Daily Archives

May 3, 2019

ଲ୍ୟାଣ୍ଡଫଲର ପ୍ରକ୍ରିୟା ଆରମ୍ଭ : ପୁରୀରୁ ୭୦ କିମି ଓ ଗୋପାଳପୁରରୁ ୭୫ କିମି ଦୂରରେ ଫୋନି

କନକ ବ୍ୟୁରୋ : ଲ୍ୟାଣ୍ଡଫଲର ପ୍ରଭାବ ଆରମ୍ଭ ହୋଇସାରିଛି । ପୁରୀର ଆହୁରି ନିକଟତର ହେଲା ବାତ୍ୟା ଫୋନି । ତାଜା ଖବର ଅନୁସାରେ ବର୍ତ୍ତମାନ ପୁରୀଠାରୁ ୭୦ କିମି ଦୂରରେ ଅଛି ବାତ୍ୟା ଫୋନି । ପୁରୀରେ ଘଂଟା ପ୍ରତି ୧୭୪ କିମି ବେଗରେ ପବନ ବହିବା ଆରମ୍ଭ ହୋଇଗଲାଣି । ଗୋପାଳପୁର ଠାରୁ ୭୫ କିମି…

‘ଫୋନି’ ପାଇଁ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କଲା ପ୍ରଶାସନ । କାଲିରାତି ସୁଦ୍ଧା ଯୁଦ୍ଧକାଳୀନ ଭିତିରେ ହେଲା…

କନକ ବ୍ୟୁରୋ: ବାତ୍ୟା ଯେତିକି ନିକଟବର୍ତ୍ତୀ ହେଉଛି, ଲୋକଙ୍କ ମଧ୍ୟରେ ସେତିକି ଭୟ ବୃଦ୍ଧି ପାଇଚାଲିଛି । ଆଉ ସାମୁଦ୍ରିକ ବାତ୍ୟା ଫୋନିକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିର୍ତ୍ତିରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ବର୍ତ୍ତମାନ ସୁଦ୍ଧା ତଳିଆ…

ଯେକୌଣସି ମୁହୂର୍ତ୍ତରେ ଭୀଷଣ ରୂପ ଧାରଣ କରିପାରେ ଫୋନି ! ପୁରୀ ଆଡ଼କୁ ପାଖେଇ ପାଖେଇ ଆସୁଛି ସାମୁଦ୍ରିକ ବାତ୍ୟା

କନକ ବ୍ୟୁରୋ : ସକାଳୁ ସକାଳୁ ଯେ କୌଣସି ମୁହୂର୍ତରେ ଅତି ଭୀଷଣ ରୂପ ଧାରଣ କରି ପୁରୀ ଉପକୂଳରେ ମାଡ଼ ହେବ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’। ପୁରୀ ଠାରେ ଲ୍ୟାଣ୍ଡଫଲ୍ କରିବ ସାମୁଦ୍ରିକ ବାତ୍ୟା ଫୋନି । ସକାଳ ୮ଟାରେ ବାତ୍ୟା ଫୋନି ଲ୍ୟାଣ୍ଡଫଲ କରିବାର ଅଧିକ ସମ୍ଭାବନା ରହିଛି । ଦିନ…

ପାଖେଇ ଆସୁଛି ଫୋନି: ପୁରୀରୁ ୮୦ କିଲୋମିଟର ଓ ଗୋପାଳପୁରଠାରୁ ୬୫ କିଲୋମିଟର ଦୂରରେ ରହିଛି ବାତ୍ୟା, ପ୍ରଭାବରେ ବଢୁଛି…

କନକ ବ୍ୟୁରୋ: ବାତ୍ୟାର ପ୍ରଭାବରେ ଗୁରୁବାର ରାତି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପବନ ବୋହିବା ସହିତ ତୁହାକୁ ତୁହା ବର୍ଷା ହୋଇଛି। ସାମୁଦ୍ରିକ ଝଡ଼ ‘ଫନି’ ଶୁକ୍ରବାର ପୂର୍ବାହ୍ଣ ୮ଟା ରୁ ୧୦ ମଧ୍ୟରେ ପୁରୀ ନିକଟସ୍ଥ ସ୍ଥଳଭାଗରେ ଲ୍ୟାଣ୍ଡଫଲ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ…

ତାଣ୍ଡବ ରଚିପାରେ ଫୋନି : ସାମୁଦ୍ରିକ ବାତ୍ୟାର ଭୟାବହତାକୁ ନଜରରେ ରଖି ଅଧିକ ଏନଡିଆରଏଫ୍ ଟିମ୍ ମାଗିଲା ରାଜ୍ୟ

କନକ ବ୍ୟୁରୋ : ତାଜା ଖବର ଅନୁସାରେ ସକାଳ ୮ଟାରୁ ୧୨ଟା ଭିତରେ ଲ୍ୟାଣ୍ଡଫଲ କରିବ ସାମୁଦ୍ରିକ ବାତ୍ୟା ଫୋନି । ବାତ୍ୟାର ଭୟାବହତାକୁ ଦୃଷ୍ଟିରେ ରଖି ଅଧିକ ଏନଡିଆରଫ୍ ଟିମ୍ ମାଗିଲା ରାଜ୍ୟ । କେନ୍ଦ୍ରକୁ ୨୦ଟି ଅଧିକ ଏନଡ଼ିଆରଏଫ୍ ଟିମ୍ ମାଗିଲା ଓଡ଼ିଶା । ପୂର୍ବରୁ ରାଜ୍ୟରେ ୨୮ଟି ଏନଡିଆରଏଫ୍…

ଘଂଟା ପ୍ରତି ୧୬ କିଲୋମିଟର ବେଗରେ ମାଡି ଆସୁଛି ଫୋନି । ୮ଟାରୁ ୧୨ଟା ସୁଦ୍ଧା ପୁରୀରେ କରିପାରେ ଲ୍ୟାଣ୍ଡଫଲ । ସ୍ଥଳଭାଗ…

କନକ ବ୍ୟୁରୋ: ଭୟଙ୍କର ବେଗରେ ଓଡିଶା ଆଡକୁ ମାଡି ଆସୁଛି ସାମୁଦ୍ରିକ ବାତ୍ୟା ଫୋନି । ଘଂଟାପ୍ରତି ୧୬ କିଲୋମିଟର ବେଗରେ ପୁରୀ ଆଡକୁ ମୁହାଁଉଛି ଫୋନି । ତାଜା ଖବର ଅନୁସାରେ, ସାମୁଦ୍ରିକ ବାତ୍ୟା ଫୋନି ଏବେ ପୁରୀଠାରୁ ମାତ୍ର ୧୧୦ କିଲୋମିଟର ଏବଂ ଗୋପାଳପୁରଠାରୁ ମାତ୍ର ୬୫ କିଲୋମିଟର ଦୂରରେ…