Daily Archives

May 5, 2019

ବାତ୍ୟା ଫୋନିର ପ୍ରଭାବ ସମୟରେ ଜନ୍ମ ହେଲା ଝିଅ ,  ବାପା ମା’ ନାଁ ରଖିଲେ ଫୋନି । 

ଭୟଙ୍କରୀ ବାତ୍ୟା ଫୋନିରେ ଓଡିଶା ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ବଡ଼ ବଡ଼ ଗଛ ଭାଙ୍ଗି ରୋଡରେ ପଡି ରାସ୍ତା ଅବରୋଧ କରିଥିବା ବେଳେ କରେଣ୍ଟ,ପାଣିର ମଧ୍ୟ ଖୁବ୍ ଅସୁବିଧା ଦେଖାଦେଉଛି । କିନ୍ତୁ ଏହି ବନ୍ୟା ବିଭୀଷିକା ଭିତରେ ଭୁବନେଶ୍ୱରରେ ୩ ତାରିିଖ ଦିନ ୧୧ ଟା ସମୟରେ ରେଳବାଇ ଡାକ୍ତରଖାନାରେ…

ବିଦାୟ ନେଲା ଫୋନି । ଦେବଦୂତ ସାଜିଲେ ଭାରତୀୟ ବାୟୁସେନା ଓ ନୌସେନାର ୟଙ୍ଗ ବ୍ରିଗେଡ୍, ଆକାଶମାର୍ଗରୁ…

କନକ ବ୍ୟୁରୋ : ବାତ୍ୟା ପୀଡିତଙ୍କୁ ସହାୟତାର ହାତ ବଢାଇଲା ଭାରତାୟ ବାୟୁସେନା ଏବଂ ଭାରତୀୟ ନୌସେନା ବାହିନୀ । ବାତ୍ୟା ‘ଫୋନି’ରେ ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ସେନା ପକ୍ଷରୁ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଉଛି । ବାତ୍ୟାକୁ ୪୦ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଯେଉଁ କ୍ଷତି…

ପ୍ରାଣ ନେଇଗଲା ଫୋନି । ବାତ୍ୟା ଫୋନି ଯୋଗୁୁଁ ୨୯ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା, ଭୁବନେଶ୍ୱରରେ ୫ ଜଣଙ୍କର ଲିଭିଗଲା ଜୀବନ…

କନକ ବ୍ୟୁରୋ : ବାତ୍ୟା ଫୋନି ଓଡିଶାରେ ଦୀର୍ଘ ୪ରୁ ୫ ଘଣ୍ଟା ତାଣ୍ଡବ ରଚିବା ପରେ ବିଦାୟ ନେଇଛି । ଏଯାଏଁ କ୍ଷୟକ୍ଷତିର ଆକଳନ ହୋଇନଥିବା ବେଳେ ଅନେକ ପରିବାର ଲୋକଙ୍କ ଜୀବନରେ ଅନ୍ଧକାର ଘୋଟି ଦେଇଛି । ଫୋନି ବିଦାୟ ନେବାର ୨ ଦିନ ପରେ ବିଭୀଷିକାର ଅସଲ ଚିତ୍ର ସାମ୍ନାକୁ ଆସିଛି । ଏତେ…

ପ୍ରଳୟ ପରେ ସ୍ଥିତି ସୁଧାରିବାକୁ ଅଣ୍ଟା ଭିଡିଲେ ରାଜ୍ୟ ସରକାର ! ଘୋଷଣା କଲେ ସହାୟତା ରାଶି

ତାଣ୍ଡବ ରଚି ବାତ୍ୟା ‘ଫୋନି’ ଫେରିଯିବା ପରେ ଏବେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ଉପରେ ରାଜ୍ୟ ସରକାର ଜୋର ଦେଇଛନ୍ତି । ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିବା ସହ ଶୀଘ୍ର ସ୍ଥିତି ସ୍ୱାଭାବିକ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବ ଓ ଅନ୍ୟ…

୨ ଦିନ ତଳେ ଝଲସୁଥିଲା, ଏବେ ଟିକିଏ ଆଲୋକ ପାଇଁ ରାହା ଖୋଜୁଛି ରାଜଧାନୀ ।

କନକ ବ୍ୟୁରୋ: ବିଭୀଷିକା ରଚିଲା ବାତ୍ୟା ‘ଫୋନି’ ଏବେ ଟିକିଏ ଆଲୋକ ପାଇଁ ରାହା ଖୋଜୁଛି ରାଜଧାନୀ । ଦେଶର ନମ୍ବର ୱାନ୍ ସ୍ମାର୍ଟ ସିଟି ଭାବେ ପରିଚିତ ଭୁବନେଶ୍ୱରରେ ବାତ୍ୟା ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଆଉ ଚାରିଆଡ଼ ସତେ ଯେମିତି ନିସ୍ତବ୍ଧ ନିଶାଚର ଭାବେ ହୋଇପଡ଼ିଛି ରାଜଧାନୀ…

ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପେଣ୍ଠକଟା ଓ ତାଳବଣିଆରେ ବାତ୍ୟା ପୀଡିତଙ୍କୁ ଭେଟିବେ,…

କନକ ବ୍ୟୁରୋ : ବାତ୍ୟା ଫୋନି ଚାଲିଯାଇଛି, କିନ୍ତୁ କିଛି ଘଣ୍ଟାର ରହଣି ମଧ୍ୟରେ ରାଜ୍ୟର ମେରୁଦଣ୍ଡ ଦୋହଲାଇ ଦେଇ ଯାଇଛି । ଖାସକରି ପୁରୀ ଓ ଭୁବନେଶ୍ୱରରେ ବାତ୍ୟା ଫୋନି ଏମିତି ତାଣ୍ଡବ ରଚିଛି ଯେ, ନ ଦେଖିବା ଲୋକ କେବେ ବିଶ୍ୱାସ କରିବ ନାହିଁ । ପୂରା ଶ୍ରୀକ୍ଷେତ୍ର ଏବେ ଅନ୍ଧକାରମୟ ହୋଇ…