛି ସବୁକିଛି । ଆଉ ଏହାରି ଭିତରେ ଉପକୂଳ ଓଡିଶାବାସୀ ଦୁଃଖ…

‘ଫୋନି’ର ତାଣ୍ଡବ ପରେ ଓଡିଶାକୁ ସହାୟତା ପାଇଁ ସୋସିଆଲ ମିଡିଆରେ ଅନୁରୋଧ । ବଲିଉଡ୍ ଷ୍ଟାରଙ୍କ ଠାରୁ ଆରମ୍ଭ କରି…

କନକ ବ୍ୟୁରୋ : ଭୀଷଣରୁ ଅତି ଭୀଷଣ ରୂପ ଧାରଣ କରି ପୁରୀ, ଭୁବନେଶ୍ୱର ସମେତ ଅଧା ଓଡିଶାକୁ ଛାରଖାର କରିଦେଇଥିବା ସାମୁଦ୍ରିକ ବାତ୍ୟା ‘ଫୋନି’ ଏହାରି ଭିତରେ ଓଡିଶା ଛାଡି ଚାଲିଯାଇଛି । କିନ୍ତୁ ବାତ୍ୟା ଯେଉଁ ଚିହ୍ନ ଛାଡିଯାଇଛି, ତାହା କେବେ ଯେ ଲିଭିବ, ତାର ଆକଳନ ମଧ୍ୟ କରିହେଉନାହିଁ ।…