Daily Archives

May 5, 2019

‘ଫୋନି’ ଦୁଃଖ ଦୂର କରିବାକୁ ବିଏମସିର ତତ୍ପରତା । ଆସନ୍ତା କାଲିଠାରୁ ଭୁବନେଶ୍ୱରବାସୀଙ୍କୁ ରିଲିଫ୍ ବଣ୍ଟନ କରିବ ବିଏମସି…

କନକ ବ୍ୟୁରୋ: ‘ଫୋନି’ ଫେରିବା ପରେ ଲୋକମାନଙ୍କୁ ରିଲିଫ୍ ବଣ୍ଟନ ନେଇ ରାଜ୍ୟ ସରକାରଙ୍କ ତତ୍ପରତା ଦେଖାଇଛନ୍ତି । ବିଶେଷ କରି ଭୁବନେଶ୍ୱର ସହରରେ  ପ୍ରଭାବିତ ହୋଇଥିବା ଲୋକମାନଙ୍କୁ କିଭଳି ସହାୟତା ପ୍ରଦାନ କରାଯିବ ସେନେଇ ଭୁବନେଶ୍ୱର ମହାନଗର ନିଗମ ( ବିଏମସି) ତରଫରୁ ବ୍ୟାପକ ପଦକ୍ଷେପ…

‘ଫୋନି’ ପୀଡିତଙ୍କ ପାଇଁ ବଢିଲା ସହାୟତାର ହାତ । ନାଲକୋ ପକ୍ଷରୁ ବାତ୍ୟା ପ୍ରଭାବିତ ଜନସାଧାରଣଙ୍କୁ ରିଲିଫ୍ ବଣ୍ଟନ ।

କନକ ବ୍ୟୁରୋ : ସାମୁଦ୍ରିକ ଝଡ ଫୋନି ଚାଲିଯାଇଛି ସତ, କିନ୍ତୁ ଛାଡିଯାଇଛି ଚିହ୍ନ । ଯେଉଁ ଚିହ୍ନ କେବେ ଯେ ଲିଭିବ, ତାହା କେହି ଆକଳନ ମଧ୍ୟ କରିପାରିବେ ନାହିଁ । ଛାରଖାର ହୋଇଯାଇଛି ସବୁକିଛି । ଅନେକ ଧନଜୀବନ ନଷ୍ଟ ହେବା ସହ ଲକ୍ଷ ଲକ୍ଷ ଜନସାଧାରଣଙ୍କ ଜୀବନ ପ୍ରଭାବିତ ହୋଇଛି । ଦୁଃଖ…

ବାତ୍ୟା ପରେ ବଢୁଛି ସହାୟତାର ହାତ ! ଓଡିଶାକୁ ଯୋଗୀ ଓ ପାଲାନିସ୍ୱାମୀ ଦେଲେ ୧୦ କୋଟି ଲେଖାଏଁ ଟଙ୍କା

କନକ ବ୍ୟୁରୋ : ପ୍ରଳୟଙ୍କରୀ ମହାବାତ୍ୟା ଫନି ପ୍ରଭାବରେ ସମଗ୍ର ଉପକୂଳ ଓଡ଼ିଶା ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି । ଏହା ଦ୍ୱାରା ହଜାର ହଜାର ପରିବାର ନିଜର ବାସଗୃହ ହରାଇ ଖୋଲା ଆକାଶ ତଳେ ରାତି ବିତାଉଛନ୍ତି । ଲକ୍ଷ ଲକ୍ଷ ଲୋକ ପିଇବା ପାଣି, ଖାଦ୍ୟ ପାଉନାହାନ୍ତି । ବିଜୁଳି, ଦୂରସଂଚାର…

‘ଫୋନି’ ପରେ ସ୍ଥିତି ସମୀକ୍ଷା ! ପୁରୀରେ ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ସେପଟେ ଗ୍ରାଉଣ୍ଡ ଜିରୋରେ ପହଁଚିଲେ…

କନକ ବ୍ୟୁରୋ: ବାତ୍ୟା ‘ଫୋନି’ ରାଜ୍ୟରେ ତାଣ୍ଡବ ଲୀଳା କରି ସବୁ ଛାରଖାର କରିଦେଇଛି । ବିଶେଷ କରି ପୁରୀ ଓ ଭୁବନେଶ୍ୱରରେ ବାତ୍ୟା ଫୋନି ଏମିତି ତାଣ୍ଡବ ରଚିଛି ଯେ, ନ ଦେଖିବା ଲୋକ କେବେ ବିଶ୍ୱାସ କରିବେ ନାହିଁ । ଏବେ ଶ୍ରୀହୀନ ହୋଇ ପଡ଼ିଛି, ଏବଂ ଚାରିଆଡ଼ ଏବେ ଖାଲି ଅନ୍ଧକାରମୟ ହୋଇ ଉଠିଛି ।…

ରାତି ପାହିଲେ ୧୯ ଯୁଦ୍ଧର ପଞ୍ଚମ ପର୍ଯ୍ୟାୟ ଲଢେଇ । ହେଭିୱେଟ୍ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ।

କନକ ବ୍ୟୁରୋ : ୧୯ ଯୁଦ୍ଧର ପଞ୍ଚମ ଅଧ୍ୟାୟ ପାଇଁ ରାତି ପାହିଲେ ପଡିବ ଭୋଟ୍ । ଦେଶରେ ଆସନ୍ତାକାଲି ପଞ୍ଚମ ନିର୍ବାଚନ ପାଇଁ ମତଗ୍ରହଣ ହେବ । ହେଭିୱେଟ୍ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ଆସନ୍ତାକାଲି ୭ଟି ରାଜ୍ୟରେ ୫୧ଟି ଲୋକସଭା ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ଏହି ଆସନ…

ରାଜ୍ୟରେ ଭାଙ୍ଗିଛି ୧ ଲକ୍ଷ ୫୬ ହଜାର ବିଦ୍ୟୁତ୍ ଖୁଣ୍ଟ । ଶକ୍ତି ବିଭାଗର ୧୨୦୦ କୋଟି ଟଙ୍କା କ୍ଷତି ହୋଇଛି । ସୂଚନା…

କନକ ବ୍ୟୁରୋ : ବାତ୍ୟା ଫୋନି ପାଇଁ ଅନ୍ଧାରରେ ରାଜଧାନୀ ଭୁବନେଶ୍ୱର । କେବଳ ଭୁବନେଶ୍ୱର ନୁହେଁ ବରଂ କଟକ ଓ ପୁରୀକୁ ବିଦ୍ୟୁତ୍ ସଂଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଛି । ସାମୁଦ୍ରିକ ଝଡ଼ ଫନି ଯୋଗୁଁ ଭୁବନେଶ୍ୱରରେ ୧୦ ହଜାରରୁ ଅଧିକ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଥିବା ଜଣାପଡ଼ିଛି। ଫନି ଯୋଗୁଁ…