Daily Archives

May 3, 2019

୧୬ କିଲୋମିଟର ବେଗରେ ମାଡି ଆସୁଛି ବାତ୍ୟା ‘ଫୋନି’ । ବଢୁଛି ବର୍ଷା, ବହୁଛି ପବନ ।

କନକ ବ୍ୟୁରୋ : ସ୍ଥଳଭାଗ ନିକଟତର ହେବାରେ ଲାଗିଛି ବାତ୍ୟା ‘ଫୋନି’ । ବାତ୍ୟା ଯେତିକି ପାଖଉଛି, ପ୍ରଭାବରେ ବର୍ଷା ଓ ପବନ ବଢିବାରେ ଲାଗିଛି । ପୁରୀଠାରୁ ଆଉ ମାତ୍ର ୧୧୦ କିଲୋମିଟର ଦୂରରେ ଫୋନି ରହିଥିବା ବେଳେ ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମୁହାଁଉଛି ବାତ୍ୟା । ତାଜା…

ଗତି ବଢାଉଛି ଫୋନି । ପୁରୀରୁ ୧୧୦ କିଲୋମିଟର ଦୂରରେ ବାତ୍ୟା ଫୋନି, ଆରମ୍ଭ ହେଲା ପ୍ରବଳ ବର୍ଷା ସାଙ୍ଗକୁ ପ୍ରଚଣ୍ଡ ପବନ…

କନକ ବ୍ୟୁରୋ : କ୍ଷୀପ୍ର ଗତିରେ ମାଡି ଆସୁଛି ବାତ୍ୟା ଫୋନି । ସ୍ଥଳଭାଗ ଆଡକୁ ଯେତିକି ପାଖଉଛି, ଫୋନିର ଗତି ସେତିକି ବଢୁଛି । ପୁରୀ ଠାରୁ ମାତ୍ର ୧୧୦ କିଲୋମିଟର ଦୂରରେ ଥିବା ବାତ୍ୟା ଫୋନି ସକାଳ ୮ଟାରୁ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ କରିବ । ୧୬ କିଲୋମିଟର ବେଗରେ ପୁରୀ ଆଡକୁ ବାତ୍ୟା ଫୋନି…

ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା ଫୋନି । ପୁରୀରୁ ୧୩୦, ଗୋପାଳପୁରରୁ ୭୫ କିଲୋମିଟର ଦୂରରେ ରହିଛି ବାତ୍ୟା ଫୋନି ।

କନକ ବ୍ୟୁରୋ : ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା ଫୋନି । ପୁରୀରୁ ୧୩୦ କିମି ଦୂରରେ ରହିଛି ସାଂଘାତିକ ବାତ୍ୟା ଫୋନି । ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ ପୁରୀ ଆଡକୁ ମାଡି ଆସୁଥିବା ଫୋନି ସକାଳ ୮ଟାରୁ ୧୦ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ । ସେହିଭଳି ଏହା ଏବେ ଗୋପାଳପୁରରୁ ୭୫ କିଲୋମିଟର…

ବାତ୍ୟା ପାଖେଇଲା, ବର୍ଷା ବଢିଲା । ପୁରୀ ସମେତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା, ଘଣ୍ଟାପ୍ରତି ୨୦୦ କିଲୋମିଟର ବେଗରେ…

କନକ ବ୍ୟୁରୋ : ବାତ୍ୟା ପାଖେଇଲା, ବର୍ଷା ବଢିଲା । ସକାଳ ୮ଟାରୁ ୧୦ଟା ମଧ୍ୟରେ ବାତ୍ୟା ଫୋନି ପୁରୀରେ ଲ୍ୟାଣ୍ଡଫଲ୍ କରିବ । ଆଉ ଏହା ପୂର୍ବରୁ ପୁରୀରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି । କେବଳ ପୁରୀ ନୁହେଁ ବରଂ ଏହାର ପାଖ ଜିଲ୍ଲା ଗୁଡିକରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ପବନର ବେଗ…

ବାତ୍ୟା ଆସିବା ପୂର୍ବରୁ ଆସିଲା ‘ଫୋନି’ । ଜଗତସିଂହପୁର ହସ୍ପିଟାଲରେ ଜନ୍ମ ନେଲା ନବଜାତ ଶିଶୁ, ବାତ୍ୟା ବେଳରେ ଜନ୍ମ…

କନକ ବ୍ୟୁରୋ : ରାତି ବଢୁଛି, ମନରେ ଭୟ ମଧ୍ୟ ବଢୁଛି । କେତେବେଳେ ବାତ୍ୟା ସ୍ଥଳଭାଗ ଛୁଇଁବ, ସେନେଇ ମଧ୍ୟ ସମସ୍ତଙ୍କ ଛାତିରେ ଛନକା ଭରି ହୋଇରହିଛି । ‘ଫୋନି’କୁ ନେଇ ଆଶା ଆଶଙ୍କା ଲାଗି ରହିଥିବା ବେଳେ ଜଗତସିଂହପୁରରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।…

ଘଣ୍ଟା ପ୍ରତି ୧୩ କିମି ବେଗରେ ମାଡି ଆସୁଛି ଭୟଙ୍କର ବାତ୍ୟା । ପୁରୀରୁ ୨୦୦ କିମି ଦୂରରେ ‘ଫୋନି’ ।

କନକ ବ୍ୟୁରୋ : ପୁରୀର ଆହୁରି ନିକଟବର୍ତ୍ତୀ ହେଉଛି ବାତ୍ୟା ‘ଫୋନି’ । ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇଥିବା ତାଜା ସୂଚନା ଅନୁଯାୟୀ, ପୁରୀ ଠାରୁ ଏବେ ଆଉ ମାତ୍ର ୨୦୦ କିଲୋମିଟର ଦୂରରେ ରହିଛି ଫୋନି । ବର୍ତ୍ତମାନ ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା । ତେବେ…